Browsing Category

ରାଜନୀତି

ସାଇପାଲି ସମବାୟ ସମିତି ବ୍ୟାଙ୍କ ଆଗରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଧାରଣା ।

ପଦ୍ମପୁର:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଆହ୍ୱାନ କ୍ରମେ  ଧାରଣା ଦେଇଛନ୍ତି । ଚାଷୀମାନଙ୍କ ରବିଧାନ ବିକ୍ରି କରିବାକୁ ଟୋକନ…

ବିଜେଡି ସାଂସଦଙ୍କ କୋଭାକ୍ସିନ ଟୀକା ବିଷୟରେ ଜନବିରୋଧୀ ମନ୍ତବ୍ୟ ଦେବା ଦଣ୍ଡନୀୟ ଅପରାଧ: ଲେଖାଶ୍ରୀ

ଭୂବନେଶ୍ୱର: ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ କୋଭାକ୍ସିନ ଟୀକାକୁ ନେଇ ଯେଉଁ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରୀ ପଟ୍ଟନାୟକଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତକାରୀ, ଦ୍ୱନ୍ଦ ସୃଷ୍ଟିକାରୀ ଏବଂ ଜନବିରୋଧୀ…

ଟିକା ପାଇଁ ଗ୍ଲୋବାଲ ଟେଣ୍ଡରରେ ସରକାରଙ୍କ ଆନ୍ତରିକତା ନାହିଁ – ନରସିଂହ

"ପ୍ରଧାନମନ୍ତ୍ରୀ ମୋଦି ଯେପରି କରୋନା ଟିକା, କରୋନା ଓ ତାର ଚିକିତ୍ସାକୁ ନେଇ ମିଥ୍ୟା ଭାଷଣ ଦେଇ ପରେ ଲୋକ ହସା ହେଉଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସେଭଳି ନ ହୁଅନ୍ତୁ" ବଲାଙ୍ଗିର,/ ନିରୋଜ ମିଶ୍ର - କରୋନା ଟିକା କିଣାକୁ ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଏକ ପ୍ରହସନ ବୋଲି…

“ୱାନ ଡିଷ୍ଟ୍ରିକ୍ଟ – ୱାନ କୋଭିଡ୍-୧୯ ହେଲ୍ପ ଡେସ୍କ” ଆଧାରରେ ସମଗ୍ର ଦେଶରେ କୃଷକ ମୋର୍ଚ୍ଚାର ୮୨୪ଟି ହେଲ୍ପ ଡେସ୍କର…

କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କୃଷକ ମୋର୍ଚ୍ଚାର ଅଗଣିତ କାର୍ଯ୍ୟକର୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ : ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଭୂବନେଶ୍ୱର : କରୋନା ସଂକ୍ରମଣ ୨ୟ ଲହରରେ ଦେଶର ଗ୍ରାମାଂଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ଗ୍ରାମାଂଚଳରେ ଟେଷ୍ଟିଂ,…

ସର୍ବଦଳୀୟ ବୈଠକରେ ରାଜ୍ୟ ସରକାରଙ୍କୁ ପରାମର୍ଶ ସହ ପ୍ରସ୍ତାବ ଦେଲା ବିଜେପି

  କୋଭିଡ୍ ସଠିକ ତଥ୍ୟ ଦେବା,ଟେଷ୍ଟି ଓ ଟ୍ରେସିଂକୁ ଗୁରୁତ୍ୱ ଏବଂ କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି ଗଠନ ନେଇ ଅପେକ୍ଷା ରଖିଲା ବିଜେପି : ବିଷ୍ଣୁ ସେଠୀ ଭୁବନେଶ୍ୱର,: ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ବିଧାନସଭାରେ ବସିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ…

ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ମେ ୫ କେନ୍ଦୁଝର କୋଭିଡ୍ ପରିଚାଳନର କାଳରାତ୍ରୀ, ବିଭିଷିକାର ବିଚାର ବିଭାଗୀୟ ତଦନ୍ତ ଦାବୀ ଭୂବନେଶ୍ୱର / କେନ୍ଦୁଝର : କୋଭିଡ୍ ଡାକ୍ତରଖାନା ନିକଟ ରାସ୍ତା ଧାରରେ ଚିକିତ୍ସାଧୀନ ରୋଗୀଙ୍କ ମୃତ ଶରୀର ଉଦ୍ଧାର ଭଳି ଅମାନୁଷିକ ଘଟଣା କେନ୍ଦୁଝର ଜିଲ୍ଲାର କୋଭିଡ୍ କୁପରିଚାଳନାକୁ ପଦାରେ ପକେଇ…

ବିଜେଡ଼ିରେ ସାମିଲ୍ ହେଲେ ୪ ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି

ପିପିଲି (ଶାସକ ପ୍ରଶାସକ) : ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଶ୍ରୀ ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର…

ରେଢାଖୋଲରେ କୋଭିଡ ଡାକ୍ତରଖାନା ଖୋଲା ଯାଉ, ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ଖୋଲାଯାଉ ବୋଲି ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କରୋନା ମହାମାରୀ ରୂପ ଧାରଣ…

ଦିଲ୍ଲୀ ବିଜେପି ରିଲିଫ ଅଭିଯାନ ଦାୟିତ୍ୱରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ୱର : ଦିଲ୍ଲୀରେ କୋଭିଡ ପରିସ୍ଥିତିକୁ  ନେଇ ଲୋକଙ୍କୁ ସାହାଯ୍ୟ ଲକ୍ଷ୍ୟରେ ବିଜେପି ପକ୍ଷରୁ 'ମେରା ବୁଥ କରୋନା ମୁକ୍ତ' ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରମୁଖ ତଦାରଖ ଦାୟିତ୍ୱରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ…

ଦଳବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେଡି ନେତା ନିଲମ୍ବିତ | 

ଭୁବନେଶ୍ୱର (ଶାସକ ପ୍ରଶାସକ) :ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡ ଜିଲ୍ଲାର ଦୁଇ ବିଜେଡି ନେତା ନିଲମ୍ବିତ ହୋଇଛନ୍ତି | ସେମାନେ ହେଲେ ଅମରେଶ ପଣ୍ଡା ଓ ବିନୟ ପଣ୍ଡା | ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ  ଏହି ଦୁଇ ନେତାଙ୍କୁ  ନିଲମ୍ବନ କରାଯାଇଥିବା…