Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆଗରୁ ଗର୍ଜୁଥିଲେ : ଏବେ ତିତିଲି କ୍ଷତିପୂରଣ କେନ୍ଦ୍ର ନଦେବାବେଳେ ରାଜ୍ୟ ବିଜେପି ଚୁପ କାହିଁକି : ବିଜେଡି
ଭୁବନେଶ୍ୱର : ତିତିଲି ବାତ୍ୟା ପରେ ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କଲା ରାଜ୍ୟ ବିଜେପି । ରାଜ୍ୟ ସରକାରଙ୍କୁ ନିନ୍ଦିତ ଓ ଅପମାନିତ କରିବା ପାଇଁ ଅନେକ ଅପଚେଷ୍ଟା କଲେ ରାଜ୍ୟ ବିଜେପିର ସଦସ୍ୟମାନେ । ଏପରିକି ଅନେକ କୁମ୍ଭୀର କାନ୍ଦଣା କଲେ । କିନ୍ତୁ ଯେତେବେଳେ କେନ୍ଦ୍ର ସରକାର ତିତିଲିର…
ସିପିଆଇ କର୍ମକର୍ତ୍ତାଙ୍କୁ ଭେଟିଲେ କଳିକେଶ-କୁଳମଣି
ଭୁବନେଶ୍ୱର,: ବିଜେଡିର ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀ ଠାରେ ସିପିଆଇ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି । ବିଜେଡି ତରଫରୁ ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଓ ଶ୍ରୀ କୁଳମଣି ସାମଲ ସିପିଆଇର ଜାତୀୟ ସଂପାଦକ ତଥା ସାଂସଦ ଡି. ରାଜାଙ୍କୁ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ…
କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ
ଭାସ୍କର କିଛି କରୁ ନାହାନ୍ତି ତ ରାମମୁର୍ତ୍ତିଙ୍କ ବିରୋଧରେ
ଗୁଣପୁରରୁ ସିଦ୍ଧାର୍ଥ ଦାଶ
ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନୀ ଉତ୍ସଵ ମଧ୍ୟରେ ଶାସକ ବିଜେଡ଼ି ଦଳର ଏକ ରାଜନୈତିକ ଦୃଷ୍ଟି କୋଣ…
ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପ୍ରଚାର ସର୍ବସ୍ୱ : ବିଜେଡି
ଭୁବନେଶ୍ୱର: ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଚିଠି ଲେଖିଛନ୍ତି, ତାହା ପ୍ରଚାର ସର୍ବସ୍ୱ । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏବଂ ତାଙ୍କ ମନ୍ତ୍ରାଳୟମାନେ ରାଜ୍ୟ ସରକାରଙ୍କୁ…
ଭଣ୍ଡାରିପୋଖରୀରେ ସତ୍ୟଙ୍କ ଶକ୍ତି ପ୍ରଦର୍ଶନ
ବିଶାଳ ରାଲି ଓ ଯୁବ ଗର୍ଜନ ସମାବେଶ ପରେ ଭଣ୍ଡାରୀପୋଖରିରୁ ଲଢ଼ିବା ଥୟ
ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ
ସତ୍ୟ ନାୟକ କୋଉଠୁ ଲଢ଼ିବେ ! ଲୋକସଭା ନା ବିଧାନ ସଭା ନା ଲଢ଼ିବେନି !! ଏମିତି ଅନେକ ପ୍ରଶ୍ନ ଶୁଣିବାକୁ ମିଳୁଥିଲା ସାମ୍ବାଦିକରୁ ରାଜନେତା ପାଲଟି ଥିବା ସତ୍ୟ ପ୍ରକାଶ ନାୟକଙ୍କ ସମ୍ପର୍କରେ…
ପିସି କାରବାର ବନ୍ଦ କରାଯିବା ଓ ଯୁବକଙ୍କୁ ରୋଜଗାର ଦାବିରେ ବିଜେପି ଯୁବ ମୋର୍ଚ୍ଚାର ଅଫିସ୍ ଘେରାଉ
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଆଇଟିଡ଼ିଏ ଅଫିସ ସମ୍ମୁଖ ରେ ରାୟଗଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚା ପକ୍ଷରୁ ପିସି କାରବାର ବନ୍ଦ କରାଯିବା ଓ ଯୁବକଙ୍କୁ ରୋଜଗାର ଦାବିରେ ଅଫିସ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ରାୟଗଡ଼ା ଜିଲ୍ଲା ଯୁବ…
ଶ୍ରୀକାନ୍ତ ଜାଣନ୍ତିନି ଶୃଙ୍ଖଳାଭଙ୍ଗ କଣ !!!!!!
ଭୁବନେଶ୍ୱର - ଦଳୀୟ ଶୃଙ୍ଖଳା ଭଂଗ କଣ ମୁଁ ଜାଣିନାହିଁ । ମୋତେ ପିସିସି ବା ଏଆଇସିସି ପଚାରିଲେ ତାର ଠିକଣା ଜବାବ ଦେବି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରକାଶ କରିଛନ୍ତି ।
ପିସିସିର ଶୃଙ୍ଖଳା କମିଟି ତାଙ୍କର ଆଚରଣ ନେଇ ଆଲୋଚନା କରିବା ଲାଗି କରିଥିବା ବୈଠକ ଉପରେ…
ବିଜେଡିରେ ମିଶିଲେ ଆମ ଆଦମୀ ପାର୍ଟି ନେତାଙ୍କ ସହ ୨୦୦ରୁ ଉର୍ଧ୍ଵ କର୍ମୀ
ଭୁବନେଶ୍ୱର - ଆମ୍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ରାଜ୍ୟ ଯୁବ ସଭାପତି ସୁବ୍ରତ ଛାଟୋଇ, ରାଜ୍ୟ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସଙ୍କ ସହ ଆପ୍ ର ୨୦୦ରୁ ଊଦ୍ଧ୍ୱର୍ କର୍ମୀ ବିଜେଡି ରାଜ୍ୟ…
କଂଗ୍ରେସ ଇସ୍ତାହାର ହେବ ଲୋକଙ୍କ ସ୍ୱର
ୱେବସାଇଟରେ ସଂଗ୍ରହ କରାଯିବ ଲୋକଙ୍କର ମତାମତ
ଭୁବନେଶ୍ୱର - ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ ଇସ୍ତାହାର କମିଟିର ପ୍ରଥମ ବୈଠକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…
ବ୍ଲକ କଂଗ୍ରେସ ମହଲରେ ଆନନ୍ଦ ଓ ମିଠା ବଂଟନ
ସୁବର୍ଣପୁରରୁ ଜିଲ୍ଲା ପ୍ରତିନିଧି ପ୍ରକାଶ ହାତୀ: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ମହଲରେ ଆନନ୍ଦର ଲହରୀ ଖେଲି ଯାଇଛି ।ଚଳିତ ନିର୍ବାଚନରେ ଦେଶର ରାଜସ୍ଥାନ,ଛତିଶ ଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସ ବିଜୟ ଲାଭ କରିଥିବରୁ ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ସଭାପତି ଚିତ୍ତ…