Sign in
Sign in
Recover your password.
A password will be e-mailed to you.
Browsing Category
Recent News
ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ
ବଲାଙ୍ଗିର-ତା.୩୧.୧୦.୧୭- ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ବ୍ଲକ ଆବାହକ ନବୀନ କିଶୋର ନନ୍ଦ ଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦…
ରାଜଭବନ ଆଗରେ ପିସିସି ଏସସି ଓ ଏସଟି ସେଲର ଧାରଣା ୨ ରୁ
କୁନ୍ଦୁଲି ଗଣଧର୍ଷଣ ମାମଲାରେ ପୋଲିସର ଭୂମିକାକୁ ନେଇ କଂଗ୍ରେସ କ୍ଷୁବ୍ଧ
ଭୁବନେଶ୍ୱର : କୁନ୍ଦୁଲି ଗଣଧର୍ଷଣ ମାମଲାରେ ଅଭିଯୁକ୍ତବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ଟାଳଟୁଳ ନୀତି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏସସି ଓ ଏସଟି ସେଲ ପକ୍ଷରୁ…
ନିର୍ଦୋଷରେ ଖଲାସ ହେଲେ ରାଇରଙ୍ଗପୁର ଥାନା ଏଏସଆଇ
୨୧ ବର୍ଷ ପରେ ରାୟ :
ବାରିପଦା : ଦୀର୍ଘ ୨୧ ବର୍ଷ ପୂର୍ବେ ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଚୁଡ଼ାନ୍ତ ରାୟ ଶୁଣାଇ ଅଭିଯୁକ୍ତ ତତ୍କାଳୀନ ବଡ଼ସାହି ଥାନା ଏଏସଆଇ ତଥା ବର୍ତ୍ତମାନ ରାଇରଙ୍ଗପୁର ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ଶୁକଦେବ ମହାକୁଡ଼ଙ୍କୁ ନିର୍ଦୋଷରେ ଖଲାସ…
ଅମଲାଙ୍କ ଦାବି ପୂରଣ ନେଇ ଟାଳଟୁଳ ନୀତିକୁ ବରଦାସ୍ତ କରାଯିବ ନାହିଁ
ଓଡ଼ିଶା ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡ଼ିଶା ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବି୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ…
ବାଲିମେଳାରେ ବିଦ୍ୟୁତ୍ କେନ୍ଦ୍ର, ଅନ୍ଧାରରେ ମାଲକାନଗିରୀ ଜିଲ୍ଲା
ମାଲକାନଗିରି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍ କାଟ : ଜନଜୀବନ ବିପର୍ଯ୍ୟସ୍ତ
ମାଲକାନଗିରିରୁ ରାମକୃଷ୍ଣ : ମାଲାକନଗିରି ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁକାଟ ଓ ଲୋ ଭୋଲେଟଜର ସମାଧାନ ପାଇଁ କୋଟି କୋଟି ଟଙ୍କା ଖର୍ଚକରାଯାଇ ଜିଲ୍ଲାସଦର ମହକୁମା ଠାରୁ ମାତ୍ର ୧୨ କିମି…
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ବାଲେଶ୍ୱର : ଜିଲ୍ଲାପାଳଙ୍କ ଦପ୍ତର ପରିସରକୁ ସ୍ଥାନାନ୍ତରିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟାଳୟକୁ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ପୂର୍ବରୁ ଏହି ୟୁନିଟ୍ ପ୍ରଥମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପରିସର ଏବଂ ପରବର୍ତ୍ତୀ ସମୟରେ ତାହା ସେଲସ…
ପାରାଦୀପରେ ବିଜେଡିର “ଆମ ସହର, ଆମ ଉନ୍ନତି” କାର୍ଯ୍ୟକ୍ରମ
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବିନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ପାରାଦୀପ ବିଜୁ ଜନତା ଦଳ ତରଫରୁ ଆମ ସହର, ଆମ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଜୟଦେବ ସଦନ ଛକ ନିଟସ୍ଥ ସେଲ୍ ଅଫିସ ପଡିଆରେ ଆୟୋଜିତ ବିଶାଳ…
ଡ଼ାକ୍ତରମାନଙ୍କ ପାଇଁ ନିର୍ଦ୍ଧାରିତ ପ୍ରୋତ୍ସାହନମୂଳକ ପ୍ରାବଧାନକୁ ସଠିକ୍ ଭାବେ କାର୍ଯ୍ୟକାରୀ କର : ମୁଖ୍ୟସଚିବ
ଅଧିକ ସ୍ପେସାଲିଷ୍ଟ୍ ତାଲିମ ପାଇଁ ପି.ଜି.ଡିପ୍ଲୋମା କୋର୍ସ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୂବନେଶ୍ୱର : ଦୂରଦୂରାନ୍ତ ଗ୍ରାମା ଳରେ ସ୍ୱାସ୍ଥ୍ୟ ସେବା ଯୋଗାଣର ଗୁଣାତ୍ମକ ମାନ ବିକାଶ ଉପଲକ୍ଷେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ସଂସ୍କାର ମୂଳକ…