Browsing Category

ରାଜନୀତି

ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ଦଳୀୟ ପଦାଧିକାରୀଙ୍କୁ ନବୀନଙ୍କ ଚିଠି

ଜନସମ୍ପର୍କ ସହ ଦଳର ଜନସେବା ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବାକୁ ପରାମର୍ଶ   ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ମାସେ ବ୍ୟାପୀ ଚାଲିବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ବିଜୁ ଜନତା ଦଳର…

ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ତମ ଜନ୍ମଦିବସ ପାଳିତ

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ବ୍ଲକ୍ ବିକ୍ରମପୂର ମଣ୍ଡଳ ଅନ୍ତର୍ଗତ ମନ୍ତ୍ରୀଗୁଡ଼ା ଠାରେ ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ ତ୍ତମ ଜନ୍ମଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତି ରଞ୍ଜନ କଂସ ଜୟନ୍ତୀ…

ଜଳସେଚନ, ଜଳ ସଂରକ୍ଷଣର ଫମ୍ଫା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର: ପ୍ରଦୀପ ପୁରୋହିତ

 ୨୦୦୭ ମସିହା ‘ଜଳ ନୀତି’ର ସ୍ଥିତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତୃପକ୍ଷ ଗଠନ କଲେ ନାହିଁ  ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ୍ ଡେମ୍ ନିର୍ମାଣ ଆଳରେ କେବଳ ଦଳୀୟ…

କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତିଙ୍କ ସମ୍ବାଦିକ ସମ୍ମିଳନୀ

ହାଟଡିହି ମକର ଧ୍ୱଜ ଯେନା : କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରାଜେଶ ସେଠୀଙ୍କ ନେତୃତ୍ବରେ ବିଜେପି ଦଳର ଏକ ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ ଥିଲେ।ଏହି ସମ୍ମୀଳନୀରେ ସେ ମୁଖ୍ୟତଃ ଜିଲ୍ଲାର…

ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର : ଡ.ଲେଖାଶ୍ରୀ

 ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି ଗ୍ରାମ / ପଂଚାୟତ / ବ୍ଲକ ୱାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର  ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ…

ଭୁବନେଶ୍ୱରରେ ଜୀବନଯାତ୍ରା ଠପ୍: କମିଶନରେଟ୍ ପୋଲିସର ପକ୍ଷପାତିତା ନିନ୍ଦନୀୟ : ଦିଲୀପ ମଲ୍ଲିକ

 ରୋଗୀ, ବୟସ୍କ, ସାଧାରଣ ଜନତା ଅକଥନୀୟ ହଇରାଣର ଶିକାର ପୋଲିସର ଅଭାବନୀୟ ଆଚରଣ ଅତ୍ୟନ୍ତ ଚିନ୍ତାଜନକ ଓ ଦୁର୍ଭାଗ୍ୟଜନକ ଓଡ଼ିଶା ପୋଲିସର ଶାସକ ଦଳ ପାଇଁ ଗୋଟିଏ ଆଇନ ଏବଂ ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ପ୍ରକାର ଆଇନ ବ୍ୟବସ୍ଥା  ରାଜ୍ୟବାସୀଙ୍କ ଆଗରେ ଜବାବ ରଖିବା ସହ କ୍ଷମା ମାଗନ୍ତୁ…

ସରକାରୀକୃତ ବନ୍ୟା ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ବନ୍ୟା ଦୁର୍ଦ୍ଦଶା ଭିତରକୁ ଠେଲିଦେଲା : ଶରତ ପଟ୍ଟନାୟକ

ଅପରିଣାମଦର୍ଶୀ ସରକାର, ଖାଲି ଚାଲିଛି ସହାୟତାର ମିଛ ପ୍ରଚାର  ୨୩ ବର୍ଷର ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ  ବନ୍ୟାରେ ଲୋକ ଭାସିଗଲେ, ସରକାରଙ୍କ ଜିରୋ କାଜ୍ୟୁଆଲଟି ମିଛ ଗପ  ସତ ସାହାସ ଥିଲେ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ଭୁବନେଶ୍ୱର  : ରାଜ୍ୟରେ ଦେଖା…

ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ

ଭୁବନେଶ୍ୱର,(ଶାସକ ପ୍ରଶାସକ): ସାଧାରଣ ନିର୍ବାଚନକୁ ଲକ୍ଷ୍ୟ କରି ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ନିକଟରେ ଯୁବ ସଙ୍ଗଠନକୁ ପୁନର୍ଗଠିତ କରିଥିବ ବେଳେ ଛାତ୍ର ସଙ୍ଗଠନକୁ ନୂଆ ରୂପ ଦେଇଛି ବିଜେଡି | ଯୁବ ଛାତ୍ରଙ୍କୁ ଗୁରୁତ୍ବଦେଇ ସେମାନଙ୍କୁ ସାଙ୍ଗଠନିକ…

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର - ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଛି । ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ଥିବାବେଳେ ହଜାର ହଜାର ଏକର ଚାଷଜମି, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥିତିରେ ବନ୍ୟା…