Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ
ଓଡ଼ଗାଁ, ୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତରେ ରବିବାର ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇ!-->!-->!-->…
ଶେଷ ହେଲା ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ଶ୍ରୀ ବି.ଏଲ.ସନ୍ତୋଷ
ପାରିତ ହେଲା ରାଜନୈତିକ ଚିଠା, ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଉଭୟ କଂଗ୍ରେସ ଓ ବିଜେଡି ଦଳଗୁଡିକର ଆଚରଣକୁ ଦୃଢ ନିନ୍ଦା ରାଜ୍ୟ ସରକାରଙ୍କ ବିଭିନ୍ନ!-->!-->!-->!-->!-->…
ଝାରସୁଗୁଡ଼ାରୁ ପିସିସି ଟିମ୍ରେ ଦୁଇ ନୂଆ ମୁହଁ
ଭୁବନେଶ୍ୱର, ୫/୯: ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନୂତନ ଟିମ୍ ଘୋଷଣା କରାଯାଇଛି। ଏହି ଟିମ୍ରେ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ପ୍ରତିନିଧିତ୍ୱ ମିଳିଛି। ଝାରସୁଗୁଡ଼ାର ଅମିତା ବିଶ୍ୱାଳଙ୍କୁ ପିସିସିର ରାଜ୍ୟ ସାଧାରଣ ସମ୍ପାଦିକା ଏବଂ ସଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସମ୍ପାଦକ!-->…
ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଏମଏମଡିଆର ଆଇନ ବିରୋଧରେ ସେପ୍ଟେମ୍ବର ୮ରେ ଓଜେସିର ବିଶାଳ ପ୍ରତିବାଦ ଓ ଅର୍ଥନୈତିକ ଅବରୋଧ
ରାଜ୍ୟର ଆର୍ଥିକ କ୍ଷମତା ସଙ୍କୁଚିତ କରୁୂଥିବା ଏମଏମଡିଆର ଆକ୍ଟ ୨୦୨୬ ର ପ୍ରତ୍ୟାହାର ଦାବୀ କଲା ଓଜେସି
ଭୁବନେଶ୍ୱର (୬/୯/୨୦୨୬) ନିକଟରେ ସଂସଦରେ ପାରିତ ହୋଇଥିବା ଏମଏମଡିଆର ଆକ୍ଟ ୨୦୨୬ ଏବଂ ଏହି ଆଇନର ବିଭିନ୍ନ ପ୍ରାବଧାନ ଯୋଗୁଁ ଓଡ଼ିଶାର ଲକ୍ଷଲକ୍ଷ କୋଟିର ରାଜସ୍ୱ କ୍ଷତିକୁ ନେଇ!-->!-->!-->!-->!-->…
ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ
ଭବାନୀପାଟଣା ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୦୪/୦୯/୨୦୨୬ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ଓ ରାଧା ବେଶରେ ସଜେଇ ହୋଇ!-->!-->!-->…
ସରକାରଙ୍କ ଅପାରଗପଣିଆ ପାଇଁ ରାଜ୍ୟରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି: ବିଜେଡି
ଓଡ଼ିଶାରୁ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ
ଚାଉଳ ନ ଉଠିବାରୁ ରାଜ୍ୟରେ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି
ଓଡ଼ିଶାକୁ ଅଣଦେଖା କରି ଅନ୍ୟ ରାଜ୍ୟଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର
ଏଫସିଆଇ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା ଯୋଗାଣ ମନ୍ତ୍ରୀ!-->!-->!-->!-->!-->!-->!-->!-->!-->!-->…
ହଳଦୱାନି ପ୍ରସଙ୍ଗକୁ ନେଇ ଝାରସୁଗୁଡାରେ କଂଗ୍ରେସର ବିକ୍ଷୋଭ, ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡା: ଉତ୍ତରାଖଣ୍ଡର ହଳଦୱାନିରେ ଭାରତୀୟ ଜାତୀୟ କଂଗ୍ରେସର ଜାତୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ସଭାସ୍ଥଳକୁ ଶୁଦ୍ଧିକରଣ କରାଯାଇଥିବା ଅଭିଯୋଗକୁ କେନ୍ଦ୍ର କରି ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚା ଜାରି ରହିଥିବାବେଳେ, ଏହାର ପ୍ରତିବାଦରେ ମଙ୍ଗଳବାର ଝାରସୁଗୁଡା ଜିଲ୍ଲା!-->!-->!-->…
“ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ : ଓଡ଼ିଶାର କ୍ଷତି ହେବ ନାହିଁ ବୋଲି ବିଜେପିର ଯୁକ୍ତି ଏକ ଡାହା ମିଛ”
"ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା ।"
ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ!-->!-->!-->!-->!-->!-->…
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ଛାତ୍ର ବିଜେଡି ପକ୍ଷରୁ ଆଜି ଏକ ବିଶାଳ କର୍ମଶାଳା ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜେନ୍ ଜିଙ୍କ ସ୍ଥିତି ଏବଂ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ!-->!-->!-->…
ପୌର ସ୍ୱାୟତ୍ତ ଶାସନ ଦିବସକୁ ନେଇ ରାଜନୀତି ତେଜ, ପ୍ରୋଟୋକଲ୍ ପ୍ରସଙ୍ଗରେ ବିଜେପିର ପ୍ରଶ୍ନ
ଝାରସୁଗୁଡ଼ା, ୩୧/୮: ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ଆୟୋଜିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ପାଳନକୁ ନେଇ ରାଜନୀତି ତେଜ ହୋଇଛି। ସରକାରୀ ପ୍ରୋଟୋକଲ୍ର ଅନୁପାଳନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ ନକରାଯିବା ଅଭିଯୋଗ ଉଠାଇ ବିଜେପି ପକ୍ଷରୁ ରବିବାର ବିଟିଏମସ୍ଥିତ ବିଜେପି!-->…