ବିଜେଡ଼ି ଅଫିସ୍ ଉଦ୍ ଘାଟନ କଲେ ଜିଲ୍ଲା ସଭାପତି ଶ୍ରୀସୁଧୀର ଦାସ।

0

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ, ମାଝିଗୁଡା, କଲ୍ୟାସିଂହପୁର, ତିନୋଟି ସ୍ଥାନ ରେ ବିଜେଡ଼ି ଅଫିସ୍ ଉଦଘାଟନ କଲେ ରାୟଗଡା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାସ। ପ୍ରଥମେ କର୍ମୀ ମାନେ ଏକତ୍ରିତ ହୋଇ ସଭାପତି ଙ୍କୁ ପୁଷ୍ପଗୁଚ୍ଛ ଦେଇ ହୁଲହଳି ସହିତ ଅଫିସ୍ କୁ ସ୍ଵାଗତ କରି ପାଛୋଟି ନେଇଥିଲେ ଏହା ପରେ ସଭାପତି ଶ୍ରୀ ସୁଧୀର ଦାସ ରିବନ୍ କାଟି ବିଜେଡ଼ିଅଫିସ୍ ଉଦଘାଟନ କରିଥିଲେ ପରେ ଗୃହ ପ୍ରବେଶ କରି ବିଶେଷ ପୂଜାର୍ଚ୍ଚନା କରିଥିଲେ ଏହି ସମୟରେ ବିଜୁ ଜନତା ଦଳର ରଜ୍ୟ ସଭା ସାଂସଦ ପ୍ରତିନିଧି ଶ୍ରିନୁ ବାସ ରାଓ,ବ୍ଲକ ସଭାପତି ସୁନ୍ଦର ରାଓ ବାଗ୍,ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ସରପଞ୍ଚ ପ୍ରାଥି ସଞ୍ଜୟ ନିଶିକା, ଜିଲ୍ଲା ପରିଷଦ ପ୍ରାଥି ଭୂମି ମାଧବ ରାଓ, ବିଜେଡି ଦଳୀୟ କର୍ମୀ ନେତା ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.