ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଢଙ୍ଗୀ  ଗିରଫ

0

ଭୁବନେଶ୍ୱର : ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଢଙ୍ଗୀ  ଗିରଫ ହୋଇଛନ୍ତି | ଜଣେ ମହିଳା ସହକର୍ମୀଙ୍କ ଅଶାଳୀନ ମନ୍ତବ୍ୟ, ଅଶ୍ଳୀଳ ମେସେଜ ତଥା ଡିଜିଟାଲ ଯୌନ ନିର୍ଯାତନା (mobile obscene Message) ଦେଉଥିବା ଅଭିଯୋଗରେ ଆଜି ପୋଲିସ ନୋଟିସ ପାଇଁ ମହିଳା ଥାନାରେ ହାଜର  ହେବା ପରେ କିଛି ସମୟ  ପଚରା ଉଚୁରା ପରେ ତଥ୍ୟ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ |

Leave A Reply

Your email address will not be published.