ବାସୁଦେବପୁର/ପ୍ରତାପ ପାଢ଼ୀ-ପଞ୍ଚାୟତ ନିର୍ବାଚନ ରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମପଞ୍ଚାୟତର ଦେବାଶିଷ ଗିରି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ର ପ୍ରତିବାଦ କରି ବାସୁଦେବପୁର ର ବିଭିନ୍ନ ଥାନା ଆଗରେ ବାସୁଦେବପୁର ବିଜେପି ର ବିଭିନ୍ନ ମଣ୍ଡଳ ତରଫ ରୁ ୨ଘଣ୍ଟିଆ “ଶାନ୍ତି ପାଇଁ ସତ୍ୟାଗ୍ରହ” କରାଯାଇଛି l ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ବିଧାନ ସଭା ମଣ୍ଡଳୀ ନେତା ମାଧବ। ନନ୍ଦ ମଲ୍ଲିକ, ନେତୃତ୍ୱ ରେ ସମସ୍ତ ମଣ୍ଡଳ ସ୍ତର ରେ କାର୍ଯ୍ୟକର୍ତ୍ତା, ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post