Browsing Category

ରାଜନୀତି

ଭୂମିହୀନଙ୍କୁ ଜମି ପଟ୍ଟା, ସମସ୍ତଙ୍କ ପିଇବା ପାଣି ଏବଂ ବନ୍ଧକଟାର ପୁନରୁଦ୍ଧାରକୁ ଦିଆଯିବ ପ୍ରାଥମିକତା-ନରସିଂହ

 ନରସିଂହଙ୍କୁ ବିପୁଳ ନାଗରିକ  ସମ୍ବର୍ଦ୍ଧନା ବଲାଙ୍ଗିର, (ନିରୋଜ ମିଶ୍ର)-ଆଜିର ଏହି ବିପୁଳ ସମ୍ବର୍ଦ୍ଧନା ମତେ ଭାବବିହ୍ୱଳ କରିଛି । ମୋର ସହରର ଅନେକ ସଂଗଠନ ଉପସ୍ଥିତ ହୋଇ ମୋତେ ସମ୍ବର୍ଦ୍ଧିତ କରିଛନ୍ତି । ଆପଣମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗ ଦ୍ୱାରା ମୁଁ ପୁର୍ନବାର ବିଜୟୀ…

ଆଜି ନବୀନ ଭେଟିଲେ ରାଜ୍ୟପାଳଙ୍କୁ, ୨୯ରେ ଶପଥ 

 କାଳିଆ ଟଙ୍କା ଦେବାର ପ୍ରତିଶ୍ରୁତି ବି ପୁରଣ କରିବେ ନବୀନ  ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ପାଇଁ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ତଥା ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶକୁ ନିଜ ଲୋକପ୍ରିୟତାରେ ସାରା…

ଆପଣମାନଙ୍କ ଭଲ ପାଇବା ପାଖରେ ମୁଁ ରୁଣୀ : ଡ଼ ଅରୁଣ 

ନିର୍ବାଚନ ମଣ୍ଡଳୀବାସୀଙ୍କୁ ଅରୁଣ ଜଣାଇଲେ କୃତଜ୍ଞତା  ପ୍ରତି ମାସରେ ଆୟୋଜିତ ହେବ ବ୍ଲକସ୍ତରୀୟ ଶୁଣାଣୀ  ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ନିର୍ବାଚନମଣ୍ଡଳୀରୁ ସବୁ କଳ୍ପନା ଜଳ୍ପନାକୁ ପ୍ରତିହତ କରି ବାଜିମାତ କରିଛନ୍ତି ବିଜୁ ଜନତା ଦଳର ଟାଣୁଆ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ମହାସଂଘ ସଦସ୍ୟା

ଭୁବନେଶ୍ୱର,: ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି ତଥା  ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କୁ ଆଜି କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ମହିଳା ସ୍ୱୟଂ…

ପାରଳାରେ ଭାଜପା, ମୋହନାରେ କଂଗ୍ରେସ

ପାରଳାରେ ତିରୁପତି ଦେଖାଇଲେ ଦମ, କଂଗ୍ରେସ ଚତୁର୍ଥ ସ୍ଥାନରେ   ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩୬ ମୋହନା ଓ ୧୩୭ ପାରଳାଖେମୁଣ୍ଡି ରହିଛି  । ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏଠାରେ ଗତ ଏପ୍ରିଲ…

ଦିଲ୍ଲୀରେ ଚାଲିଛି ସିଡବ୍ଲ୍ୟୁସି ବୈଠକ : ହରିବାର କାରଣ ଖୋଜି ନିର୍ଣ୍ଣୟ କରିବା ଆଗ ଚଲା ରାସ୍ତା | 

  ନୂଆଦିଲ୍ଲୀ :   ୨୦୧୪ ତୁଳନାରେ କଂଗ୍ରେସ ଆପାତତଃ ଅଧିକ କିଛି ଆସନ ପାଇଥିଲେ ବି ଦଳର ଦେଶବ୍ୟାପୀ ନୈରାଶ୍ୟଜନକ ପ୍ରଦର୍ଶନ ସର୍ବୋପରି ଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆମେଥିର ବିପର୍ଯ୍ୟୟ ଦଳକୁ ଚିନ୍ତାରେ ପକାଇଛି | ଦଳର ବହୁ ବରିଷ୍ଠ ନେତା ଭୂଇଁ ଚାଟିଥିବ ବେଳେ ବିଜେପି ଆଶାତୀତ ସଫଳତା…

ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ନରସିଂହ

ବଲାଙ୍ଗିରକୁ ବିକଶିତ କରିବାରେ ସମସ୍ତଙ୍କର ସହଯୋଗ ଲୋଡା - ନରସିଂହ ବଲାଙ୍ଗିର (ନିରୋଜ ମିଶ୍ର)  ବହୁ ପ୍ରତିକ୍ଷିତ ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଣି ଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ବିଜୁ ଜନତାଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରଥମରୁ ଶେଷ…

ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର 

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ  ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି  ବିଜେପିର ୮ ଲୋକସଭା ଏବଂ ୨୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ…

ଶେଷରେ ବାଜିମାତ କଲା ବିଜେଡି: ମୁକୁଟ ପିନ୍ଧିଲେ ମହୋଷଧି

 ଧର୍ମଗଡ ରୁ ସୁଶାନ୍ତ ରାଉତ: ଧର୍ମଗଡ ନିର୍ବାଚନ ମଣ୍ଡଲୀରେ ବିଜୟୀ ମୁକୁଟ ପିନ୍ଧିଲେ ମହୋଷଧି ବାଗ ପୂର୍ବରୁ ମଧ୍ୟ ଏହି ନିର୍ବାଚନ ମଣ୍ଡଲୀ ବିଜେଡିର ଗଡ ଭାବେ ସୁପରିଚିତ ଥିଲା ଓ ଏହା ଏ ପର୍ଯ୍ୟନ୍ତ ରହିଛି।ଇଲେକ୍ସନ ରିଟଣ୍ଣିଂ ଅଫିସରଙ୍କ ଠାରୁ ମିଲିଥିବା ସୂଚନାନୁସାରେ ବିଜେଡି ପ୍ରାର୍ଥୀ…

କଂଗ୍ରେସ ଟିକଟରୁ ବଂଚିତ ମକରନ୍ଦ ଦେଖାଇଲେ ଦମ 

ରାୟଗଡା (ସରୋଜ କୁମାର ସାହୁ) – କାମ ଦେଲା ଝୋଡିଆ ଆନ୍ଦୋଳନ , ଫଳସ୍ୱରୁପ ଚମକିଲେ ଝୋଡିଆ ପୁଅ ମକରନ୍ଦ ମୁଦୁଲି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ପ୍ରଥମ ଥର କରି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥି ଭାବେ କାଶିପୁର…