Browsing Category

ରାଜନୀତି

ସୂର୍ଯ୍ୟଙ୍କ ମନ୍ତବ୍ୟ ପାଗଳାମି- ଦାମ

  ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତଲି ଦ୍ୱାରା ପ୍ରଭାବିତ ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୮ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଜିଲ୍ଲାର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜିରୋ କାଜୁଆଲିଟି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଯେତିକି ଦୁଃଖ ଦାୟକ ସେତିକି ଦୁର୍ଭାଗ୍ୟଜନକ । ଏହା ତାଙ୍କର…

ମୁଖ୍ୟମନ୍ତ୍ରୀଙ୍କ ୭୩ ବର୍ଷରେ ପଦାର୍ପଣ : ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୧୧୭୩ ୟୁନିଟ୍‍ ରକ୍ତ ସଂଗୃହିତ

ଭୁବନେଶ୍ୱର: ଲଗାତାର ଭାବେ ଚତୁର୍ଥ ଥର ଓଡିଶା ବାସୀଙ୍କ ହୃଦୟ  ଜିତି ସରକାରର ନେତୃତ୍ୱ ହେଇ ଆସିଥିବା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ୭୩ ବର୍ଷରେ ପଦାର୍ପଣ  ଦିବସରେ  ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମେତ ନିମାପଡ଼ା, ବ୍ରହ୍ମପୁର, କୁଚିଣ୍ଡା, ଅନୁଗୁଳ, ବୌଦ୍ଧ,…

“ପ୍ରକୃତିର କଷ୍ଟଠାରୁ ମନ୍ତ୍ରୀ ଓ ଅଧିକାରୀଙ୍କ ସମ୍ବେଦନହୀନ ମନ୍ତବ୍ୟ ଅଧିକ କଷ୍ଟ ଓ ଯନ୍ତ୍ରଣାଦାୟକ”

ପ୍ରକୃତିର କୋପକୁ ସାମ୍ନା କରି ପୁଣି ଅ।ଗକୁ ବଢିବା ଆମ ଓଡ଼ିଆଙ୍କ ଡିଏନ୍ଏରେ ରହିଛି : ଧର୍ମେନ୍ଦ୍ର ଭୁବନେଶ୍ୱର - ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଅ।ଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ…

ଲକ୍ଷ୍ମଣଙ୍କ ଗୁରୁତର ଅଭିଯୋଗ : ଚୋରା ଲୁହା ପଥର କାରବାରରେ ଲିପ୍ତ ଥିଲେ ପାଣ୍ଡିଆନ !!!!

ମୟୂରଭଞ୍ଜ( Dillip Mohanty): ଏବେ ଯିଏ ଦଳ ଛାଡିଲେ ସିଏ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି | ସିଏ ଧାନ ହେଉ କି ଅଗାଡି | ଅଭିଯୋଗ କେତେ ସତ ଆଉ କେତେ ମିଛ ତାହା ସେମାନଙ୍କୁ ଜଣା | ହେଲେ ଶ୍ରୀ ପାଣ୍ଡିଆନ ଏବେ ପାଲଟି ଯାଇଛନ୍ତ ଦଳର ଅସନ୍ତୁଷ୍ଠ ନେତାଙ୍କ ପାଇଁ ସଫ୍ଟ ଟାର୍ଗେଟ | ଆଉ ଏବେ…

ଭୂସ୍ଖଳନରେ କିଛି ଲୋକଙ୍କ ପ୍ରାଣହାନୀ ଦୁଃଖଦାୟକ, ହେଲେ ଆଗୁଆ ପଦକ୍ଷେପର ଶ୍ରେୟକୁ ସ୍ୱୀକାର ନକରିବା ଦୁର୍ଭାଗ୍ୟଜନକ :…

ଭୁବନେଶ୍ୱର : ବିଗତ ୧୮ବର୍ଷ ମଧ୍ୟରେ ‘ଫାଇଲିନ୍‍’ ପରେ ସବୁଠାରୁ ଭୀଷଣ ବାତ୍ୟା ଥିଲା ‘ତିତ୍‍ଲି ।’ ଯଦିଓ ‘ହୁଡୁହୁଡୁ’ ଏହା ମଧ୍ୟରେ ଆସିଥିଲା, ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରେ ତା’ର ବେଶୀ ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରତି ଘଣ୍ଟାରେ ୧୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ…

