Browsing Category

ଅଘଟଣ

ହଜିଗଲା କଟାକ୍ଷ , ନିରବୀଗଲେ କିଶୋର

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ପୁରପଲ୍ଲୀରେ ପରିଚିତ ତଥା ‘ସମ୍ବାଦ’ କାର୍ଟୁନ୍ ସ୍ତମ୍ଭ ‘କଟାକ୍ଷ’ ଫେମ କିଶୋର ରଥ ଆଉ ନାହାନ୍ତି । ଓଡ଼ିଶାର ଏହି ପ୍ରଥିତଯଶା ବହୁମୁଖୀ ପ୍ରତିଭାଧର କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କର ହୃଦାଘାତରେ ଆଜି ବଡ଼ି ସକାଳୁ ମାତ୍ର ୫୮ ବର୍ଷ ବୟସରେ…

ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ମାତୃ ବିୟୋଗ: ବିଜେପି ପକ୍ଷରୁ ଗଭୀର ଶୋକ

ଭୁବନେଶ୍ୱର: ବିଜେପି ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ମାତା ଶ୍ରୀମତୀ ସୁହାସିନୀ ପାଇକରାୟଙ୍କ ଭୂବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୮୧ ବର୍ଷ ବୟସରେ ଦେହାନ୍ତ ଘଟିଛି । ଅତ୍ୟନ୍ତ ନମ୍ର, ମେଳାପୀ, ମିଷ୍ଟଭାଷୀ ସ୍ୱର୍ଗତଃ ପାଇକରାୟ ଜଣେ…

ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ୟୋତିଷ ରଞ୍ଜନ ବହିଦାରଙ୍କ ପରଲୋକ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଶାନ୍ତି ନଗର ନିବାସୀ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ଯୋତିଷ ରଞ୍ଜନ ବହିଦାରଙ୍କ ମାତ୍ର ୭୧ ବର୍ଷ ବୟସରେ ଗତ ରାତିରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ବହିଦାର ଜଣେ ମେଳାପି ତଥା ପରୋପକାରୀ ବ୍ଯକ୍ତି ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ କରଣ ସମାଜର…

ମହନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କଂଗ୍ରେସ ନେତା ପ୍ରଦୀପ୍ତ ଦାସ ଓ ଉତ୍କଳ ସ୍ମୃତି ସଂସଦର ସଭ୍ୟ ।

ମାହାଙ୍ଗା -: (ସପ୍ତଜ୍ୟୋତି ରାଉଳ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତ ଜଗନ୍ନାଥପୁରୀଙ୍କ ଆଜି ଭୋ'ରୁ ଦେହାନ୍ତ ଘଟିଛି | କ୍ୟାନ୍ସର ପୀଡିତ ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲା | ତେବେ ୪ ଦିନ ତଳୁ ତାଙ୍କୁ ହସ୍ପିଟାଲରୁ ଛାଡିଦିଆଯାଇଥିଲା | ସ୍ଥାନୀୟ କୋଠପଦା…

ରଘୁନାଥଜୀୟୁ ମଠ ମହନ୍ତ ଜଗନ୍ନାଥ ପୁରୀଙ୍କ ଦେହାନ୍ତ

ମାହାଙ୍ଗା ବିଧାୟକ ତଥା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଭୀର ଶୋକବ୍ୟକ୍ତ ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତ ଜଗନ୍ନାଥପୁରୀଙ୍କ ଆଜି ଭୋ'ରୁ ଦେହାନ୍ତ ଘଟିଛି | କ୍ୟାନ୍ସର ପୀଡିତ ଏହି ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲା…

ରେଙ୍ଗାଲି ଗଣେଶନଗର ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ମୃତ ୧ ଆହତ

ରେଙ୍ଗାଲି ( ସନ୍ଦୀପ ଶର୍ମା) : ଆଜି ରାତି ପ୍ରାୟ ୯ ଟା ରେ ସମ୍ବଲପୁର ରୁ ଝାରସୁଗୁଡା ଅଭିମୁଖେ ଯେଉ ଥିବା ଏକ ନୀଳ ରଙ୍ଗର ଏକ ପଲସର ମୋଟରସାଇକେଲରେ ଗଣେଶନଗର ଛକଠାରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇବା ଗାଡି କୁ ଧକା ଦେଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା…

ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ପରଲୋକ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ବୁରୋମୁଣ୍ଡା ଗ୍ରାମର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ଗତ ୩ ତାରିଖ ଦିନ ନିଜ ବୁରୋମୁଣ୍ଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବୁରୋମୁଣ୍ଡା ଗୌନ୍ତିଆ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ସାହୁ 76 ବର୍ଷ ବୟସରେ…

ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର, ଘଟଣାସ୍ଥଳରେ ସାଇକଲ ଆରୋହୀ ମୄତ

ପଦ୍ମପୁର : ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର । ଘଟଣା ସ୍ଥଳରେ ସାଇକଲ ଆରୋହୀଙ୍କ ମୄତ୍ୟ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ମେଲଛାମୁଣ୍ଡା ଥାନା ସନିମାଲ ଗାଁ ଛକରେ ଆଜି ସକାଳୁ ଏକ ସାଇକଲ ଆରୋହୀ ରାସ୍ତା ପାର ହେଉଥିବା ସମୟରେ ପଦ୍ମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେବା…

ନାବାଳିକା କୁ ଅସଦାଚରଣ ମାମଲା,ଏକ ଗିରଫ

ପାଇକମାଲ :- ଗତକାଲି ଝାରବନ୍ଧ ଥାନା ଅନ୍ତର୍ଗତ ଜଣେ ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିଥିଲା ଯେ ପାଇକମାଲ ଅଂଚଳର ଜଣେ ପ୍ରଶାନ୍ତ ମିଶ୍ର ନାମକ ଯୁବକ ତାଙ୍କୁ ଅସଦାଚରଣ କରିବା ସହିତ ଯୌନ ନିର୍ଯ୍ୟାତନା ଦେଇଛନ୍ତି । ମାମଲାର ଗୁରୁତ୍ୱ କୁ ଉପଲବ୍ଧ କରି ଥାନା…

କାଠ ବୋଝେଇ ଟ୍ରାକ୍ଟର,ଗୋଟିଏ ବାଇକ୍ ସହ ଜଣେ ଗିରଫ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ): ପାଟଣାଗଡ଼ ଉପଖଣ୍ଡରେ ଗତ କିଛି ଦିନ ହେଲା ଚୋରା କାଠ ମାଫିଆ ମାନଙ୍କର ଦୌରାତ୍ମ ବଢ଼ି ଚାଲିଥିବା ବେଳେ ପାଟଣାଗଡ଼ ବନ ବିଭାଗ ଏକ୍ସନ ମୁଡ଼କୁ ଆସିଛି! ସୂଚନାଯୋଗ୍ୟ, ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ଲରମ୍ଭା ସେକ୍ସନ ଦମକିପାଲି ଠାରେ ବିଲମ୍ବିତ ରାତିରେ ଏକ କାଠ ବୋଝେଇ…