ନର୍ସଙ୍କ ଉପରେ ଖସିପଡିଲା ସିଲିଙ୍ଗ ଅଘଟଣ By SPNEWS On Jun 12, 2020 0 Share ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଜଣେ କାର୍ଯ୍ୟରତ ଷ୍ଟାପ ବୀଣା ପାଣି ପଟେଲଙ୍କ ମୁଣ୍ଡ ଉପରକୁ ସିଲିଙ୍ଗ ଛାତ ଖସି ପଡି ମୁଣ୍ଡରେ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଅଳ୍ପକେ ବର୍ତିଲେ ନର୍ସ ଜଣଙ୍କ। 0 Share FacebookTwitterGoogle+ReddItWhatsAppPinterestEmail