Browsing Category

ଅଘଟଣ

ବାଣପୁରରେ ପ୍ରାକ ନିର୍ବାଚନୀ ହିଂସା: ଆହତ ମହିଳା ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତରିତ

ବାଣପୁର ( ସେକ୍ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାପାଇଁ କିଛି ବ୍ୟକ୍ତି ଜଣେ ପରିବାରକୁ ଧମକାଇବା ଏବଂ ଏଥିରେ ରାଜି ନହେବାରୁ ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ…

ଯୁବକଙ୍କ ଅକାଳ ବିୟୋଗ

ପଦ୍ମପୁର- ସ୍ଥାନୀୟ ହନୁମାନ ପଡା ବାସିନ୍ଦା କୈଳାସ ଚନ୍ଦ୍ର ବରିହା(ବାବୁଲୁ)ଙ୍କ ୪୬ ବର୍ଷ ବୟସରେ ଗତ 3 ତାରିଖ ଗୁରୁବାର ଦିନ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ କଟକ ନେଉଥିବା ସମୟରେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେ ନୂଆପଡା…

ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡିର ରାଜା ଶ୍ରୀଯୁକ୍ତ ଉଦୟ ନାରାୟଣ ଦେବଙ୍କ ଦେହାନ୍ତ :ଜିଲ୍ଲାପାଳଙ୍କ ଶୋକ ପ୍ରକାଶ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡିର ରାଜାସାହେବ ଶ୍ରୀଯୁକ୍ତ ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷ ବୟସରେ ଗତକାଲି ରାତି ୧୧.୦୦ ବେଳେ ଭୁବନେଶ୍ବର ସ୍ଥିତ ଏକ ହସପିଟାଲରେ ଦେହାନ୍ତ ହୋଇଯାଇଛି । ସେ…

ପଦ୍ମପୁର ଅବକାରୀ ବିଭାଗର ଧରପଗଡ ବ୍ୟାପକ ମହୁଲ ପୋଚ ଜବତ

ପଦ୍ମପୁର (ଶାସକ ପ୍ରଶାସକ)- ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ହେମକାନ୍ତ ସୁନା ସଦଳବଳେ ବୁଡେନ ଥାନା ଅନ୍ତର୍ଗତ ଗୁଠୁର୍ଲା ଗାଁର ରାଜେନ୍ଦ୍ର କନ୍ଦା ତାର ଜମିରେ ମଦ ରାନ୍ଧୁଥିବା ସମୟରେ ଅତର୍କିତ ଚଢ଼ାଉ…

ଚୋରି ସାମଗ୍ରୀ ସମେତ ୨ ଗିରଫ, ଗାଡ଼ି ଜବତ

ରାଉରକେଲା, (ବସନ୍ତ କୁମାର ଜେନା): ଲହୁଣୀପଡ଼ା ପୋଲିସ ଗତ ୨୧ ତାରିଖରେ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ କପଡ଼ା ସହିତ ୨ ଅଭିଯୁକ୍ତ ଓ ପିକ୍‌ଅପ୍ ଭ୍ୟାନକୁ ଜବତ କରିଛି । ଚୋରି ଅଭିଯୋଗରେ ପୋଲିସ ଅନ୍ୟଜଣେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି । ମିଳିଥିବା ସୂଚନାନୁଯାୟୀପଡ଼ା ଥାନା ଅନ୍ତର୍ଗତ…

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୀଷଣ ଅଗ୍ନିକାଣ୍ଡ

ବାଣପୁର ( ସେକ୍ କୌଶର ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ…

କଫ ସିରପ ଜବତ : ଯୁବକ ଗିରଫ।

ପଦ୍ମପୁର-ଶାସକ ପ୍ରଶାସକ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏସ.ଡି.ପି.ଓ ବିଭୁତି ଭୂଷଣ ଭୋଇ ଙ୍କ ନିର୍ଦେଶ କ୍ରମେ ଗାଇସିଲେଟ ଥାନା ପୋଲିସ ଲୋଇସିଂହା ଥାନା ଗୁଣ୍ଡୁରୁମୁଣ୍ଡା ଗ୍ରାମ ର ରାଜକିଶୋର ସାହୁ ପିତା ଠାକୁର ସାହୁ କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ନିକଟରୁ ୩୦ବୋତଲ ଏସକଫ ସିରପ, କିଛି…

ବିଳମ୍ବିତ ରାତ୍ରରେ ୨୨ଟି ଛେଳି ଚୋରି

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)-ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମପଂଚାୟତ ମୁରଦାବାଦ ଗ୍ରାମର ଜଣକ ଗୁହାଳ ଘରୁ କେହି ଦୁର୍ବୃତ୍ତ ୨୨ଟି ଛେଳି ଚୋରି କରି ନେଇଥିବାର ଅଭିଯୋଗ ହୋଇଛି । ମୁରୁଦାବାଦ ଗ୍ରାମର ବିଜୟ କୁମାର ପରିଡ଼ା ଓ ରଞ୍ଜନ କୁମାର…

ଭିଜିଲାନ୍ସ ହାତରେ ଧରାପଡିଗଲେ ଟିପିଏନଓ ଡ଼ିଏଲର ବାଙ୍ଗିରିପୋସି କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା ।

ବାରିପଦା(ଦିଲ୍ଲୀପ ମହାନ୍ତି )- ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରାପଡିଗଲେ ବାଙ୍ଗିରିପୋଷୀ ଇଲେକ୍ଟ୍ରିକ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା। ସୁଚନା ମୁତାବକ ବାଙ୍ଗିରିପୋଷୀ ବ୍ଲକର ନୁଆବସାଣ ଅଞ୍ଚଳର ଅସିତ ସାହୁ ନାମକ ଜଣେ ଗ୍ରାହକଙ୍କ ଘରକୁ ୬ଟି ଖୁଣ୍ଟ ସହ ବିଦ୍ୟୁତ…

ହୃଦଘାତରେ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର / ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ରାଜସ୍ୱ ଗ୍ରାମରେ ରହୁଥିବା ବନଜ ଭୂୟାଁ ଙ୍କ ପୁଅ ଆଶୁତୋଷ ଭୂୟାଁ (କାନ୍ହା ୧4) ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ କାହ୍ନଙ୍କ ର ଆଜି ଜନ୍ମ ଦିନ ଥିଲା. ସେ ରାହାମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ୯ ମ…