Browsing Category

ରାଜନୀତି

ବିଜେପି ଭୁବନେଶ୍ୱରରେ ଆଗାମୀ ଦିନରେ ଲୋପ ପାଇଯିବ : ବିଜୟଲକ୍ଷ୍ମୀ

ବିଜେଡିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଭୁବନେଶ୍ୱର: ବିଜେପିର ଦୁର୍ଦ୍ଧିନ ସମୟରେ ଆମେମାନେ କାମ କରିଥିଲୁ, କିନ୍ତୁ ସୁଦିନ ସମୟରେ ଆମ ଭଳିଆ କର୍ମୀମାନଙ୍କୁ ପଚରାଗଲା ନାହିଁ । ସୁଦିନ ସମୟରେ ଦଳରୁ ଯେଉଁମାନଙ୍କୁ ନିଲମ୍ବିତ…

ନିରାଶ ହେଲେ ପିସିସି ଉପ ସଭାପତି ଶୁଭେନ୍ଦୁ , ନିଜପାଇଁ ଡବଲ ଆସନ 

କଟିଲା ସ୍ମୃତିରେଖାଙ୍କ ଟିକଟ, ଵିଭୂଙ୍କ ଜାଗାରେ ଦେବୀ  ଭୁବନେଶ୍ୱର :  ଘଷିପୁରାରୁ  ପ୍ରାର୍ଥୀପତ୍ର ଦାଖଲ କରିଥିବା ପିସିସି ସଭାପତି ନିଜ ପାଇଁ ଆଉ ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଘସୀପୁରରୁ ସନାତନଙ୍କ ଭିତିରିଆ ସମର୍ଥନ ତଥା ସନା ଅନୁଗତ ସୁରେଶ ସାହୁଙ୍କ ଖୋଲା ସମର୍ଥନ ସତ୍ତ୍ୱେ…

ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ : ଭୋଟର କା ଆଡେ ଯିବେ ରେ ଢଳି 

ବିଜେପି ଓ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ , ଜି ଜାନ ବି ଲଗାଇ ଦେଇଛି ଜେଏମଏମ  ନିର୍ଣ୍ଣାୟକ ଭୂମିକାରେ ରହିବେ  ହୋ ଓ ମହାନ୍ତ ସମ୍ପ୍ରଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ୨୮ନଂ-ରାଇରଙ୍ଗପୁର(ଏସଟି) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ ।…

ଦେବାଶିଷ ମହାନ୍ତିଙ୍କ ମସ୍ତକରେ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ପଗଡି 

ମୟୂରଭଞ୍ଜ ଲୋକସଭା ସହ ଜିଲ୍ଲାର ୯ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଲେ ଶ୍ରୀମହାନ୍ତି ବାରିପଦା(ଦିଲ୍ଲୀପ ମହାନ୍ତି)- ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେଡ଼ି ଦଳରୁ ୨ ଥର ବିଧାୟକ ହେବା ସହ ବିଜେଡ଼ିର…

ମୋରଡ଼ା ନିର୍ବାଚନ ମଣ୍ଡଳୀ: ଭୋଟର କା ଆଡେ ଯିବେ ରେ ଢଳି 

କୃଷ୍ଣଚନ୍ଦ୍ର ଓ ରାଜକିଶୋରଙ୍କ ସହ ମୈଦାନରେ କଳିଙ୍ଗ କେଶରୀ ଓ ରବି ଗୋସ୍ୱାମୀ ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର ମୋରଡ଼ା ବିଧାନସଭା…

ରାୟଗଡା ଆସନ : କିଏ କିଣିବ ଭୋଟରଙ୍କ ମନ

ହ୍ୟାଟ୍ରିକ ମାରିବା ଆଶାରେ ଲାଲବିହାରୀ, ବସନ୍ତଙ୍କ ଡଙ୍ଗା ହେବକି ପାରି !! ଅସନ୍ତୋଷକୁ ନେଇ କଂଗ୍ରେସରେ ଦ୍ଵନ୍ଦ, ଟେନ୍ସନ ବଢ଼ାଇବେ କି ମକରନ୍ଦ  ରାୟଗଡ( ସରୋଜ ସାହୁ)  - ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନ ମଇଦାନରେ ଥିବା ନେତାଙ୍କ ହ୍ରୁତକମ୍ପନ  ବଢିବାରେ ଲାଗିଛି । ରାୟଗଡା…

ବରକାନି ଖୁଜେନପାଲିର ବିଜେପି କର୍ମୀ ବିଜେଡିରେ ଯୋଗଦେଲେ 

ବଲାଙ୍ଗୀର/ NIROJ MISHRA- ଶୈଲେଶ୍ରୀ ପେଲେସଠାରେ ଖୁଜେନପାଲି ପଂଚାୟତ ଓ ବରକାନି ପଂଚାୟତର ୧୦ଜଣ ବିଜେପିର ବରିଷ୍ଟ କର୍ମୀମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେପିର ପୁର୍ବତନ ସାଧାରଣ ସମ୍ପାଦକ ମଦନ ମୋହନ ତ୍ରିପାଠୀ, ବରକାନି ପଂଚାୟତର ବିଜେପି ସଭାପତି ସଦାଶିବ ବିଶ୍ୱାଳ, ଭକ୍ତପ୍ରହ୍ଳାଦ…

ଚାନ୍ଦବାଲି ବିଧାନସଭା ପାଇଁ ୨ଜଣ ନାମାଙ୍କନପତ୍ର ଦାଖଲ କଲେ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଜାରି ରହିଥିବା ପ୍ରାର୍ଥୀପତ୍ର ଦାଖଲର ଆଜି ଚତୁର୍ଥ ଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୭ ଚାନ୍ଦବାଲି ବିଧାନସଭା ପାଇଁ ବିଜେଡିର ବ୍ୟୋମକେଶ ରାୟ ଏବଂ ସିପିଆଏମ୍ଏଲ ପକ୍ଷରୁ ଜୟନ୍ତୀ ବିଶ୍ୱାଳ…

ନବୀନଙ୍କ ମୁହଁରେ ମହିଳା ସଶକ୍ତିକରଣ ଲଙ୍କାରେ ହରିନାମ – ଧର୍ମେନ୍ଦ୍ର 

ମୁଖ୍ୟମନ୍ତ୍ରୀଙ୍କ ମହିଳା ଅଧିକାର ବକ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ କଡା ସମାଲୋଚନା  କୁନ୍ଦୁଲି ପୀଡିତା ଓ ବେବିନା ଗଣଦୁଷ୍କର୍ମ ହତ୍ୟା ପରେ କିଏ ନ୍ୟାୟ ଦେଇନାହିଁ ?  ପିପିଲି ଓ ଭୁବନେଶ୍ୱରରୁ ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ମହିଳା…

ଅଲେଖ ନିରଂଜନ  : ମାଙ୍କଡ ହାତେ ଶାଳଗ୍ରାମ, ଜୟଦେବରେ ସଫା ହାତ ଚିହ୍ନ  

ଧନ୍ୟ ପିସିସି ସଭାପତି , ଧନ୍ୟ ତୁମ ଚଏସ  BHUBANESWAR : କଂଗ୍ରେସ ଗୋଟେ ଜାତୀୟ ଦଳ, ଆଉ ସବୁଠାରୁ ଲାଜର କଥା ଯେ ଏଇ ଦଳର ପ୍ରାର୍ଥୀପତ୍ର ନାକଚ ହୋଇ ଯାଉଛି |  ତେବେ ଏଭଳି ଲୋକ ଯେ ନିଜ ପ୍ରାର୍ଥୀପତ୍ର ଠିକଣା ଢଙ୍ଗରେ ଦାଖଲ କରି ପାରୁନି ସେଭଳି ଲୋକକୁ ସଭାପତି ମହୋଦୟ ଟିକଟ ଦେଲେ କେମିତି…