Browsing Category

Recent News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ

ପାରମ୍ପରିକ ପାରାଦୀପର କଳିଙ୍ଗ ବାଲିଯାତ୍ରା ମହୋତ୍ସବ   ପାରାଦୀପ ତା୦୩/୧୧ ବୋଇତ ବନ୍ଦାଣ ଓ ବାଲିଯାତ୍ରା କଳିଙ୍ଗ ଜାତିର ପ୍ରାଚୀନ  ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ କରେ । ଏହି  ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପାରାଦୀପର ବିଜୁ ମଇଦାନଠାରେ ନଭେମ୍ବର…

ବୋଇତ ବନ୍ଦାଣ ସାଙ୍ଗକୁ  ସାମୂହିକ ପ୍ରସାଦ ସେବନ

  ବାଲେଶ୍ୱର,କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମଗ୍ର ରାଜ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜାର୍ଚ୍ଚନା ଓ ଦାନଧର୍ମ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖାଯାଇଛି । ସହରର ହେମକପଦା ମଣ୍ଡଳବଗିଚା ଠାରେ ଏକ ବିଶାଳ ପୋ୍ଖରୀରେ ଭୋର ୪ଟାରୁ…

ବିପର୍ଯ୍ୟୟ ମୁକାବିଳା ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

  ନେମାଳରୁ ଅକ୍ଷୟ ଦାଶ : ମୁଣ୍ଡୁଳି ସ୍ଥିତ ୩ୟ ବାଟାଲିଅମ୍ ଆନୁକୂଲ୍ୟରେ ଏରସମାର ଗଡ଼ହରିଶପୁର ପଂଚାୟତରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ତୁରନ୍ତ ମୁକାବିଲା ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଗତ ବୁଧବାର ଦିନ ଏହି କାର୍ଯ୍ୟକ୍ରମରେ…

ରାଜଭବନ ଆଗରେ  କଂଗ୍ରେସର ଧାରଣା

କୁନ୍ଦୁଲି ଗଣଧର୍ଷଣ ମାମଲାରେ ପୋଲିସର ଭୂମିକାକୁ ନେଇ କଂଗ୍ରେସ କ୍ଷୁବ୍ଧ   ଭୁବନେଶ୍ୱର : କୁନ୍ଦୁଲି ଗଣଧର୍ଷଣ ମାମଲାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ଟାଳଟୁଳ ନୀତି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏସସି ଓ ଏସଟି ସେଲ ପକ୍ଷରୁ…

ନଭେମ୍ବର ୩ରୁ ଅନ୍ନପୂର୍ଣ୍ଣା ମହାରଣା ଶତବାର୍ଷିକୀ ଆରମ୍ଭ

  ଭୁବନେଶ୍ୱର, : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ସୁସାହିତି୍ୟକ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମଶତବାର୍ଷିକୀ ନଭେମ୍ବର ୩ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ବିଭିନ୍ନ ସ୍ଥାନରେ ପାଳନ କରାଯିବ । ନିରାଡମ୍ବର ଭାବେ ଏହି ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ତାଙ୍କ କର୍ମପୀଠ ଯାଜପୁର…

ବାଃ ବାଃ ରେ ମରିଯାଉଥିବା କଳାର ସୁରକ୍ଷା ପାଇଁ ଜୀବନ୍ତ ଉର୍ବର ବ୍ୟବସ୍ଥା 

ଅବଲୁପ୍ତ ଲୋକ କଳାର ପୁନରଦ୍ଧାର ପାଇଁ ଲୋକ ଉତ୍ସବ ