Browsing Category

ରାଜନୀତି

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ଝାରସୁଗୁଡା/ ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା, ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ମାତ୍ର ୬୩ ବର୍ଷ ବୟରେ ଅକାଳ ବିୟୋଗ ଘଟିଛି । 1990ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ମହାନ୍ତି…

ପଂଚାୟତ ଓ ପୌର ଭୋଟ ଆଗରୁ ବିଜେଡିରେ ଫଟାଫଟି !

ନେତାଙ୍କ ଭିତରେ ମନ ମେଳ ନାହିଁ କିଏ କରେଇବ ମିଟି ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ରାଜ୍ୟରେ ପଞ୍ଚାୟତ ଓ ପୋୖରପରିଷଦ ନିର୍ବାଚନ ପାଇଁ ସବୁ ଦଳରେ ଏବେ ତତ୍ପରତା ଦେଖା ଦେଇଛି I ବିଜେଡି ସବୁ ଦିଗରୁ ସୁଦୃଢ଼ ଥିଲେ ବି ଘୁ.ଉଦୟଗିରି ବିଜେଡିରେ କେଁ ଥିବା ଦେଖା ଦେଇଛି I ଏହି ବିବାଦ ପୂର୍ବତନ…

କୃଷି ବିଭାଗରେ ୨୦୦ କୋଟିରୁ ଉର୍ଧ୍ଵ ଟଙ୍କାର ଘୋଟାଲାର ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

ଘୋଟାଲା ବିରୁଦ୍ଧରେ ସିବିଆଇ ତଦନ୍ତ ଦାବୀ ସହ ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା…

ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : , ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ ବେ,ଜେ, ଡି ର 25 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ, ଏହି ବ୍ଲକ ଅଧିନ, ନମାରୋ ଗ୍ରାମ ପଡ଼ିଆ ଠାରେ ରବିବାର ଦିନ ରୌପ୍ୟ ଜୟନ୍ତି ସମାରୋହ ପାଳିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ମନ୍ତ୍ରୀ ତୁଷାର କାନ୍ତି ବେହେରା,…

ମହାମିଶ୍ରଣ : ବିଜେଡିରେ ଯୋଗଦେଲେ ବହୁ ବିଜେପି-କଂଗ୍ରେସ ନେତା ଓ କର୍ମୀ

ନୟାଗଡ଼ (ବିଶ୍ଵଜିତ ନାୟକ)-ନୟାଗଡ଼ ପୌରପରିଷଦ ଅଂଚଳର ବହୁ ପ୍ରମୁଖ ବିଜେପି ଓ କଂଗ୍ରେସ ନେତା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଇଛନ୍ତି | ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟ ଆଯି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼…

ବିକ୍ଷୋଭ ବେଳେ ବିଜେପିର ଅସଲ ଚେହେରା ଦେଖିଲା ଓଡ଼ିଶା: ବିଜେଡି

 ବିଜେପି ଯୁବମୋର୍ଚ୍ଚାର ହିଂସାତ୍ମକ ଆଚରଣ ଓ ଗୁଣ୍ଡାଗର୍ଦ୍ଦି  ପୁଲିସକୁ ବାଡେଇଲେ, ଗାଡ଼ି ଭାଙ୍ଗିଦେଲେ  ସାମ୍ବାଦିକଙ୍କୁ ବି ଛାଡ଼ିଲେନି, ଢେଲାମାଡ଼ରେ ଅନେକ ଆହତ ଭୁବନେଶ୍ୱର,: ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ…

ଅଭିଯୁକ୍ତ ଜହ୍ଲାଦ ଗୋବିନ୍ଦ ସାହୁକୁ ଖସାଇବା ଲାଗି ବିଜେପିର ବଡ ଷଡଯନ୍ତ୍ର: ବିଜେଡି

ମମିତା ଘଟଣାରେ ପଦାରେ ପଡିଲା ବିଜେପି ନେତାଙ୍କ ଅସଲ ଚେହେରା ଗୋବିନ୍ଦ ସପକ୍ଷରେ ମାମଲା ଲଢୁଛନ୍ତି ଜଣାଶୁଣା ବିଜେପି ନେତା ଭୁବନେଶ୍ୱର(ଶାସକ ପ୍ରଶାସକ): ମମିତା ମେହେର ହତ୍ୟାା ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ…

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କ ପାଇଁ ଲଢେଇ କରୁଥିବା ମୋ ପାର୍ଟିର ଦୁଇ ଜଣ କାର୍ଯ୍ୟକର୍ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ଘଟଣାରେ…

ନରସିଂହ ମିଶ୍ର ଭୁଲକଥା କହି ବିଭ୍ରାନ୍ତ କରୁଛନ୍ତି : ବିଜେଡି

କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହିତ ମିଶି ବିଧାନସଭାକୁ ଚଳାଇଦେଉନାହାନ୍ତି ଗୃହ ଚଳାଇବାକୁ କଂଗ୍ରେସ ରାଜି ଅଛି କହିବା ଦୁର୍ଭାଗ୍ୟଜନକ ଭୁବନେଶ୍ୱର: କଂଗ୍ରେସ ଗୃହ ଚଳାଇବାକୁ ରାଜି ଅଛି ବୋଲି ଶ୍ରୀ ନରସିଂହ ମିଶ୍ର କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ସାରା ଓଡିଶା…

ଶାଳୀନତାର ସବୁ ସୀମା ଲଂଘୁଛି ବିଜେପି: ବିଜେଡି

 ଆଚରଣ ଓ ଉଚ୍ଚାରଣ ଓଡ଼ିଆ ସଂସ୍କୃତିର ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ମହଙ୍ଗା ପଡ଼ିବ କ୍ଷମା କରିବେ ନାହିଁ ରାଜ୍ୟବାସୀ ପ୍ରତ୍ୟାଖ୍ୟାତ ନେତାଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଗତ କିଛି ବର୍ଷ ହେଲା ରାଜ୍ୟ ବିଜେପି ଶାଳୀନତାର…