Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମଦ ପିଇବା ପାଇଁ ସ୍ତ୍ରୀ ଟଂକା ନ ଦେବାରୁ ଆତ୍ମହତ୍ୟା ସନ୍ଦେହ
ବରଗଡ :-ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମିଠାପଲି ଗ୍ରାମପଞ୍ଚାୟତ ର ଲଉଡମାଲ ଗ୍ରାମର ଓମ ପ୍ରକାଶ ସାହୁ ନାମକ ଜଣେ ଯୁବକ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ମରି ପଡିଥିବା ଆଜି ସନ୍ଧ୍ୟାରେ ତାଙ୍କର ପରିବାର ଲୋକ ଦେଖିବାକୁ ପାଇଥଲେ ।…
ହାତରୁ ଝିଅ ବାହାଘରର ମେହେନ୍ଦୀ ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ
ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ
ବିଦ୍ୟୁତ ବିଭାଗ ବିରୋଧରେ ବଢ଼ିବାରେ ଲାଗିଛି ଜନଅସନ୍ତୋଷ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗତ କିଛି ଦିନ ମଧ୍ୟରେ ବିଦ୍ୟୁତ ଆଘାତ ରେ ଦୁଇଗୋଟି ବହୁମୂଲ୍ୟ ଜୀବନ ଚାଲିଯାଇଛି । ଗତ କିଛି ସପ୍ତାହ ତଳେ ମିଠାପଲି ପଞ୍ଚାୟତ ର…
ବିପୁଳ ପରିମାଣ ରେ ଗଞ୍ଜେଇ ଜବତ, ଦୁଇ ଗିରଫ
ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ବୁଧବାର ଭଦ୍ରକ ସହରାଞ୍ଚଳ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇ ଜଣ ଯୁବକ ବସଷ୍ଟାଣ୍ଡ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ଦେଖିବାକୁ ପାଇଥିଲେ, ଯାଞ୍ଚ ପରେ ସେମାନଙ୍କ ବ୍ୟାଗ ରୁ ୧ ୧ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ , ଦୁହିଁଙ୍କ…
ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିୟୋଗ
ଗାଇସିଲାଟ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଧିନସ୍ଥ ଅଇଲାଭଟା ଗ୍ରାମର ବିଶିଷ୍ଚ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ବୈଷ୍ଣବ ସାହୁଙ୍କ(୮୦) ପରଲୋକ | ଶ୍ରୀମାନ ସାହୁ ତୈଲିକ ବୈଶ୍ୟ (ସାହୁ) ସମାଜର ଅଚଂଳ ସଭାପତି ଥିଲେ | ଗାଇସିଲାଟ ଅଚଂଳ ରେ ବେସ୍ ଲୋକ ପ୍ରିୟତା ଅର୍ଜନ…
ଛତୁଆ ପ୍ୟାକେଟକୁ ନେଇ ଅଭିଯୋଗ: ଅଭିଯୋଗକରୀକୁ ମାରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ
ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ବରଗଡ ଜିଲ୍ଳା ଗାଇସିଲେଟ ଥାନା ଅର୍ନ୍ତଗତ ମଲମୁଣ୍ଡା ଗ୍ରାମରେ କମ ଓଜନର ଛତୁଆ ପେକେଟକୁ ନେଇ ଅଭିଯୋଗ କରିଥିବା ଯୁବକକୁ ମାରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଗାଇସିଲେଟ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣର ଶିକାର ହୋଇଥିବା…
ଦୁର୍ଘଟଣାରେ ଆଖି ବୁଜିଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା
ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର : ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା(୫୭)ଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ…
ଗାଇସିଲାଟ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ଚାଲିଛି ମଦବିକ୍ରି, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ…
ପଦ୍ମପୁର(ଶାସକପ୍ରଶାସକ)- କୌଣସି ଜିନିଷ ବିକ୍ରି ପାଇଁ ପ୍ରସ୍ତୁତ ହେଲେ ତାର ମୂଲ୍ୟ ଧାର୍ଯ୍ୟ ହୋଇ ସେହି ଜିନିଷ ବା ବସ୍ତୁ ଉପରେ ଦାମ ଲଗାଯାଇଥାଏ । ଲେଖା ଯାଇଥିବା ଦାମ ବା ତା ଠାରୁ କମ ଦାମରେ ବିକ୍ରି କରାଯାଇଥାଏ ।ଯଦି କେହି ଅଧିକ ଦାମରେ ବିକ୍ରି କରନ୍ତି ତାହେଲେ ତାଙ୍କ ବିରୋଧରେ…
ଜଣେ ବିବାହିତା ମହିଳାଙ୍କୁ ଟାଙ୍ଗିଆ ରେ ହାଣିଦେଲା ଜଣେ ଯୁବକ
ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ତ ଗମ୍ଭାରିଡ଼ିହି ଗାଁ ରେ ଜଣେ ମହିଳା ନଳକୂପ କୁ ପାଣି ନେଇ ଯାଇଥିବା ସମୟରେ ସେହି ଗାଁ ର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ! ଏ ପ୍ରଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣା…
ଅବକାରୀ ବିଭାଗର ଚଢ଼ାଉ:୧୮୦୦ ଲିଟର ମହୁଲପୋଚ ସହ ୧୪୦ ଲିଟର ରନ୍ଧାମଦ ଜବତ,ଜଣେ ଗିରଫ ।
ପଦ୍ମପୁର- ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲି ଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲି ଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା ଏବଂ…
ବିଦ୍ୟୁତ ସ୍ପର୍ଶରେ ଜଣକର ମୃତ୍ୟୁ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସରିଷପଦର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ସେମିଳିଗୁଡା ଗ୍ରାମର ଜୟମନ ନାଏକ (୫୦) | ଆଜି ଦିନ ଦ୍ବୀପହର ପ୍ରାୟ 2: 30 ରେ ସେ ନିଜର ଛେଳିର ଖାଦ୍ୟ ସଂଗ୍ରହ…