Browsing Category

ଅଘଟଣ

ବେକରେ ଓଢଣୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା

ବରଗଡ :- ଗୁରୁବାର ସନ୍ଧ୍ୟା ସମୟରେ ପାଇକମାଲ ଗ୍ରାମର ସଡକପଡା ର ଜଣେ ଯୁବତୀ ଙ୍କୁ ପାଇକମାଲ ଡାକ୍ତରଖାନା କୁ ଅଣା ଯାଇଥିଲା ।ଯୁବତୀ ଜଣକୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ପଡିଥିଲା । ଏହାପରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲା । ପ୍ରାପ୍ତ ସୂଚନା…

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା (ସେକ କୌଶର ) ବାଣପୁର ଥାନା ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ଉକ୍ତ ଅଭିଯୁକ୍ତଙ୍କୁ ସ୍ପେଶାଲ ଟିମ ପାଲୁରୁ ଛକ ନିକଟରୁ ଧରି ଥିବାର ଏସପି…

୧୦ ଦିନ ହେବ ଦିଲ୍ଲୀପ ମଲ୍ଲିକ ନିଖୋଜ

ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗ୍ରାମର ସ୍ୱର୍ଗତ ବିମ୍ବାଧର ମଳିକଙ୍କ କନିଷ୍ଠପୁତ୍ର ଦିଲ୍ଲୀପ କୁମାର ମଲ୍ଲିକ (୨୮) ଗତ ୧୦ ଦିନ ହେବ ନିଖୋଜ ହୋଇଥିବା ତାଙ୍କ ମାଆ ଶରଳା ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ଫେବୃୟାରୀ ୧୩ ତାରିଖ ଦିନ…

ଚାଳକଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା : ଯୁବତୀ ଗୁରୁତର

ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର ବରଗଡ :- ଆଜି ପାଇକମାଳ UCO ବ୍ୟାଙ୍କ ସମ୍ମୁଖରେ ପାଖାପାଖି ୧୨ଟା ୩୦ ମିନିଟ ସମୟ ରେ ପଦ୍ମପୁର ପଟୁରୁ ପାଇକମାଳକୁ ଆସୁଥିବା OD17 Q 2711 ନମ୍ବର ବାସରୁ ଓହ୍ଲାଇ ଥିଲେ ଏବଂ ଓହ୍ଲାଇ କି ବସ ସାମ୍ନା ପଟୁ ରୋଡ଼ କ୍ରସ କରିବାକୁ ଚେଷ୍ଟା କରିଥିଲେ…

ସ୍ପେଶାଲ ସ୍କ୍ୱାଡ଼ ହାତରେ ଧରା ପଡିଲା ଧଳା ଜହର ବେପାରୀ

ରବି ନାରାୟଣ ସାହୁ (ଖୋର୍ଦ୍ଧା)-- ଦିନକୁ ଦିନ ଖୋର୍ଦ୍ଧା ଓ ଆଖ ପାଖ ଅଞ୍ଚଳରେ ନିଶା କାରବାର ଜୋର ଧରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ର ସ୍ପେଶାଲ ସ୍କ୍ୱାଡ଼ ବାଘମାରି ଥାନା ଅନ୍ତର୍ଗତ ପୋଡାଢ଼ିହ ଗ୍ରାମର ପ୍ରଭାତ ସେଠି(୩୨)ନାମକ ବ୍ୟକ୍ତିଙ୍କ ଠାରୁ ୫୨ଗ୍ରାମ ଧଳା ଜହର ଜବତ…

ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ଭଞ୍ଜନଗର/ନିଲୁ ବିଷୋୟୀ : ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡି ଗାଁ ନିକଟ ବୋଡା ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ନଦୀ ମଧ୍ୟରେ ଶିଶୁ କନ୍ୟାର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ…

ବ୍ଲକ ନିର୍ବାଚନ ଅଧିକାରୀ ଷ୍ଟ୍ରଙ୍ଗ ରୁମ୍ ମୁଖ୍ୟ ଫାଟକ ଖୋଲିବା ପ୍ରତିବାଦରେ ରାସ୍ତାରୋକ

କଟକ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଞ୍ଚ ଷ୍ଟ୍ରଙ୍ଗ ରୁମ୍ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ପାଢ଼ୀ): ନିଶ୍ଚିନ୍ତକୋଇଲି ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହେବା ପରେ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ…

ବରିଷ୍ଠ ଚିକିତ୍ସକଙ୍କ ପରଲୋକ

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ ) କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ପରମେଶ୍ବର କଳାଙ୍କ ହୃଦଘାତରେ ପରଲୋକ ଘଟିଛି । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତାଙ୍କ ହୁଡକୋସ୍ଥିତ ବାସଭବନରୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ…

ଗୁରୁତର ବ୍ୟକ୍ତିଙ୍କୁ ପଦ୍ମପୁର ଡାକ୍ତରଖାନା ପହଞ୍ଚାଇଲେ ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ।

ପଦ୍ମପୁର(ଶାସକ ପ୍ରଶାସକ)-ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ରବିବାର ସକାଳ ୯ଟା ସମୟରେ ବାଇକ ଓ ଲୁନା ମଧ୍ୟରେ ଧକ୍କା ହୋଇଥିଲା।ଠୀକ ସେ ସମୟରେ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁରରେ ହେଉଥିବା ତୁତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଉଜ…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଳକ ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଥାନା ଅଧୀନ ବାହାଡ଼ାପଦର ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକ ଜଣଙ୍କ ହେଲେ ଆଖୁପଦର ଗ୍ରାମର ଭାଗୀରଥି ସ୍ୱାଇଁ(୨୭)। ସୂଚନା ପ୍ରକାରେ ଭାଗୀରଥି ଓ ତାହାର ଜଣେ ସାଙ୍ଗ ଭଞ୍ଜନଗରରୁ ଆଖୁପଦର ଗ୍ରାମ…