ପ୍ରିୟଦର୍ଶୀ ମିଶ୍ର ହେଲେ ସାଧାରଣ ସମ୍ପାଦକ

0

ଭୁବନେଶ୍ୱର : ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରିୟଦର୍ଶୀଙ୍କ ଏହି ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ କହିଛନ୍ତି | 

Leave A Reply

Your email address will not be published.