Browsing Category

ଅଘଟଣ

ଯୁଯୋମୁରା : ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ୧୨ଜଣ ଗିରଫ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ବର ଭୋଇ…

କି ଦୁଃଖ :  ପେଟ ପାଇଁ ପ୍ରବାସ ଯାତ୍ରା ହେଲା ଶେଷ ଯାତ୍ରା

 ଯାଉଥିଲେ ସୁରାଟ :  ଟ୍ରେନ ଚକାତଳେ ଚାଲିଗଲା ଜୀବନ । ପୋଲସରା ./ ଡ଼ଃ. କୁମୁଦ ଚନ୍ଦ୍ର ବେହେରା :  ପୋଲସରା ସହରର ଜଣେ କୁଶଳୀ ଶ୍ରମିକ ସୁରାଟକୁ ଗଲାବେଳେ ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତି ଟ୍ରେନରେ ଚଢୁଥିବା ବେଳେ ଖସିପଡି ଟ୍ରେନ ଚକାତଳେ ପଡି ଜୀବନ ହରାଇଥିବା ଜଣାପଡିଛି। ଗତ ଅକ୍ଟୋବର ୧୭…

ହାତୀ ଆକ୍ରମଣରେ ଉଜୁଡୁଛି ଫସଲ, ଯାଉଛି ଜୀବନ : ହେଲେ ନିଦା ବିଷ୍ଣୁ ପ୍ରଶାସନ

ହାତୀ ଆକ୍ରମଣ ରେ ଏକ ମୃତ ଆଠମଲ୍ଲିକ/ସନ୍ତୋଷ ମେହେର -ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ କମଳପୁର ଗ୍ରାମରେ ଗତ ରାତିରେ ହାତୀ ଆକ୍ରମଣ ରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କମଲପୁର ଗାଁ ର ଭାସ୍କର ଭୁକ୍ତା ତାଙ୍କ ବିଲ ରେ ହାତୀ ଧାନ ଖାଉ ଥିବାର ଖବର ପାଇବା ପରେ ଗାଁ ଲୋକ ଙ୍କ ସହିତ…

ମାଧବୀ ଚେର ସହ ବାଇକ ଜବତ, ୨ ଗିରଫ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନବିଭାଗ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନରେ  ଅକ୍ଟୋବର ୧୯ ତାରିଖ ଦିନ ୮୦ କିଲୋ ଔଷଧିୟ ମାଧବୀ ଚେର ଏବଂ( ଓଡ଼ି ୩୨ ଏଫ ୩୮୮୯ ) ଏକ  ବାଇକ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୋଟ ବଡ଼ ଦୁଇଟି ବସ୍ତାରେ ୮୦ କିଲୋ ଔଷଧିୟ ମାଧବୀ ଚେର ଧରି…

ଆଡଭୋକେଟଙ୍କ ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ। ଆକାଉଣ୍ଟ ହ୍ୟାକିଂ ହୋଇଥିବା ଅଭିଯୋଗ କଲେ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ଜଣେ ଆଡଭୋକେଟ ତାଙ୍କ ଫେସବୁକ ମନ୍ତବ୍ୟ ପାଇଁ ବର୍ତ୍ତମାନ ବିବାଦରେ ପଡ଼ିଛନ୍ତି। ଏ ନେଇ ଦୁଇଟି ସଂଗଠନ ତାଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି।  ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଏକ ଫେସବୁକ ପୋଷ୍ଟରେ ବିବାଦୀୟ…

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ରେଢାଖୋଲ  ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ମହାଲିଙ୍ଗ ଗ୍ରାମରେ ଆଜି ଏକ ଜମିରୁ ଜଣକ  ମୃତଦେହ କୁ ଉଦ୍ଧାର କରିଛି ରେଢାଖୋଲ ପୋଲିସ I ସୂଚନା ଯୋଗ୍ୟ ଯେ, ଏହି ଥାନା ଅନ୍ତର୍ଗତ ବଡଦଫଲା ଗ୍ରାମର ବିରଞ୍ଚି ମୁଣ୍ଡା ବୋଲି ଜଣାପଡିଛି…

ପାଇକମାଲ ରାଜସ୍ବ ନିରୀକ୍ଷକଙ୍କର ଅକାଳ ବିୟୋଗ

ସମବେଦନା ଜଣାଇଲେ ଉପଜିଲ୍ଲାପାଳ, ତହସିଲଦାର ,ଓ ଅନ୍ୟାନ୍ୟ ଅଧିକାରୀ ବରଗଡ଼ :- ସକାଳୁ ଏକ ଦୁଃଖଦ ଖବର ସମସ୍ତ ଅଞ୍ଚଳବାସୀ ଙ୍କୁ ଚକିତ ଓ ଦୁଃଖିତ କରିଦେଇଛି । ଆଜି ସକାଳୁ ପାଇକମାଲ ରାଜସ୍ବ ନିରୀକ୍ଷକ ଶ୍ରୀ ଶଶୀଭୂଷଣ ସାହୁ ଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଖେଳି…

ବାପରେ …କି ଜଘନ୍ୟ ଷଡଯନ୍ତ୍ର 

ପର୍ଦ୍ଦାଫାସ ହେଲା ବ୍ରଜରାଜନଗର ଦମ୍ପତ୍ତି ପୋଡ଼ି ମାମଲା।  ଟଙ୍କା ଭାଗବଣ୍ଟାକୁ ନେଇ ହତ୍ୟା କରିଥିଲେ ନିଜ ପୁତୁରା ଓ ଝିଆରୀ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ରାମପୁର ଫାଣ୍ଡି ଅନ୍ତର୍ଗତ ପଞ୍ଜାବୀ ଧଉଡ଼ାରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା…

ଅଚିହ୍ନା ବ୍ୟକ୍ତିଙ୍କର ଶବ ଭାସୁଛି ମହାନଦୀରେ

ଆଠମଲ୍ଲିକ/ସନ୍ତୋଷ ମେହେର :  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ଗ୍ରାମର ମହାନଦୀ କୂଳରୁ ଦୁଇଶହ ମିଟର ନଦୀଭିତରେ ଜଣେ ଅଚିନ୍ହା ବ୍ୟକ୍ତିଙ୍କର ଶବ ଲାଗିଥିବାର ଦେଖିବାକୁ ମିଳିଛି I ମହାନଦୀରେ ମାଛ ମାରୁଥିବା  ବେଳେ କେତେଜଣ ଲୋକ ପାଣି ଭିତରେ ଥିବା ପଥର…

ବରଗଛ ଡାଳ ପଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟିର କରୋନା ଯୋଦ୍ଧା ତଥା  ସଫେଇ କର୍ମଚାରୀ କୁନା ବେହେରା (୩୦)ପ୍ରତ୍ୟେକ ଦିନ ଭଳି ଆଜି ପୌରପରିଷଦରେ  ସଫେଇ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଏକ ବରଗଛର ଡାଳ ଭାଙ୍ଗି ପଡ଼ିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ…