ଦଳର ବରିଷ୍ଠ ନେତ୍ରୀମାନଙ୍କୁ ଜିଲ୍ଲା ଇନଚାର୍ଜ ଭାବେ ଦାୟିତ୍ୱ ଦେଲା ବିଜେଡି 

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ଆଦେଶଗୁଡିକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇ ଦଳର ବରିଷ୍ଠ ନେତ୍ରୀ ମାନଙ୍କୁ ବିଭନ୍ନ ଜିଲ୍ଲା ଇନ ଚାର୍ଜ ଭାବେ ଦେଇ ଛନ୍ତି | ଆଜି ଦଳ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |

 ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ  ଗୀତା ବସ୍ତିଆଙ୍କୁ ଗଞ୍ଜାମ, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, କସ୍ତୁରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଓ ଭୁବନେଶ୍ୱର,  ଉର୍ମିଲତା ଦାସଙ୍କୁ ମୟୂରଭଞ୍ଜ, ପ୍ରଭାସିନୀ ଷଢଙ୍ଗିଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ସୁନ୍ଦରଗଡ, ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟାଗଡା, ଭାରତୀ ସିଂଙ୍କୁ ବାଲେଶ୍ୱର, କୁଞ୍ଜଲତା ସାମଲଙ୍କୁ  ନୟାଗଡ଼, ସଂଯୁକ୍ତା ମହଲା ଜଗତ୍ସିଂହପୁର, ନିବେଦିତା ମହାନ୍ତିଙ୍କୁ ମାଲକାନଗିରି, ସଂଘମିତ୍ରା ଢ଼ାଲିଙ୍କୁ କନ୍ଧମାଳ,  ରୀଜାୱାନା ବେଗମଙ୍କୁ ଯାଜପୁର, ମିନତୀ ଦେବତାଙ୍କୁ ସମ୍ବଲପୁର, ମୀତା ରାଉତଙ୍କୁ କେନ୍ଦ୍ରାପଡା,  ସରୋଜିନୀ ରାଜଙ୍କୁ  ଵଲାଙ୍ଗୀର, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ସଂଯୁକ୍ତା ମହାନ୍ତିଙ୍କୁ କଲାହାଣ୍ଡି, ସନ୍ଧ୍ୟା ବିଶ୍ୱାଳଙ୍କୁ ପୁରୀ, ରଞ୍ଜୁଲତା ରାୟ ସୋନପୁର, ରୁଣୁ ଜେନାଙ୍କୁ ନୁଆପଡା, ମୀରା ପରିଡାଙ୍କୁ କୋରାପୁଟ, ନିବେଦିତା ନାୟକଙ୍କୁ ବରଗଡ, ସରୋଜିନୀ ମହାପାତ୍ରଙ୍କୁ ଭଦ୍ରକ, ସମ୍ପା ମଜୁମଦାରଙ୍କୁ ନବରଂଗପୁର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଢେଙ୍କାନାଳ, ସାଗରିକା ମିଶ୍ରଙ୍କୁ ଝାରସୁଗୁଡା, ବାସନ୍ତୀ ସିଂଙ୍କୁ ବୌଦ୍ଧ, ବନଜା ମହାନ୍ତିଙ୍କୁ ଦେବଗଡ ଓ ବାସନ୍ତୀ ମହାପାତ୍ରଙ୍କୁ ଗଜପତି ଜିଲ୍ଲା ଦାୟିତ୍ୱ ଦିଆଯାଇଛି | 

Leave A Reply

Your email address will not be published.