Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକ୍କା , ଜଣେ ଶ୍ରମିକ ଆହତ
ରାମନାଗୁଡା/ଧବଳେଶ୍ୱର ପତ୍ରୀ -ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ସ୍ଥିତ ପାର୍ଲା କଲୋନୀ ନିକଟରେ ରେ ବୁଧବାର ଦିନ ସକାଳ ଏଗାରଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି | ମିଳିଥିବା ସୂଚନା ଅନୁଯାୟୀ ତିନି ଜଣ ଯୁବକ ଓଡି୦୭ଏ ୭୫୫୫ ନମ୍ବର ବିଶିଷ୍ଟ ନିଜ କାର ରେ…
ମ୍ୟାକ୍ସ ପିକଅପ ଭ୍ୟାନ ଦୁର୍ଘଟଣା ରେ ୨ଜଣ ଗୁରୁତର ଅନ୍ୟମାନେ ସାମାନ୍ୟ ଆହାତ ।
କଲ୍ୟାସିଂହପୁର: ପ୍ରଦୀପ ଦଲାଇ/ ରାୟଗଡା କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାର ବେଜା ଗାଁ ନିକଟରେ ମ୍ୟାକ୍ସ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଘଟଣାରେ ୨ଜଣ ଗୁରୁତର ଆହାତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ କଲ୍ୟାସିଂହପୁର ରୁ ୧୦୮…
କାର ସହ ବାଇକ ର ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ଆହତ
ରାମନାଗୁଡା:-ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ସ୍ଥିତ ବାଙ୍ଗି ଛକ ରେ ମଙ୍ଗଳବାର ଦିନ ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି | ଖବର ନେବାରୁ ଜଣାପଡିଛି ଯେ ଉକ୍ତ କାର ରେ ଦମ୍ପତି ବ୍ରହ୍ମପୁର ଠାରୁ ରାୟଗଡା ଫେରିବା ବେଳେ ଥେରୁବାଲି ଠାରୁ ଉଦୀପ୍ତ ସାମଲ ନାମକ…
ବାରହା ଭାବି ଯୁବତୀଙ୍କ ଉପରକୁ ଗୁଳି ଚଳାଇଲେ ଶିକାରୀ
ଆହତ ଯୁବତୀଙ୍କୁ ଅନ୍ୟ ମହିଳା ମାନଙ୍କ ଦ୍ୱାରା ଉଦ୍ଧାର
ରାଉରକେଲା:(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ଆଜି ଦିନ ସାଢେ ୧୧ଟାରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଜଙ୍ଗଲରେ ବାରହା ଭାବି ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଶିକାରୀ।…
ଚିକିତ୍ସାଧିନ ଅବସ୍ଥାରେ ଶିକ୍ଷକଙ୍କ ମୃତ୍ୟୁ
ଗାଇସିଲେଟ : ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖାପାଣି ଗାଁର ବିଦ୍ଯାଧର ଗୁରୁ ( ୪୪) ଗତ କାଲି ରାତିରେ ଅସୁସ୍ଥ ତା ଅନୁଭଵ କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ବୁର୍ଲା ଡ଼ାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ବ୍ରେନ୍ ଷ୍ଟୋକ ହୋଇଛି ବୋଲିକହିଥିଲେ। ଏବଂ ଚିକିତ୍ସା ଧିନ…
ବେଆଇନ ଗ୍ୟାସ ବିତରଣ ଗାଡି ଜବତ,୫ହଜାର ଜରିମାନା ଆଦାୟ
ଭଞ୍ଜନଗର : ଭଞ୍ଜନଗର ଇଲାକାରେ ବେଆଇନ ଭାବେ ବିଭିନ୍ନ କମ୍ପାନିର ଗ୍ୟାସ ବିତରଣ କରୁଥିବା ଅଭିଯୋଗରେ ଆଜି ଯୋଗାଣ ବିଭାଗ ଏକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଗାଡିକୁ ଅଟକ ରଖିବା ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଉପଖଣ୍ଡ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ସୂଚନା…
ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଗାଡ଼ିରେ ଥିବା ସମସ୍ତ ଛଅ ଜଣ ମୃତ
ନୂଆପଡା / ବରଗଡ଼ :- ଆଜି ପଦ୍ମପୁର ନୂଆପଡା ବିଜୁ ଏକ୍ସପ୍ରେସ ୱେ ର ସୁନସୁନିଆ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ମୁତାବକ ଛତିଶଗଡ଼ର ଋଷୁଡା ଅଂଚଳର ଏଜ ମରୁତି ଗାଡି ନମ୍ବର CG06GF/2753 ଦୁର୍ଘଟଣା ଗ୍ରସ୍ତ ହୋଇ ଏହି…
ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ କବଜାରେ ୬ ଜଣ ନିଶା ବେପାରୀ।
ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଟି ପୃଥକ ମାମଲାରେ ୬ ଜଣ ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର , ୨ ଟି ପିସ୍ତଲ , ୭ ରାଉଣ୍ଡ ଗୁଳି , ୩ ଟି ଦୁଇ ଚକିଆ ଯାନ , ନଗଦ ୧…
ନାବାଳିକା କୁ ବଳତ୍କାର ଅଭିଯୋଗ ରେ ଦୁଇ ଛୁଆ ର ବାପା ଗିରଫ
ବରଗଡ :- ଗତକାଲି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମର ଜଣେ ପନ୍ଦର ବର୍ଷୀୟା ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ହାଜର ହୋଇ ଅଭିଯୋଗ କରିଥିଲେ ଯେ ଗତ ୨୫ ତାରିଖ ରାତିରେ ତାଙ୍କୁ ତାଙ୍କର ଜଣେ ସଂମ୍ପର୍କୀଅ ଭିଣେଇ କଟଙ୍ଗପାଳି ଠାରେ ତାଂକ ସହିତ ଅସଦାଚରଣ କରିଥିଲେ । ଖବର…
କଟରପଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ଯୁବକ ଅଜୟ କୁମାର ପରିଡାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ମାହାଙ୍ଗା /ଦେବେନ୍ଦ୍ର ଷଡ଼ଙ୍ଗୀ:ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କଟରପଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ଯୁବକ ଅଜୟ କୁମାର ପରିଡା (୪୪)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସ୍ୱର୍ଗତ ପରିଡା ପାରଦ୍ୱୀପର ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଫେବୃୟାରୀ ୧୫ ତାରିଖ ଦିନ…