ବିଜେପି ପକ୍ଷରୁ  ନୂଆଖାଇ ଭେଟଘାଟ :  ବିପୁଳ ଜନସମାଗମ

0

ବରଗଡ / ଗୌରାଙ୍ଗ ଚରଣ ଦାଶ :-ବରଗଡ ଭାରତୀୟ ଜନତା ପାର୍ଟି ଦ୍ୱାରା  ନୂଆଖାଇ ଭେଟଘାଟ ପଇକମାଲ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ ଭେଟଘାଟ ଅବସରରେ ପଦ୍ମପୁରର  ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସିନେ ତାରକା ମିହିର ଦାସ , ପିଙ୍କି ପ୍ରଧାନ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ , ଡ଼ ରାମକୃଷ୍ଣ ପୁରୋହିତ ,ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ ,ସୁଶାନ୍ତ ପାଣିଗ୍ରାହୀ , ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକ ,କୁମୁଦିନି ସାହୁ ,ରାମଲ ଲୁହାର ,ବିରାଜ କୁମାର ତାଣ୍ଡି ,ଜିଲା ଯୁବମୋର୍ଚା ସଭାପତି ପ୍ରିତେଶ ବହିଦାର, ଡା.ଲମ୍ବୋଦର  ପଣ୍ଡା ,ସରୋଜ ପାଣିଗ୍ରାହୀ, ସରୋଜ ସାମଲ ,ସୁବାଷ ରଣା ,ସୁମିତ୍ରିପ୍ରଧାନ ,ମଦନ ପଟେଲ ,ନିରାକାର ବରିହା ,ସୁନୀଲ ଅଗ୍ରୱାଲ ଅଶୋକ ମିଶ୍ର ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ବକ୍ତା ମାନେ ଉପସ୍ଥିତ ଜନସାଧାରଣ କୁ ଅନୁରୋଧ କାରିଥିଲେ। ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା | 

Leave A Reply

Your email address will not be published.