ବିଜେଡି ମୁଖପାତ୍ର ତାଲିକାରୁ ଅମର ବାଦ୍, ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ

ବଡ଼ଚଣା(ଜୟଶଙ୍କର ଦାଶଙ୍କ ସହ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ): ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ଥିବା ବିଜେଡି ମୁଖପାତ୍ରମାନଙ୍କ ମଧ୍ୟରେ ପରିବର୍ତ୍ତନ କରି ନୂଆ ମୁଖପାତ୍ର ତାଲିକା ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ପୂର୍ବତାଲିକାରୁ ଅମର ଶତପଥୀ, ଅସୀମ ଅମିତାଭ…

ଏଥର ଲଢେଇ ଜୋର ହବ ମିଡ଼ିଆରେ, ବିଜେଡି ଜାରି କଲା ୧୪ ଜଣିଆ ମୁଖପାତ୍ର ତାଲିକା

ମୁଖପାତ୍ର ଭାବେ ମଇଦାନକୁ ଓହ୍ଲାଇଲେ ପ୍ରସନ୍ନ, ଅତନୁ, ଅରୁଣ, ପୁଷ୍ପେନ୍ଦ୍ର, ଅମର ଭୁବନେଶ୍ୱର : ଖୋଲା କଥା କହିଲେ ବିଜେଡିରେ କୁହାଳିଆ ନେତାଙ୍କ ଅଭାବ ଥିଲା | ଅଭାବ ଥିଲା ମାନେ ଯେ ଦଳରେ ନଥିଲେ ତା ନୁହେଁ, ଦଳରେ ଏକୁ ଆରେକ କୁହାଳିଆ ନେତା ଥିଲେ | ହେଲେ ଟିଭି ଆଉ ଖବରକାଗଜରେ ବିଧିବଦ୍ଧ…

ଅଲେଖ ଜେନାଙ୍କ ସ୍ୱପ୍ନ ସ୍ୱପ୍ନ ରେ ରହି ଯିବନି ତ ? 

ରାଜନଗର -( ନିରଞ୍ଜନ ରାଉତ ):ଓଡିଶା ରେ 120 ମିଶନ ସଫଳ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କର ଦୃଢୋକ୍ତି କଣ ସତରେ ସଫଳ ହେବ ? ଦୀର୍ଘ 4 ଥର ଧରି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ବାବୁଙ୍କ ବିଜେଡି ଦଳ ସରକାର ଗଢି  ଓଡିଶାରେ ସାଢ଼େ 4 କୋଟି ଓଡ଼ିଆଙ୍କ ହୃଦୟ…

ରାଫେଲ ବିମାନ ଦୁର୍ନୀତି ଅଭିଯୋଗରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପଦ୍ମପୁର ରେ ବିରୋଧ ପ୍ରଦର୍ଶନ 

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଭାରତୀୟ ଜାତୀୟ କଂଗ୍ରେସ ତଥା ଯୁବ କଂଗ୍ରେସ ତରଫରୁ ରାଫେଲ ଯୁଦ୍ଧ ବିମାନ କିଣିବା ରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା।ପୂର୍ବତନ ବିଧାୟକ ତଥା ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ…

ବିଜେପି ପକ୍ଷରୁ  ନୂଆଖାଇ ଭେଟଘାଟ :  ବିପୁଳ ଜନସମାଗମ

ବରଗଡ / ଗୌରାଙ୍ଗ ଚରଣ ଦାଶ :-ବରଗଡ ଭାରତୀୟ ଜନତା ପାର୍ଟି ଦ୍ୱାରା  ନୂଆଖାଇ ଭେଟଘାଟ ପଇକମାଲ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଭେଟଘାଟ ଅବସରରେ ପଦ୍ମପୁରର  ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସିନେ ତାରକା ମିହିର ଦାସ , ପିଙ୍କି ପ୍ରଧାନ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା…