Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପରଲୋକର ବରିଷ୍ଠ ଗାନ୍ଧୀବାଦୀ ନେତା ଘାଶିରାମ ମହନ୍ତ
ସମ୍ବଲପୁର/ରେଙ୍ଗାଲି(ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗଣେଶନଗର ନିବାସୀ ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତଙ୍କ ୭୪ ବୟସରେ ବୁଧବାର ରାତ୍ରି ୧୧ଟା ସମୟରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।
ମୃତ୍ୟୁ ପରେ ତାଙ୍କ ମର ଶରୀରକୁ…
କେଜିଏମଏନରେ ଅନ୍ତେବାସୀ ଶିଶୁଙ୍କୁ ମାଡ଼ ଘଟଣା : ଜଣେ ଅଭିଯୁକ୍ତ ଗିରଫ
ଅଧ୍ୟକ୍ଷଙ୍କ ହାସ୍ୟାସ୍ପଦ ବୟାନ " ଚୋର ଭାବି ରାତ୍ର ଜଗୁଆଳି ଦୁଇ ପିଲାଙ୍କୁ ମାଡ଼ ମାରିଛି"
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରୁ ମାତ୍ର କିଛି ଦୂରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପତି ପଦକରେ ସମ୍ମାନିତ ସ୍ବର୍ଗତ ପାର୍ବତୀ ଗିରି ଅନାଥ…
ଶ୍ରମିକ ସ୍ପେସାଲ୍ ଟ୍ରେନର ଚେନ ଟାଣି ଓହ୍ଲେଇ ପଡିଲେ ୩୨୦ ପ୍ରବାସୀ
ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : କଣ୍ଟାବାଞ୍ଜି ରେଲ ଷ୍ଟେସନ ନିକଟରୁ ଶ୍ରମିକ ସ୍ପେସାଲ୍ ଟ୍ରେନର ଆଲରାମ୍ ଚେନ ଟାଣି ୩୨୦ ପ୍ରବାସୀ ଶ୍ରମିକ ଓହ୍ଲାଇଲେ । ଟ୍ରେନଟି ଗୁଜରାଟ ଗାନ୍ଧୀନଗରରୁ କଟକ ଅଭିମୁଖେ ଯାଉଥିଲା। ସମସ୍ତ ଶ୍ରମିକ ନୁଆପଡା ଓ ବରଗଡ ଜିଲ୍ଲାର ବୋଲି…
ରାସ୍ତା ପାର୍ଶ୍ୱରେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ
ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଗଡ଼ାଗୁଡା ଗ୍ରାମ ପଞ୍ଚୟତ ଅନ୍ତର୍ଗତ ଗୁଟୁଗୁଡା ବୁଲାଣି ଠାରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ପଡ଼ି ଥିବାର ଦେଖା ଦେଇଛି I ମୃତ ଦେହ ଦେଖି ସ୍ଥାନୀୟ ଲୋକ ସ୍ଥାନୀୟ ପୁଲିସ, ଦମକଳ ବାହିନୀ ଏବଂ ଅଗ୍ନିସର ବାହିନୀକୁ ଯୋଗାଯୋଗ କରି ଥିଲେ I…
ତାମିଲନାଡୁରୁ ଗାଁରେ ଆସି ପହଁଚିଲା ତ୍ରିନାଥଙ୍କ ମରଶରୀର
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଖୋଳଖାଳି ଗ୍ରାମ ପଞ୍ଚାୟତ, ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ…
ଇଏ କାହା ହୀନ ମାନସିକତା ଅବା କେଉଁ କୁଆଁରୀ ମାର ଅବାଂଛିତ ପାପ !!
ହେଲେ ଏ ନିଷ୍ପାପ କନ୍ୟା ଶିଶୁର ବା କି ଦୋଷ
ବରଗଡ଼ /ଶାସକ ପ୍ରଶାସକ : ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁସୁମ ଗଛ ମୂଳରେ ଶିଶୁଟି…
କି ଅମଣିଷ ଏମାନେ : ବୁଢ଼ୀମାଆକୁ ପିଟି ପିଟି ମାରିଦେଲେ ଦୁଇ ପୁଅ
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଣକାଟି ପଂଚାୟତ ସାତଭାୟା ଗାଁରେ ୨ପୁଅର ଠେଙ୍ଗା ମାଡରେ ମା ମୃତ । ଅଭିଯୁକ୍ତ ପୁଅ ରବି ଆଉ ରାଜକିଶୋର କୁ ଗିରଫ କଲା ବାଙ୍ଗିରିପୋଷି ଥାନା । ମୃତକ ମା ତୁଳସୀ ସିଂ ପୁଅ ମଧ୍ୟରେ ପାରିବାରିକ କହଳକୁ ନେଇ ହତ୍ୟାକାଣ୍ଡ …
ସଂଗରୋଧ ଗୃହରେ ପ୍ରବାସୀଙ୍କ ମୃତ୍ୟୁ :ପରିବାର ଗ୍ରାମବାସୀଙ୍କ ଚାପରେ ବ୍ୟବଛେଦ ପାଇଁ ଶବ ଫେରାଇନେଲା ପ୍ରଶାସନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡାଝୋଲା ବାଳିକା ଉଚ୍ଚବିଦ୍ୟାଳୟ ସଂଗରୋଧ ଗୃହରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରଶାସନକୁ ବହୁ ହଟହଟା ହେବାକୁ ପଡିଛି । ସ୍ଥାନୀୟ ହରିପୁର ପଂଚାୟତ ଜୟପୁର ଗ୍ରାମର ଭଜକୃଷ୍ଣ ବେହେରା(୩୨) ତାମିଲନାଡୁକୁ ଦାଦନ…
ଗଛ ଡାଳ ପଡି ଦୁଇ ଶିଶୁ ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି)- ସାମୁଦ୍ରିକ ଝଡ ଅମ୍ଫାନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ପୋଡାଡିହା ପଂଚାୟତର ଡାହି ସାହି ଗ୍ରାମରେ ଆମ୍ବ ଡାଳ ପଡ଼ି ଦୁଇ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ହଠାତ ପବନ ହେବା କାରଣରୁ ଘର ନିକଟରେ ଥିବା ଆମ୍ବଗଛର ଡାଳ ଭାଙ୍ଗି ଘର ଉପରେ…
ଛି ଛି ….କରୋନା ଆଳରେ ହଜିଗଲା ମଣିଷ ପଣିଆ
ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କାହାର ମନ ତରଳିଲାନି !!!!
ଗ୍ରୀନ ଜୋନରୁ ଆସିଥିଲେ ମାତ୍ର ଚିକିତ୍ସା ସେବା ପାଇଲେନି, ଶୁଣିଲେନି ବିଡିଓ
୨୪ଘଣ୍ଟା ପରେ ହସ୍ପିଟାଲରେ ଭର୍ତ୍ତିହେଲେ ପ୍ରସୂତୀ ମହିଳା, ଜନ୍ମଦେଲେ ଦୁଇ ମୃତ ଶିଶୁପୁତ୍ର
ବାରିପଦା/ଦିଲ୍ଲୀପ ମହାନ୍ତି : ଗୁଜୁରାଟରୁ…