Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀଙ୍କୁ ଡରାଇବାକୁ ଉଦ୍ୟମ କରନ୍ତୁ ନାହିଁ ସରକାର
କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସଙ୍ଗ
ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ଶିକ୍ଷାନୁଷ୍ଠାନରେ ବିଜେପି ନେତାଙ୍କ ଅନାବଶ୍ୟକ ହସ୍ତକ୍ଷେପ ଯୋଗୁ, ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି
‘ଜେନ-ଜି’ଙ୍କ!-->!-->!-->!-->!-->!-->!-->!-->…
ଏମ୍ଏମ୍ଡିଆର୍ ବିଲ୍କୁ ନେଇ ଝାରସୁଗୁଡ଼ାରେ ମଶାଲ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦଙ୍କ କୁଶପୁତ୍ତଳିକା…
ଝାରସୁଗୁଡ଼ା: ଏମ୍ଏମ୍ଡିଆର୍ ବିଲ୍କୁ ନେଇ ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ପ୍ରଶ୍ନରେ ରାଜ୍ୟ ସରକାର ଓ ବିଜେପିର ୨୦ ଜଣ ସାଂସଦ ନୀରବ ରହିଥିବା ଅଭିଯୋଗ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ସମେତ ଇଣ୍ଡିଆ ଗଠବନ୍ଧନର ବିଭିନ୍ନ ଦଳ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି।
!-->!-->…
ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ବିଜେପି ସାଂସଦ: ବିଜେଡି
ଏମ୍ଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ
ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚୁପ ରହିଲେ ବିଜେପି ସାଂସଦ
ସଂସଦରେ ବିଲ ବାବଦରେ ମୁଁହ ଖୋଲିଲେ ନାହିଁ ବିଜେପି ସାଂସଦ
ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି
ଭୁବନେଶ୍ୱର, ୨୩/୦୮/୨୦୨୬: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ!-->!-->!-->!-->!-->!-->!-->!-->!-->!-->!-->…
ଲଇକେରାରେ ବିଜେଡିକୁ ବିଜେପିର ଜବାବ: ବିକାଶ ପ୍ରସଙ୍ଗରେ ମୁହାଁମୁହିଁ
ଝାରସୁଗୁଡ଼ା, ୨୩/୮: ଲଇକେରା ଅଞ୍ଚଳର ବିକାଶ ଓ ଲୋକଙ୍କ ସମସ୍ୟାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି। ଲଇକେରା ସାହାସପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ସମାଲୋଚନାର ଜବାବ ଦେଇ ଦଳୀୟ!-->!-->!-->…
ଟଙ୍କଧରଙ୍କ ନେତୃତ୍ୱରେ ଆସ୍ଥା, ବିଜେପିରେ ମିଶିଲେ ବିଜେଡି କର୍ମୀ
ଝାରସୁଗୁଡ଼ା, ୨୩: ଝାରସୁଗୁଡ଼ା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ କୋଲାବିରା ବ୍ଲକ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
ଝାରସୁଗୁଡ଼ା ବ୍ଲକ ପତ୍ରାପାଲି ଗ୍ରାମପଞ୍ଚାୟତର ଅମିତ!-->!-->!-->…
ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ…
ବଲାଙ୍ଗିର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଆଜି ବଲାଙ୍ଗିରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଆୟୋଜିତ ହୋଇଥିଲା। ଏହି ଅବସରରେ ଶତାଧିକ ଯୁବ ଓ ଛାତ୍ର କର୍ମୀ ଏକତ୍ରିତ ହୋଇ!-->…
ଏସ୍ଆଇଆର୍ରେ ଅନିୟମିତତା ଅଭିଯୋଗ: ଅଗଷ୍ଟ ୨୩ରୁ ମୁତୟନ ହେବେ ବିଜେଡିର ଆଇନଜୀବୀ
ଝାରସୁଗୁଡ଼ା, : ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ଏସ୍ଆଇଆର୍ ପ୍ରକ୍ରିୟାରେ ଫର୍ମ-୭ ଆବେଦନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ (ବିଜେଡି)। ଏନେଇ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଦଳ ପକ୍ଷରୁ ପ୍ରେସମିଟ୍ରେ ରାଜ୍ୟ ବିଜେଡି ପରିଷଦ ସଦସ୍ୟ ତାପସ!-->!-->!-->…
ଆଞ୍ଚଳିକ ଦଳ ଛାଡ଼ି ବିଜେପିରେ ଆଡମା ରାବା ଶତାଧିକ ସମର୍ଥକଙ୍କ ସହ ଯୋଗଦାନ,
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲାରେ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ ଜିଲ୍ଲା ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜେଡିରୁ ଇସ୍ତଫା ଦେବାର!-->!-->!-->!-->!-->!-->!-->…
ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ନୀଳକଣ୍ଠପୁରରେ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହେଲେ ସାଂସଦ
ବାଜି ରାଉତ ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ
• ‘ଶହୀଦ ବାଜି ରାଉତ ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ବୀରତ୍ୱର କଥା ମନେପକାଇଲେ• ବାଜି ରାଉତଙ୍କ ଜନ୍ମସ୍ଥାନକୁ "ପ୍ରେରଣାର କେନ୍ଦ୍ର" ଭାବେ ଗଢ଼ିତୋଳିବା ପାଇଁ ଉଦ୍ୟମ କରିବା•!-->!-->!-->!-->!-->!-->!-->…
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଗସ୍ତ ପୂର୍ବରୁ ପୁଲିସର ‘ପ୍ରିଭେଣ୍ଟିଭ୍ ଆକ୍ସନ’
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ନେତାଙ୍କୁ ପୁଲିସର ଅଟକ । ମାଲକାନଗିରି ଏମଭି-୭୯ରେ ବିଜେଡି ଛାତ୍ରନେତା ରାକେଶ ମଣ୍ଡଳଙ୍କୁ ପ୍ରାୟ ଦୁଇ ଘଣ୍ଟା ଅଟକ ରଖି ପଚରାଉଚରା । ମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ ଆଶଙ୍କାରେ ପୁଲିସର ପଦକ୍ଷେପ ।!-->!-->!-->…