Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ରାଜରାସ୍ତାରେ ଗଳା କାଟିଲେ ଦୁର୍ବୁତ୍ତ
ନବରଙ୍ଗପୁର : ଜଣେ ଅଜଣା ବ୍ୟକ୍ତି ତହସିଲ ଅଫିସ ନିକଟରେ ଠିଆହୋଇଥିବା ବେଳେ କେହି ଦୁର୍ବୁତ୍ତ ଅଚାନକ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ଚାଲିଯାଇଥିବା ସୂଚନା ମିଳିଛି । ନବରଙ୍ଗପୁର ପୋଲିସ ଘଟଣା ସମ୍ବନ୍ଧରେ ଖବର ପାଇ ଗୁରୁତର ଅବସ୍ଥାରେ ଯୁବକକୁ ଘଟଣାସ୍ଥଳରୁ ଉଦ୍ଧାର କରି ନବରଙ୍ଗପୁର…
ଆୟ ବହିର୍ଭୁତ ସଂପତ୍ତି ଅଭିଯୋଗ: ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭିଜିଲାନ୍ସ ରେଡ
ବରଗଡ :ବରଗଡ଼ ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟଙ୍କଧର ମେହେରଙ୍କ ବାସଭବନରେ ବରଗଡ଼ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି | ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ନିଜ ଗାଁ ପଦ୍ମପୁର ଥାନା ସର୍ଗିବାହାଲ ବାସଭବନ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଘସିଏନ ଗ୍ରାମ ସ୍ଥିତ ଶ୍ୱଶୁର ଘର, ବରଗଡ଼…
ଫଡ଼ି ଭିତରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର
ମେଲଛାମୁଣ୍ଡା (ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କଟାପାଲି ଗ୍ରାମସ୍ଥିତ କେନ୍ଦ୍ୁପତ୍ର ଫଡି ଘର ଭିତରୁ ମେଲଛାମୁଣ୍ଡା ପୁଲିସ ସୋମବାର ଦିନ ଏକ ଅଜଣା ଯୁବକର ଶବ ଉଦ୍ଧାର କରିଛି । ଶବଟିର କେହି ଦାବୀ ଦାର ନ ବାହାରିବାରୁ ମେଲଛାମୁଣ୍ଡା ପୁଲିସ ଶବଟିକୁ ପଦ୍ମପୁର…
ବେଆଇନ ଭାବରେ ବାଲି ଚୋରା ଚାଲାଣ ହାଇବା ଜବତ
ବରଗଡ/ ଝାରବନ୍ଧ :- ଝାରବନ୍ଧ ଅଂଚଳର ବିଭିନ୍ନ ନଦୀ ପଠାରୁ କ୍ରମାଗତ ଭାବରେ ବାଲି ଚୋରି ହେଇ ପଡୋଶୀ ଛତିଶଗଡ଼ ରାଜ୍ୟ କୁ ଚାଲାଣ ହେଉଥିବା ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଛି । ଚୋର ମାନେ ଏତେ ପ୍ରଫେସନାଲ ଯେ ପ୍ରଶାସନ ର ଆଖିରେ ଧୂଳି ଦେଇ ଅନବରତ ଭାବରେ ଏହି କାର୍ଯ୍ୟ କରି…
ବସରୁ ପଡି ହେଲପର ମୃତ
ନୟାଗଡ (ବିଶ୍ୱଜିତ ନାୟକ )- ଚନ୍ଦନ ନାମକ ଏକ ଘରୋଇ ବସ ଗଣିଆ ଠାରୁ ଏକ ବରଯାତ୍ରୀ ନେଇ ଜିଲିଂଡା ଯାଇଥିଲା I ସେଠାରେ ବରଘର ଲୋକଙ୍କର କାମ ସରିବା ପରେ ବସଟି ପୁଣି ରାତିରେ ଗଣିଆ ଅଭିମୁଖେ ଫେରୁଥିଲା I ଗାଡିର ହେଲ୍ପର ଗାଡି ଗେଟ ପାଖରେ ଛିଡାହୋଇଥିବା ସମୟରେ ହଠାତ ପଂଚମୁହିଁ ଛକଠାରେ ଗାଡ଼ିରୁ…
