ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥିତ ଶାରଦା ମଣ୍ଡପ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସହ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବରିଷ୍ଠ ବିଜେପି ନେତା ବିଭୁପ୍ରାସଦ ତରାଇ, ପୂର୍ବତନ ଜିଲ୍ଲା ସଭାପତି ଉପେନ୍ଦ୍ର ବିଶ୍ୱାଳ ଙ୍କ ସହ ବହୁ ନେତା, କର୍ମୀ ଓ ମହିଳା ମୋର୍ଚ୍ଚା ର କର୍ମୀମାନେ ଯୋଗ ଦେଇ ବିଜେପି ସରକାରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ । ପରେ ଜିଲ୍ଲାରେ ବିଜେପି କିପରି ଅଧିକ ସଂଗଠିତ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.