Browsing Category

ଅଘଟଣ

ରାଇସ ମିଲରେ ଅଘଟଣ :  କାନ୍ଥ ପଡି ୧୪ ଗୁରୁତର ଆହତ, ୧ମୃତ । 

 କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ବିଜେପି  ବି ଶ୍ରୀନିବାସ ପାତ୍ର /ମାଲକାନଗିରି :  ଜିଲ୍ଲା ସଦର ମହକୁମା ସ୍ଥିତି ଲାଠିଆଗୁଡା ଥିବା ଜନୈକ ମାଲିକ ଙ୍କ ତିନୋଟି ରାଇସ ମିଲ ମଧ୍ୟରୁ ତ୍ରିନାଥ ରାଇସ ମିଲରେ ଆଜି କାମ ଚାଲିଥିବା ବେଳେ ହଠାତ ମିଲ ର…

ନଈବଢି  ଦେଖିବାକୁ ଯାଇ ପାଂଚବର୍ଷର ଶିଶୁ କନ୍ୟା ନିଖୋଜ 

Please inform if found ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଲଗାଣ ବର୍ଷା ଜିଲ୍ଲାର କିଛି ସ୍ଥାନରେ ବନ୍ୟାର ରୂପ ନେଲାଣି । ଜିଲ୍ଲାର ପ୍ରବାହିତ ପ୍ରାୟ ସବୁ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଈ କୁଳ ମାନଙ୍କରେ  ନଈବଢି ଦେଖିବା ପାଇଁ ସ୍ଥାନୀୟ…

ସମୟ ର ଜିଲ୍ଲା ପ୍ରତିନିଧିଙ୍କ ପିତୃ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବରିଷ୍ଠ ସାମ୍ବାଦିକ ତଥା ଗଜପତି ଜିଲ୍ଲା ସମୟର ଜିଲ୍ଲା ପ୍ରତିନିଧି ଗରୁଡ ଧ୍ଵଜ ଚୌଧୁରୀ ଙ୍କ ପିତା ବ୍ରହ୍ମପୁର ସ୍ଥିତ ଗୋଷାଣୀ ନୂଆଗାଁ ନିବାସୀ ଦାଶରଥି ଚୌଧୁରୀ (୯୪)ଙ୍କ ବୁଧବାର ଦିନ ବ୍ରହ୍ମପୁର ସ୍ଥିତ ଏମ୍ . କେ ସି.ଜି ମେଡ଼ିକାଲ ରେ ବିୟୋଗ…

କାକା ହତ୍ୟାକାରୀ ପୁତୁରା ଗିରଫ

ବରଗଡ :- ଆଜି ସକାଳେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଂଶଡ଼ା ଗ୍ରାମର ବ ଯେ ତାଙ୍କର ବାପା ଜମିଦାର ବିଶ୍ୱାଳକୁ ସେହି ଗ୍ରାମର ସଦାନନ୍ଦ ବିଶ୍ୱାଳ  ହତ୍ୟା କରିଛନ୍ତି ।        ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ପୂର୍ବ ଶତ୍ରୁତାକୁ ନେଇ ସକାଳୁ ମୃତକ ଓ ଅଭିଯୁକ୍ତ ଙ୍କର ଭିତରେ…

ସୁରଙ୍କ ନାହିଁ ବାଡ଼ବତା, ଯୋଉଠି ପାରିଲେ ସେଇଠି ପୋତିଲେ ଛତା !

