Browsing Category

ରାଜନୀତି

ନିର୍ବାଚନ ରଣାଙ୍ଗନରେ ୩ ପ୍ରମୁଖ ରାଜନୈତିକ ଦଳ ; ପ୍ରାର୍ଥୀ ଚୟନ ପାଇଁ ଜୋରଦାର ଉଦ୍ୟମ

ସୁବିଧାଜନକ ସ୍ଥିତିରେ ବିଜେଡି, ପ୍ରାର୍ଥୀ ଚୟନକୁ ନେଇ ଅଡୁଆରେ ବିଜେପି , କଂଗ୍ରେସର କଚ୍ଛପ ଗତି ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଡ଼ଙ୍ଗୀ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପଂଚାୟତ ନିର୍ବାଚନ…

ଚଳଚଞ୍ଚଳ ଗାଁ ରାଜନୀତି : ଗଡ଼ ଜଗିଲେଣି ନେତା

ନେତାଙ୍କ ଦକ୍ଷତାର ମାପକାଠି ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳ  ଭଞ୍ଜନଗରରୁ ନିଲୁ ବିଷୋୟୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଭଞ୍ଜନଗର ବ୍ଲକ ରେ ଫେବ୍ରୁଆରୀ ୨୪ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତାରିଖ ଘୋଷଣା ହୋଇଛି ।…

ଉଦଘାଟିତ ହେଲା ବିଜେପିର ପଞ୍ଚାୟତ ନିର୍ବାଚନ କଣ୍ଟ୍ରୋଲ ରୁମ

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କାର୍ୟ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ । ଏହି କଣ୍ଟ୍ରୋଲ ରୁମ ଏକ ସେତୁ ଭଳି କାମ କରିବ । ଆସନ୍ତା ୨ ଦିନ ଭିତରେ ନୋମିନେସନର ପ୍ରକ୍ରିୟା ଆରମ୍ଭ ହେବ ଅଥଚ ରାଜନୈତିକ ଦଳକୁ ଭୋଟର ତାଲିକା ଯୋଗାଇ ଦିଆଯାଇନାହିଁ। ରାଜ୍ୟ…

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା : ଦଳରୁ ଇସ୍ତଫା ଦେଲେ ମହିଳା ଜିଲ୍ଲା ପରିଷଦ ସଭ୍ୟ

ବରଗଡ଼ : ବରଗଡରେ ବିଜେପିକୁ ଲାଗିଛି ଝଟକା | ଦଳ ପଂଚାୟତ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଓ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଆଉ ମାତ୍ର ହାତଗଣତି କେଇ ଦିନ ବାକି ଥିବା ବେଳ ଜିଲ୍ଲାର  ପାଇକମାଲ 2 ନମ୍ବର ଜିଲ୍ଲା ପରିଷଦ ଜୋନର ବର୍ତ୍ତମାନ ଜିଲ୍ଲା ପରିଷଦ ଶ୍ରୀମତି ରାମଲା ଲୁହାର ଗତ ବାର…

ବିଜେଡିରେ ନୂଆ ପଦାଧିକାରୀ : ପ୍ରଦୀପ ଓ ପ୍ରଫୁଲ୍ଲ ମାଝୀ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ବିଜୁ ଜନତା ଦଳରେ ନୂଆ ପଦାଧିକାରୀଙ୍କୁ ନିଯୁକ୍ତି ମିଳିଛି | ଏହି ନବନିଯୁକ୍ତ ତାଲିକାରେ ସ୍ଥାନ ପାଇଛନ୍ତି କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା କିଛି ନେତା | ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଏହି କର୍ମକର୍ତ୍ତାମାନଙ୍କୁ…

ବିଜେଡିରେ ସାମିଲ ହେଲେ ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳରପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ୱାର୍ଡମେମ୍ବର , ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ…

ରଣପୁରରେ ଫଳକ ରଣ : ଉପାଧ୍ୟକ୍ଷଙ୍କ ଅଭିଯୋଗ, ଉପେକ୍ଷା କରିଛି ପ୍ରଶାସନ !

ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ  ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା  ମିଶନଶକ୍ତି ଗୃହର ଶିଳାନ୍ୟାଶ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି…

ଖାଲି ଖାଲିରେ ଚାଲିଛି ପଦ୍ମପୁର ଉପଖଣ୍ଡ ପ୍ରଶାସନ !

ପୁରଣ କରିବାକୁ ଦାବିପତ୍ର ଦେଲେ ସାଂସଦଙ୍କ ସ୍ଥାନୀୟ ପ୍ରତିନିଧି ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଜିଲ୍ଲାର ସର୍ବବୃହତ ଉପଖଣ୍ଡ lପଦ୍ମପୁର ଉପଖଣ୍ଡ ଅଧିନରେ ଛଅ ଗୋଟି ବ୍ଳକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ…

ଭାରତୀୟ ଜନତାପାର୍ଟି ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ରବିବାର ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ନିର୍ବାଚନ ନିମନ୍ତେ ତୁମ୍ଭଅଣ୍ଡେଇସାହି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଚୟନ ନିମନ୍ତେ ବୈଠକ ତୁମ୍ବେଶ୍ୱର ମହାଦେବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସରପଞ୍ଚ ପ୍ରାଥୀନୀ ପାଇଁ ଶ୍ରୀମତୀ…

ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ବଲାଙ୍ଗିର (ନିରୋଜ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ପୂର୍ବତନ ୱାର୍ଡ ମେମ୍ବର ମଟିଆ ଜାଲ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଆଦର୍ଶ ଏବଂ ତାଙ୍କ ଉନ୍ନୟନାଭିମୁଖୀ କାର୍ଯ୍ୟକ୍ରମରେ…