ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନୋ ୧୨ ରେ ରବିବାର ସକାଳ ସମୟ ରେ ଶିଆଳ ଆକ୍ରମଣ ରେ ବିଜେପି ନେତା ମଧୁସୂଦନ ପାଢ଼ୀ ଙ୍କ ସହ ସୁରେନ୍ଦ୍ର ସେଠୀ ଓ ନବଘନ ସାହୁ ଆହତ ହୋଇ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି। ସକାଳ ସମୟ ରେ ବାଡ଼ିରେ କାମ କରୁଥିବା ସମୟ ରେ ଶିଆଳ ଟି ଆକ୍ରମଣ କରି ଥିଲା।
Sign in
Sign in
Recover your password.
A password will be e-mailed to you.
Next Post