ଚୁଲୀକୁ ଗଲା କଟକଣା, ଖୋଦ  ଜଟଣୀ ବିଧାୟକଙ୍କ ଦ୍ୱାରା  କୋଭିଡ ନିୟମ ବାଟବଣା  ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଖୋର୍ଦ୍ଧା ଜିଲ୍ଲା  ବିଶେଷ କରି ରାଜଧାନୀରେ ଏବେ ଅବସ୍ଥା ଅନିୟନ୍ତ୍ରିତ | ପ୍ରଶାସନ…

ଦକ୍ଷିଣ ପୂର୍ବ ରେଳପଥର ବଡ଼ପୁଲିଆ ନିକଟରେ ଏକ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର।

ଝାରସୁଗୁଡା:( ସୁଭାଷ ସହାରେ)  ଦକ୍ଷିଣ ପୂର୍ବ ରେଳପଥର  ଧୁତରା ରେଳ ଷ୍ଟେସନ ନିକଟସ୍ଥ ମଝି ବଡପୁଲିଆ ରେଲୱେ ଗ୍ରିଡପଏଣ୍ଟ ଡାଉନଲାଇନ ଖୁଣ୍ଟ ନଂ. ୫୦୭/୧୮ ପାଖରେ ପ୍ରାୟ ୪୦ ବର୍ଷର ଏକ ଅଚିହ୍ନା ଯୁବର ମୃତଦେହ ପଡ଼ି ରହିଥିବା ଶୁକ୍ରବାର ସନ୍ଧ୍ୟାରେ ଡାଉନ ଇଣ୍ଟରସିଟି ଏକ୍ସପ୍ରେସ୍ ଡ୍ରାଇଭର…

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ :ମାସ‌େ ପରେ ଅପହର୍ତ୍ତାଙ୍କ କବଳରୁ ମୁକ୍ତହେଲେ ପିଡ଼ୀତା 

ଘଟଣାର ରଫାଦଫା କରିବାକୁ ପିଡ଼ୀତାଙ୍କ ପରିବାରକୁ ଧମକ ନ୍ୟାୟ ପାଇଁ ଏସ୍ପି’ଙ୍କ ଦ୍ବାରସ୍ଥ ହେଲେ ପରିବାର ପିଡ଼ୀତାଙ୍କ ଡାକ୍ତରୀମାଇନା ପରେ ହେବ ବୟାନ ରେକର୍ଡ ବାରିପଦା,(ଦିଲ୍ଲୀପ ମହାନ୍ତି ) : ଅପହରଣ ଏବଂ ପରେ ଶାରିରୀକ ନିର୍ଯାତନା। ମାସାଧିକାଳ ନାନା ଯନ୍ତ୍ରଣା ସହିବା…

ଲଗାଣ ବର୍ଷା ରେ ଭାଙ୍ଗିଲା ଘର 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍  ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ  କାଙ୍କଣପଡା  ଗ୍ରାମର ବିଜୟ ସ୍ୱାଇଁ ଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। ବିଜୟ ସ୍ୱାଇଁ ଜଣେ ଗରିବ ପରିବାର ହୋଇ ଥିବାରୁ…

କରୋନା ଯୁଦ୍ଧରେ ହାରିଗଲେ ଡାକ୍ତର 

 ନୟାଗଡ଼ (ବିଶ୍ୱଜିତ ନାୟକ ) - କରୋନା ଯୁଦ୍ଧ ଲୋକଙ୍କ ପାଇଁ ଲଢୁ ଥିବା ଜଣେ କରୋନା ଯୋଦ୍ଧା ନିଜେ ଏ ଲଢେଇରେ ହାରିଯାଇଛନ୍ତି |  ଦିନକୁ ଦିନ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।ପ୍ରଥମେ ସହର , ଏବେ ଗାଁ ଗାଁରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି । ନୟାଗଡ଼…

ସ୍ବାସ୍ଥ୍ୟ ବିଭାଗର କର୍ମୀ ଦୁର୍ଘଟଣା ଗ୍ରସ୍ତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି

 ମ. ରାମପୁରରୁ ଜଗତ ରାମ ସାହୁ :କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଅରସ୍କୁପା ଗ୍ରାମର ରାସ୍ତା ପାର୍ଶ୍ବରେ ଏକ ବୋଲେରୋ ଗାଡ଼ି ଦୁର୍ଘଟଣା ଗ୍ରସ୍ତ। ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୧୦ ଟା ସମୟରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି କର୍ମଚାରୀ ମୋହନଙ୍ଗିରି କୁ…