Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବ୍ରଜରାଜନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ମୋଦି ସରକାରଙ୍କ ଜନକଲ୍ୟାଣ ଏବଂ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟ ହେବ ପ୍ରଚାରର ମୁଖ୍ୟ ପ୍ରସଙ୍ଗ
ଭୁବନେଶ୍ୱର,:ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ…
ବିଶୃଙ୍ଖଳିତ ସାମାଜିକ ଜୀବନଧାରାକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର :ଦିଲୀପ ମଲ୍ଲିକ
ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ନିଶା ବ୍ୟବହାର ଓ ବେପାର ଆଜି ଚିନ୍ତାର ମୁଖ୍ୟ କାରଣ ସାଜିଛି । ରାଜ୍ୟରେ ନିଶାଦ୍ରବ୍ୟ ବ୍ୟବହାରକୁ ନେଇ ସଦ୍ୟ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଆଉ କିଛି ଅପ୍ରକାଶିତ ତଥ୍ୟ ମଧ୍ୟ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ରାଜ୍ୟ ସରକାରଙ୍କ…
“ବିରୋଧ କରିବା ପୂର୍ବରୁ ପ୍ରଥମେ ଆଇନ୍ର ଜ୍ଞାନ ହାସଲ କରନ୍ତୁ”
ଦୋହରାଇଲେ ପିନାକୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍ର ପରିସର ମଧ୍ୟରେ ହେଉଛି
ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ହାଇକୋର୍ଟ କହିଲା ପରେ କେଉଁ ଆଧାରରେ କାମ ବନ୍ଦ କଥା କହୁଛନ୍ତି ବିରୋଧୀ ?
ଶୌଚାଳୟ, ଡ୍ରେନ୍ କିମ୍ବା ବୈଦ୍ୟୁତିକ ନିର୍ମାଣ ଆମ୍ସାର ଆଇନ୍…
‘ସ୍ୱଚ୍ଛ ଭାରତଅଭିଯାନ’ ରାଜ୍ୟ କମିଟି ନାମ ତାଲିକା ଘୋଷଣା
ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେସ୍ୱଚ୍ଛଭାରତ ଅଭିଯାନ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି ରାଜ୍ୟ କମିଟି ନାମ ତାଲିକା ଘୋଷଣା କରିଛନ୍ତି । ଏହି କମିଟିରେ ମହେଶ ମିଶ୍ର, ଲମ୍ବୋଦର ନାୟକ, କାଳିପ୍ରସାଦ ମିଶ୍ର ଏବଂ ଶ୍ରୀମତୀ ପଦ୍ମଜା ଦେବତା ପ୍ରମୁଖ ସଦସ୍ୟ…
ବ୍ରଜରାଜନଗର ଉପନିର୍ବାଚନର ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା
ଭୁବନେଶ୍ୱର :ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଆଜି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି । ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ବିଧାନସଭାର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି…
ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ: ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବିଜେପି
ପୋଲିସର ପକ୍ଷପାତିତା କାର୍ଯ୍ୟ ବିରୋଧରେ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ
ଭୁବନେଶ୍ୱର,:"ଶାନ୍ତ, ସରଳ ଏବଂ ନମ୍ର ସ୍ୱଭାବର ବରିଷ୍ଠ ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ଜଣେ ଶୃଙ୍ଖଳିତ ବିଧାନସଭା ସଦସ୍ୟ ଭାବେ ସୁପରିଚିତ । ନିଜ ନିର୍ବାଚନମଣ୍ଡଳୀର ସ୍ଥାନୀୟ ସମସ୍ୟାର…
ଚିଲିକା ଡ଼ଙ୍ଗା ବୁଡି ଘଟଣା: ଆଜି ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
ଚିଲିକା :(ସେକ କୌଶର ): ଗତ କାଲି ଚିଲିକା ରେ ଘଟିଥିବା ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ ଗୋଟେ ଯାତ୍ରୀବାହୀ ଡ଼ଙ୍ଗା ମା କାଳିଜାଇ ପିଠରୁ ଫେରୁଥିବା ବେଳେ ହଠାତ ଝଡ ପବନ ହେବ ଯୋଗୁ ଡ଼ଙ୍ଗାଟି ଓଲଟି ଯାଇଥିଲା | ରେସକୟୁ ଟିମ 11 ଜଣ ଙ୍କୁ ଉଦ୍ଧାର…
ଓଡିଶା ୟୁପି କିମ୍ବା ବିହାର ନୁହେଁ: ବିଜେଡି
ଆଇନ୍କୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ
ନିଜ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ବିଜେପି ଚୁପ୍
ଭୁବନେଶ୍ୱର: ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । ଏଠି ଆଇନ୍ର ଶାସନ ଚାଲେ…
ତିର୍ତ୍ତୋଲ ବିଜୁ ଛାତ୍ର ଜନତା ଦଳ ତରଫରୁ ଜଳସେବା ଉଦଘାଟିତ
ଜଗତସିଂହପୁର//ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ନିକଟରେ ଏକ ଜଳସେବା ଉଦଘାଟିତ ହୋଇଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଦେଶରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର,…
ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ଯାଇ ବିଧାୟକଙ୍କ ଗିରଫଦାରୀ ଅନେକ ପ୍ରଶ୍ନ ସୃଷ୍ଟି କରୁଛି –…
ଭୁବନେଶ୍ୱର,- ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଘଟଣାରେ ଚିନ୍ତାପ୍ରକଟ କରିବା ସହ ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର ଗଣତନ୍ତ୍ର ପାଇଁ ବିପଦଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ…