କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ପଦଯାତ୍ରା 

0

 ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :  କଂଗ୍ରେସ ଯାଜପୁର ଲୋକସଭା ଆସନର ସାସଂଦ ପ୍ରାର୍ଥୀ ଶ୍ରୀ ମାନସ ଜେନା ବଡଘୁମୁରି ଗ୍ରାମ ପଞ୍ଚାୟତ ହରିଅସଂପାଟଣା ଚକ ବଡଘୁମୁରି ପ୍ରଭୂତ ଗାଁ ମାନ ଵୁଲି ପଦଯାତ୍ରା ଆରମ୍ଭ କରିଥିଲେ ଉକ୍ତ ପଦଯାତ୍ରାରେ ସମାଜ ସେବୀ ସ୍ମିତା ପଟନାୟକ ଓଡିଶା ଦଳିତ ଅଧିକାର ମଂଚ ର ରାଜ୍ୟ  ସଂଯୋଜକ ପ୍ରଶାନ୍ତ କୁମାର ମଲିକ, ରାଜେଶ ଜେନା ଏବଂ ଵହୁ କଂଗ୍ରେସ କର୍ମୀ ଓ ଶ୍ରୀ ଜେନାଙ୍କ ବହୁ ଶୁଭେଚ୍ଛୁ ଓ ସର୍ମଥକ ମାନେ ସାମିଲ ହୋଇଥିଲେ ଓ ଶେଷରେ ଚକଵଡଘୁମୁରି ଠାରେ ପଦଯାତ୍ରା  ଶେଷ କରିବା ସହ ସମସ୍ତ କଂଗ୍ରେସ କର୍ମୀ ସର୍ମଥକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ  ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ |

 

Leave A Reply

Your email address will not be published.