Browsing Category

ଅଘଟଣ

କୋଭିଡ-୧୯ ନିୟମ ଉଲ୍ଲଂଘନ ଅଭିଯୋଗ : ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ ନିଲମ୍ବିତ

ଭୁବନେଶ୍ୱର(ଶାସକ ପ୍ରଶାସକ) -କୋଭିଡ-୧୯ ନିୟମ ଓ କଟକଣାର ଉଲ୍ଲଂଘନ କରିଥିବାରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜେ.ଡଙ୍ଗପଦର ପଞ୍ଚାୟତର ନାଏବ ସରପଂଚ କୃଷ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ବୋଲି ପଚାଂୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।…

ଶିଶୁପାଳ ହେଲେ ରାସଗୋବିନ୍ଦପୁର ପୁଲିସ

 ବାବୁଙ୍କ ପାଇଁ ଆଗକୁ ଆସିଲା ବିଜେପି : କହିଲା  "କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ" ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ ଆଜି ଶିଶୁପାଳ ହୋଇ ଫେରିଆସିଛି । ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନର ପୂର୍ବତନ…

ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଢଙ୍ଗୀ  ଗିରଫ

ଭୁବନେଶ୍ୱର : ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଢଙ୍ଗୀ  ଗିରଫ ହୋଇଛନ୍ତି | ଜଣେ ମହିଳା ସହକର୍ମୀଙ୍କ ଅଶାଳୀନ ମନ୍ତବ୍ୟ, ଅଶ୍ଳୀଳ ମେସେଜ ତଥା ଡିଜିଟାଲ ଯୌନ ନିର୍ଯାତନା (mobile obscene Message) ଦେଉଥିବା ଅଭିଯୋଗରେ ଆଜି ପୋଲିସ ନୋଟିସ ପାଇଁ ମହିଳା ଥାନାରେ ହାଜର  ହେବା ପରେ କିଛି ସମୟ …

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଗିରଫ ହେଲେ ଗର୍ଭପାତ କରାଇଥିବା ଡାକ୍ତର

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ହୋଇଛନ୍ତି ବିରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ।…

ଏକ୍ସିସ୍ ବ୍ୟାଙ୍କ କର୍ମଚାରୀଙ୍କ ଫଙ୍ଖାରେ ରଶି ଲଗାଇ  ଆତ୍ମହତ୍ୟା ।

ବୁଗୁଡା(ଡଃ କୁମୁଦ ଚନ୍ଦ୍ର ବେହେରା)- ଗଂଜାମ ଜିଲ୍ଲା ବୁଗୁଡା ସ୍ଥିତ ଶକ୍ତି ନଗରରେ ଥିବା  ବିଜୟ ସାହୁଙ୍କ ଆପାର୍ଟମେଣ୍ଟ ରେ  ଭଡ଼ାକୁ ରହୁଥିବା Axis Bank ର କର୍ମଚାରୀ ସାଶ୍ୱତ କୁମାର ଦାସ ନିଜ  ସିଲିଙ୍ଗ୍ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ   ବୁଗୁଡ଼ା ଅଞ୍ଚଳରେ  ଚାଞ୍ଚଲ୍ଯ…

ସମ୍ବଲପୁର କରମଟୁଲିରରେ  ଗୋଷ୍ଠୀ ସଂଘର୍ଷ : ୧ ମୃତ ୧ ଗୁରୁତର

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :   ସମ୍ବଲପୁର ସହର ଅଇଁଠାପାଲି ଥାନା କରମଟୁଲିର ଅଞ୍ଚଳରେ ରବିବାର ବିନମ୍ର ରାତ୍ରିରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।ନିଶା କାରବାରକୁ ନେଇ ପ୍ରଥମେ ବଚସା ଓ ପରେ ଏହା ତୀବ୍ର ସଂଘର୍ଷ ରୂପ ଧାରଣ କରିଥିଲା ।ଏହାପରେ ଏକ…

ରାଧାରାଣୀ ଅସୁସ୍ଥ :ଡାକ୍ତରଖାନାରେ ହେଲେ ଭର୍ତ୍ତି। 

ବ୍ରଜରାଜନଗର /ଝାରସୁଗୁଡ଼ା :(ସୁଭାଷ ସହାରେ) ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫୯ ବର୍ଷ ବୟସ୍କା ରାଧାରାଣୀ ପଣ୍ଡା ହଠାତ ଅସ୍ବସ୍ତି ଅନୁଭବ କରିବାରୁ…

ଏଲ ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ।

ଝାରସୁଗୁଡ଼ା଼ (ସୁଭାଷ ସହାରେ) - ବିଶିଷ୍ଟ  ଇଂରାଜୀ ପ୍ରାଧ୍ୟାପକ, ଲକ୍ଷ୍ମୀନାରାୟ କଲେଜ ଝାରସୁଗୁଡ଼ାର ପୂର୍ବତନ ଅଧ୍ୟକ୍ଷ ବିଜୟ ବାହାଦୂର ସିଂ ଓରଫ୍ ବଚ୍ଚନ ଙ୍କ ଆଜି ସନ୍ଧ୍ୟାରେ ସ୍ଥିତ ତାଙ୍କ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହେଉଥିଲା । ସେ ଜଣେ ଜଣାଶୁଣା…

କନ୍ଧମାଳ : ଗୁଳି ବିନିମୟରେ ୪ ମାଓ ନିହତ

ଭୁବନେଶ୍ୱର( ଶାସକ ପ୍ରଶାସକ) କନ୍ଧମାଳ (ଗଗନ ପ୍ରଧାନ ) : କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି | କନ୍ଧମାଳ ଜିଲ୍ଲା ପୁଲିସ୍ , ଏସଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ଏହି ସଫଳତା ମିଳିଥିବା ଜଣାପଡିଛି ।  ଆଇଜି ଅପରେସନ ଅମିତାଭ ଠାକୁର ଟୁଇଟ କରି ଏ ବିଷୟରେ…

ଯୌତୁକ ବାବିରେ ବଧୂ ହତ୍ୟା ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୩ ରାତିରେ ବାରିପଦା ସହରର ୱାଡର଼୍ ନଂ ୨୪ ଭୁଗୁଡ଼ାକଟା ଅଞ୍ଚଳରେ ଯୌତୁକ ଦାବିରେ ବଧୂ ହତ୍ୟା ହୋଇଥିବା ବିଷୟକୁ ନେଇ ସ୍ଥାନୀୟ ଝିଞ୍ଜିରିବନ୍ଧ ଅଞ୍ଚଳର ଝିଅର ମା କ୍ରିର୍ଷ୍ଣା ଭଟ୍ଟାଚାର୍ଯ୍ୟ(୫୫) ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ବାରିପଦା…