ଦେଶୀ ଓ ବିଦେଶୀ ମଦ ଜବତ ଜଣେ ଗିରଫ ।

0

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଥାନା ଏଏସଆଇ ଏସକେ ବିଶ୍ବାଲ ଏବଂ ତାଙ୍କ ଦଳ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଝାଙ୍କରପାଲି ଗ୍ରାମ ର ପଙ୍କଜ ସାହା ଙ୍କ ଠାରୁ ୧୦ବୋତଲ ରକଫୋଡ ହୁଇସକି(୧୮୦ଏମଏଲ), ୭ବୋତଲ ମେକଡୋଏଲ ନଂ୧ (୧୮୦ଏମଏଲ), ୮ବୋତଲ ଈମପେରିଏଲ ବ୍ଲୁ (୧୮୦ଏମଏଲ), ୧୫ବୋତଲ ବଡଓ୍ବାଇଜର ପ୍ରିମିୟମ ବିଅର (୫୦୦ଏମଏଲ), ୩୫ଟି ଚିଡିଆଛାପ ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ପଙ୍କଜ ସାହା ଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.