Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଖଡ଼ଗେଙ୍କ ଗସ୍ତ ପରେ ‘ଶୁଦ୍ଧିକରଣ’କୁ ବିରୋଧ; ଝାରସୁଗୁଡାରେ କଂଗ୍ରେସର ପ୍ରତିବାଦ
ଝାରସୁଗୁଡା, ୧୪/୮: ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବା ପରେ ସ୍ଥାନଟି ‘ଅପବିତ୍ର’ ହୋଇଥିବା ଦର୍ଶାଇ କିଛି ବିଜେପି କର୍ମୀଙ୍କ ପକ୍ଷରୁ ‘ଶୁଦ୍ଧିକରଣ’ କାର୍ଯ୍ୟକ୍ରମ ଆୟୋଜନକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି!-->…
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ୧୧ ଦଫା ଦାବି
ବଲାଙ୍ଗିର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ (BCJD) ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍ମିଟ୍ ଆୟୋଜିତ ହୋଇଥିଲା। ଏଥିରେ BCJD ବଲାଙ୍ଗିର ସଭାପତି ସୁମନ କୁମାର ନନ୍ଦ ବଲାଙ୍ଗିରର ଉଚ୍ଚଶିକ୍ଷା, ଭିତ୍ତିଭୂମି ଓ ଐତିହ୍ୟର ବିକାଶ!-->!-->!-->…
ବରପାଲିରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ବିଜେପୁର : ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ନାରା ଏବଂ ମନରେ ମାତୃଭୂମି ପ୍ରତି ସମ୍ମାନ। ଏଭଳି ଦେଶପ୍ରେମର ଭାବନାରେ ଗୁଞ୍ଜରିତ ହୋଇଥିଲା ବରପାଲି ସହର।ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବରପାଲିରେ ଅନୁଷ୍ଠିତ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର!-->!-->!-->…
ନାରୀ ନିର୍ଯାତନା ବଢ଼ି ଚାଲିଛି, ମୌନ ବ୍ରତରେ ମୋହନ – କଂଗ୍ରେସ
"ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ଆଜି ଜାତୀୟ ସ୍ତରରେ ରାଜ୍ଯର ଛବିକୁ ମଳିନ କରିଛି"
ଭୁବନେଶ୍ୱର ; ରାଜ୍ଯରେ ବାରମ୍ବାର ଦୁଷ୍କର୍ମ, ଗଣ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ,ଅସଦାଚରଣ ବଢି ବଢି ଚାଲିଥିଲା ପରେ ମଧ୍ୟ ନିରବଦ୍ରଷ୍ଟା ବିଭାଗ, ରାଜ୍ୟର ଗୃହ ବିଭାଗ!-->!-->!-->!-->!-->!-->!-->…
ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
ରାଜ୍ୟ ସରକାର ଓ ଟାଟା ପାୱାରର ମଧୁଚନ୍ଦି୍ରକାରେ ବଳି ପଡୁଛନ୍ତି ନିରୀହ ଉପଭୋକ୍ତା
ସିଏଜି ଅଡିଟ୍ ସମ୍ପର୍କରେ ରାଜ୍ୟ ସରକାର ଚୁପ୍ କାହିଁକି ?
ଅଧିକ ମୂଲ୍ୟରେ ସ୍ମାର୍ଟ ମିଟର କିଣାଯିବାର ରହସ୍ୟ କ’ଣ ?
ଭୁବନେଶ୍ୱର, ୧୦/୦୮/୨୦୨୬: ଟାଟା ପାୱାର ଓଡିଶାକୁ ଆସିବା ଆଗରୁ ପୂର୍ବ!-->!-->!-->!-->!-->!-->!-->!-->!-->…
ଓପିସିସିକୁ ରିଲିଫ୍ ସହାୟତା ପ୍ରଦାନ କଲେ ନିରଞ୍ଜନ
ଭୁବନେଶ୍ୱର, ତା ୭.୮.୨୬ ରିଖ:- ଚଳିତ ବର୍ଷ ବନ୍ୟା ଦ୍ୱାରା ରାଜ୍ୟର ୮ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର,ଜଗସିଂହପୁର,କଟକ ଏବଂ କେଉଁଝର ପ୍ରଭାବିତ ହୋଇଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା। ବିଶେଷ କରି ତାଙ୍କ ପାଖରେ ଖାଦ୍ୟ!-->!-->!-->…
ଉଦେ୍ଦଶ୍ୟମୂଳକ ଭାବେ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ମିଥ୍ୟା ଖବର ପରିବେଷଣ କରୁଛି ଓଡିଶା ରିପୋର୍ଟର :…
ଭୁବନେଶ୍ୱର, ୦୫/୦୮/୨୦୨୬: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କିତ ଏକ ଖବର ଓଡିଶା ରିପୋର୍ଟରରେ ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ଏହାକୁ ଦୃଢ଼ ଖଣ୍ଡନ କରିଛି । ଏହି ଖବର ସତ୍ୟ ଉପରେ ଆଧାରିତ ନୁହେଁ ଓ ଉଦେଶ୍ୟ ପ୍ରଣୋଦିତ ଭାବେ ନବୀନ!-->…
ବନ୍ୟା ପୀଡିତଙ୍କୁ ରିଲିଫରୁ କ୍ଷତିପୂରଣ ସବୁ କ୍ଷେତ୍ରରେ ସରକାର ବିଫଳ: ଓଜେସି
‘ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର’ ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି
ଭୁବନେଶ୍ୱର, (୦୪.୦୮.୨୦୨୬): ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଘୋଷଣାରେ ଘୋର ଅବ୍ୟବସ୍ଥା ପ୍ରସଙ୍ଗରେ ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ!-->!-->!-->!-->!-->…
ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କାଶୀନଗର ବ୍ଲକ ସୀତାପୁର ମଣ୍ଡଳ ଅନ୍ତର୍ଗତ ରାଣିପେଣ୍ଠା ଗ୍ରାମ ଠାରେ ମାସିକ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂଗଠନିକ ଆଲୋଚନା କରିବା ସହ ଏସ.ଆଇ.ଆର୍!-->!-->!-->…
ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି ରାଜ୍ୟ ସରକାର: ବିଜେଡି
ମହାନଦୀ ଜଳ ବିବାଦର ସମାଧାନ କରିବାରେ ବିଜେପି ବିଫଳ
ଓଡ଼ିଶାରେ ଉପୁଜିଥିବା ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ମନୁଷ୍ୟକୃତ
ଟ୍ରିପଲ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦ ସମାଧାନରେ ବିଳମ୍ବ
ସମନ୍ୱୟ ଅଭାବରୁ ଓଡ଼ିଶାବାସୀ ଉପେକ୍ଷିତ ହେଉଛନ୍ତି
ବୈଠକରେ ହୋଇଥିବା ଆଲୋଚନାକୁ!-->!-->!-->!-->!-->!-->!-->!-->!-->!-->…