ଜଗତସିଂହପୁର ମୁଖ୍ୟ ମେଡିକାଲ ପାଇଖାନା ପ୍ୟାନ ଭିତରେ ନବଜାତ ମୃତ ଶିଶୁ
ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ମୁଖ୍ୟ ମେଡିକାଲ ପ୍ରସୂତି ବିଭାଗ ନିକଟରେ ଥିବା ପାଇଖାନା ପ୍ୟାନ ଭିତରୁ ଏକ ନବଜାତ ମୃତ ଶିଶୁ ମିଳିଥିବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା।ସୂଚନାନୁଯାୟୀ ସକାଳୁ ଉକ୍ତ ପାଇଖାନାକୁ ରୋଗୀମାନେ ଶୌଚ ହେବାପାଇଁ ଯାଇଥିବା ବେଳେ ସେହି ପାଇଖାନା…
କାର୍ଯ୍ୟରତ ବିଦ୍ୟୁୁତ୍ କର୍ମଚାରୀଙ୍କୁ ମାଡ , ଥାନାରେ ମାମଲା
ସଂଘ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ , ନଚେତ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ
ବାରିପଦା(ଦିଲ୍ଲୀପ ମହାନ୍ତି): ଗତ ଜୁନ ୪ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ କପ୍ତିପଦା ଥାନା ଅନ୍ତର୍ଗତ ବାଲେଶ୍ୱର ଗୋଲେଇସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନସ କୁମାର ଜେନା ଓ…
ନିଜ ବାଡ଼ି ପଟେ କାମ କରୁଥିଲେ , ସ୍ୱାମୀ ଓ ସ୍ତ୍ରୀଙ୍କୁ ରାମ୍ପିଦେଲା ଭାଲୁ
ନୂଆପଡା.(ଅମିତ ପୁରୋହିତ )କିଛିଦିନ ତଳେ ଥିଲା ବାଘର ଆତଙ୍କ । ୪ ବର୍ଷ ର ଶିଶୁ କୁ ମା କୋଳରୁ ଟାଣି ନେଇଥିଲା ବାଘ । ସନ୍ଧ୍ୟା ହେଲେ ହଳଦି ଗ୍ରାମରେ ପଡି ଯାଉଥିଲା ତାଟି କବାଟ ଲୋକେ ବାଘ ଭୟରେ ଘରୁ ବାହାରକୁ ବାହାରୁ ନ ଥିଲେ । ଜଙ୍ଗଲ ବିଭାଗ ତରଫରୁ ବାଘକୁ କାବୁ କରିବା ପରେ ଗାଁ ଲୋକେ ତିକେ…
ଗାଡି ଜଳିଗଲା ,,,,,,,
ଚଳନ୍ତା ଗାଡିରେ ନିଆଁ : ଅଳ୍ପକେ ବର୍ତିଲେ ଚାଳକ
ଓଡ଼ଗାଁ : ଓଡଗାଁ ଆଦର୍ଶ ଥାନା ସାମ୍ନାରେ ଏକ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିବା ବେଳେ ମରଣ ମୁହଁରୁ ଅଳ୍ପକେ ବର୍ତିଯାଇଛି ଚାଳକ । ଘଟଣାରୁ ପ୍ରକାଶ କୋମଣ୍ଡରୁ ଆସୁଥିବା ଓଆର ୦୨ଏକ୭୧୮୧ ମାରୁତି ଭ୍ୟାନ୍ସ ଓଡଗାଁ ଅତିକ୍ରମ କରୁଥିବା ସମୟରେ…
ପୋଖରୀ ତୁଠରେ ଦୁଇ ଯା ମଧ୍ୟରେ ଗଣ୍ଡଗୋଳ, ଜଣେ ଗୁରୁତର
ଓଡଗାଁ, /ଶ୍ରୀକାନ୍ତ ମିଶ୍ର : ଓଡଗାଁ ଥାନା ମଦନପୁର ନିକଟସ୍ଥ କଇଥପଲ୍ଲୀ ଗାଁରେ ୨ଯା ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର । ଦୁତୀକୃଷ୍ଣ ବେହେରାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧିନ ଥିବାର ଜଣାଯାଇଛିା । ଚିକିତ୍ସା ପକ୍ରୀୟା ଆରମ୍ଭ ହେବା ପରେ…