Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବାଣ ତିଆରି ବେଳେ ବିସ୍ଫୋରଣ, ପତ୍ନୀ ଗୁରୁତର ପତି ହରାଇଲେ ଜୀବନ
ନୟାଗଡ଼(ବିଶ୍ବଜିତ୍ ନାୟକ ) - ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସାହିରେ ଷୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୁଚନା ଅନୁଯାୟୀ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ଏଥୀରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର…
ବଲାଣି ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ଶବ : ଆତ୍ମହତ୍ୟା ସନ୍ଦେହ
ବଡ଼ବିଲ (ଶାସକ ପ୍ରଶାସକ): ବଲାଣି ଜଙ୍ଗଲରୁ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ। ପ୍ରାଥମିକ ଅନୁସନ୍ଧାନରୁ ମୃତଦେହଟି ସୀମାବର୍ତ୍ତି ଝାରଖଣ୍ଡ ରାଜ୍ୟର କିରିବୁରୁ ଅଞ୍ଚଳରେ ରହୁଥିବା ଋଷଭ ସିଂହଙ୍କର ବୋଲି ଜଣାପଡ଼ିଛି। ପ୍ରକାଶ ଥାଉ କି ଋଷଭ ଗତ ୧୬…
ନୂଆଁ ଢଙ୍ଗରେ ନିଶା କାରବାର ,ନିଶା ହୋଲସେଲର ଗିରଫ
ବିପୁଳ ପରିମାଣରେ କଫ ସିରଫ ଜବତ
ବରଗଡ :- କଫ ସିରଫ ନିଶା କବଳରେ ଯୁବ ସମାଜ । ବରଗଡ଼ ଜିଲ୍ଲାର ସହର ଠାରୁ ଗ୍ରାମ ପର୍ଯନ୍ତ ସବୁଠି ନିଶା ବ୍ୟବସାୟୀ ଙ୍କର କବଜାରେ ନିଶାଖୋର ଯୁବ ସମାଜ । ମାତ୍ର କିଛି ଟଙ୍କାର ଲୋଭରେ କିଛି ବଦମାସ ପ୍ରକୃତିର କୁଚକ୍ରି ଲୋକ ଏହି ନିଶା କାରବାରରେ ସିଧାସଳଖ…
ପାଣି ରେ ବୁଡି ଦୁଇ ଯୁବକ ମୃତ୍ୟୁ
ସିନାପାଲି ରୁ ନିରାକାର ମେହେର: ଏକ ଅଘଟଣ ଘଟି ଯାଇଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମହା ଗାଁରେ | ସିନାପାଲି ଓ ମହାଗାଁ ସଂଯୋଗ କରୁଥିବା ଧାଁଙ୍ଗରି ଜୋର ବ୍ରିଜ ନିକଟ ରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ଦୁଇ ଯୁବକ ମୃତ୍ୟୁ ବରଣ କରିଛନ୍ତି !ସୂଚନା ଅନୁସାରେ ଝାରଖଣ୍ଡ ରେ ଚାରିଜଣ…
ଜରାଳୀ ନଦୀରୁ ଅଜଣା ଶବ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ସହର ମଧ୍ୟଦେଇ ପ୍ରବାହିତ ଜରାଳୀ ନଦୀର ତକଟପୁର ଭିଆଇପି କଲୋନୀ ନିକଟରେ ଆଜି ଏକ ଯୁବତୀର ଶବ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ଲକ୍ଷ୍ମୀପୋଷି…
ବାଇକ ଦୁର୍ଘଟଣାରେ ୨ଗୁରୁତର
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ରବିବାର ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଓଡଗାଁ-ବାହାଡାଝୋଲା ରାସ୍ତାର କୈବଲ୍ୟପୁର ଛକ ନିକରେ ଦୁର୍ଘଟଣା ଯୋଗୁଁ ବାଇକ ଚାଳକ ସହିତ ଅନ୍ୟଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ବାଇକ ଚାଳକ ଜଣକ ସ୍ଥାନୀୟ ସାକେରୀ ଗ୍ରାମର ଭିକାରୀ ସାହୁ(୫୫) । ତାଙ୍କ…
ପଦ୍ମପୁର : ଆମ୍ବୁଲାନ୍ସ ସେବା ଥାଇ ନଥିଲା ଭଳି
ଆମ୍ବୁଲାନ୍ସ ନ ଆସିବାରୁ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା
ପଦ୍ମପୁର/Neelaambar Deep - ଆଜି ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୋଲ ବମ ଭକ୍ତଙ୍କ ସେବା ପାଇଁ ଯାଇଥିବା ପଦ୍ମପୁର ସାହୁ ପଡାର କିଛି ଯୁବକ ନୃସିଂହନାଥ ପୀଠକୁ ଯାଇଥିଲେ । ଏମାନଙ୍କ ଭିତରେ ଥିବା ସୁରେଶ ସାହୁଙ୍କ…
ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ହାଣି ଆତ୍ମସମର୍ପଣ କଲା ସ୍ବାମୀ !
ଭଦ୍ରକ(ସତ୍ୟଭୂଷଣ ସ୍ବାମୀ ) : ପରକୀୟାପ୍ରୀତି ସନ୍ଦେହରେ ସ୍ତ୍ରୀକୁ କୁରାଡ଼ିରେ ହାଣି ହତ୍ୟା କଲା ସ୍ବାମୀ । ମୃତକ ହେଉଛନ୍ତି ସସ୍ମିତା ମହାଳିକ । ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର କଚେରୀଦାଣ୍ଡ…
ଜୁନାଗଡରୁ ବାଇକ ଚୋରି ଘଟଣା, ଆଜି ଭବାନିପାଟଣାରେ ଧାରା ପଡିଲା ଚୋର
ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି : ଗତ ତିନିଦିନ ତଳେ ଜୁନାଗଡ ସହରର ଭୁବନେଶ୍ବର ସାହୁଙ୍କ ପୁଅ ସୁଜିତଙ୍କ ପଲସର ବାଇକ ଚୋରି ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବୁଧବାର ଭବାନିପାଟଣା ପୁରୁଣାପଡାରେ ବାଇକ ଠାବ ହୋଇଥିଲା, ତେବ ବାଇକ ଛାଡି ଚୋର ଫେରାର ହୋଇଯାଇଥିଲା । ଆଜି…
ଚମ୍ପାଙ୍କୁ ମାଇଲା କିଏ, ପୋଲିସ ଖୋଜୁଛି ଖିଅ
ବାରିପଦା(ଅରବିନ୍ଦ ଦାସ )- ଅଗଷ୍ଟ ୪ ରବିବାର ହାଟକୁ ଯାଇ ନିରୁଦ୍ଧିଷ୍ଟ ରହିଥିବା ଏକ ମହିଳାଙ୍କ ଗଳିତ ଶବକୁ ଆଜି ବାରିପଦା ସଦର ଥାନା ପୁଲିସ ଉଦ୍ଧାର କରିଛି । ଉକ୍ତ ଘଟଣାକୁ ନେଇ ପୁଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାରୁ…