ଅଭିନବ ଢଙ୍ଗରେ ଗଂଜେଇ ଚାଲାଣ ବେଳେ ଧଇଲା ପୋଲିସ 

0

ବାରିପଦା/ ଦିଲ୍ଲୀପ ମହାନ୍ତି : ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଆନ୍ତଃରାଜ୍ୟ ରାକେଟକୁ ମାଡିବସିଲା ବେତନଟୀ ପୁଲିସ । ୪୪୭ କିଲୋଗ୍ରାମ ଓଜନ ଗଞ୍ଜେଇ ସହ ପିକଅପଭ୍ୟାନ ଜବତ ।  ୨ ଅଭିଯୁକ୍ତ ଗିରଫ । ବେତନଟୀ ଥାନା ଆଇଆଇସି, ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତିରେ ଗାଡିକୁ ତଲାସୀ ନିଆଯାଇଥିଲା । 

Leave A Reply

Your email address will not be published.