Browsing Category

ରାଜନୀତି

ଟଙ୍କଧର ହେଲେ ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ 

ସ୍ୱାଗତ କଲେ ଜିଲ୍ଲା ସଭାପତି ଗିରିଶ ପଟେଲ ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡିଶା ପ୍ରଦେଶ ବିଜେପି ର ୩୬ ଗୋଟି ସାଙ୍ଗଠନିକ ଜିଲ୍ଲା ର ପ୍ରଭାରୀ ଙ୍କ ନିଯୁକ୍ତି କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ସମ୍ବଲପୁର…

“ପଶ୍ଚିମ ଓଡିଶା ପାଇଁ ବୈମାତୃକ ମନୋଭାବ”

କରୋନା ରୋଗୀଙ୍କ ଚିକିତ୍ସା ଓ ପରିଚାଳନାରେ ପଶ୍ଚିମ ଓଡିଶାକୁ ଅବହେଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଦାବୀ ପତ୍ର ଦେଲା ବିଜେପି  ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ପରିଚାଳନାରୁ ନିବୃତ ରହୁଛନ୍ତି  ବୁର୍ଲା ମେଡିକାଲ୍…

କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି -ନିରଞ୍ଜନ ପଟ୍ଟନାୟକ

କାହିଁକି ଡକାଯାଉନି ରିଭ୍ୟୁ ମିଟିଂ, ଅତିରଞ୍ଜିତ ଅସତ୍ୟ ତଥ୍ୟ ରଖି ଲୁଟ ହେଉଛି ହଜାର ହଜାର କୋଟି  ଭୁବନେଶ୍ୱର(ଶାସକ ପ୍ରଶାସକ) -ଜଙ୍ଗଲ ବନ୍ୟଜନ୍ତୁଙ୍କୁ ଧ୍ୱଂସ ମୁଖରୁ ରଖିବା ନିମନ୍ତେ କାମ୍ପା ଆଇନ ପ୍ରଣୟନ ହୋଇଥିଲା ଓ କାମ୍ପା ଫଣ୍ଡ ଗଠନ ହୋଇଥିଲା। ଏହି ଫଣ୍ଡ ବା ପାଣ୍ଠିରୁ ରାଜ୍ୟମାନଙ୍କ…

ବିଜେଡି ସାଧାରଣ ସମ୍ପାଦକ ଯୋଗେଶ ସିଂଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

ସୁନ୍ଦରଗଡ଼ ବିଜୁ ଜନତା ଦଳ କର୍ମୀଙ୍କ ପକ୍ଷରୁ ନବୀନ ବାବୁଙ୍କୁ କୃତଜ୍ଞତା  ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ବିଜୁ ଜନତା ଦଳ ସୁପ୍ରିମୋ  ନବୀନ ପଟନାୟକ  ପ୍ରଥମ ଥର ପାଇଁ  ସୁନ୍ଦରଗଡ଼ ଜ଼ିଲ୍ଲାରୁ  ଜଣେ ଟାଣୁଆ ଯୁବ ନେତା ତଥା ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର…

ଯୋଗେଶ ଓ ମଙ୍ଗଳାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ କୁସୁମ

ଭୁବନେଶ୍ୱର (ଶାସକ ପ୍ରଶାସକ)  :- ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜେଡି ଦଳର ଉପ ସଭାପତି ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ଓ ପୂର୍ବତନ ବିଧାୟକ ଯୋଗେଶ ସିଂ ସରକାରୀ ବ୍ୟବସ୍ଥାରେ ଅନେକ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣି ୫ଟି ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିବା ସ୍ପଷ୍ଟ କରିଛନ୍ତି…

ଝାରସୁଗୁଡା ଜିଲ୍ଲାରେ ମେଲେରିଆ ରୋଗ କାୟା ବିସ୍ତାର ସମସ୍ୟା ସମାଧାନ ନିମନ୍ତେ ଦାବିପତ୍ର 

ଝାରସୁଗୁଡା / ସୁବାଷ ସାହାରେ :ଝାରସୁଗୁଡା ଜିଲ୍ଲା ବିଜେପି ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକଙ୍କୁ ଇମେଲ ମାଧ୍ୟମରେ  ଦିଆଯାଇଥିଲା |  ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲାଖନପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ପାଣ୍ଡରୀ, କୁଡ଼ାଲୋଇ,ରେମଣ୍ଡା…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୋଗେଶ 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) :ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ  ସୁନ୍ଦରଗଡ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା  ଯୋଗେଶ ସିଂ | ଶ୍ରୀ ସିଂ ତାଙ୍କ କୃତଜ୍ଞତା ବାର୍ତ୍ତାରେ କହିଛନ୍ତି ଯେ" ବିଜୁ ଜନତା ଦଳ ସୁପ୍ରିମୋ…

ବିଜେଡି ପ୍ରକାଶ କଲା ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା 

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ୩୬ ଜଣିଆ ସାଧାରଣ ସମ୍ପାଦକ ତାଲିକା ପ୍ରକାଶ ପାଇଛି । ସେମାନେ ହେଲେ ଏମାନଙ୍କ ମଧ୍ୟରେ 8 ଜଣ ମହିଳା ବି ସ୍ଥାନ ପାଇଥିବା ଜଣା ପଡିଛି |  ପୂର୍ବରୁ  ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ମହିଳା ବିଜୁ ଦଳର ୧୮…

କଳାହାଣ୍ଡି ଗସ୍ତରେ ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ବବି ଦାସ

କଲେ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ , ଦେଲେ ଜୁନାଗଡ଼ ଷ୍ଟାଡିଅମ ଉନ୍ନତିକରଣ ପ୍ରତିଶ୍ରୁତି  ଭୁବନେଶ୍ୱର (ଶାସକ ପ୍ରଶାସକ): ଦିନିକିଆ କଳାହାଣ୍ଡି ଗସ୍ତରେ ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆସି ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଛନ୍ତି | କରୋନା ସମୟରେ ବବି ଦାସଙ୍କ…

ବିଜେପି ତରଫରୁ ଲଇକେରା ବିଡିଓ କାର୍ଯ୍ୟାଳୟ ଘେରାଉ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା କିପରି ପୂର୍ଣ୍ଣ କରାଯାଇପାରିବ ଏହାକୁ ନେଇ ବାରମ୍ବାର ସନ୍ଦେହ ଉପୁଜିଛି। ଏହି ଆବାସ ଯୋଜନାକୁ ନେଇ ଦୁର୍ନୀତି ମଧ୍ୟ କମ ହୋଇନାହିଁ। ପ୍ରତ୍ୟେକ…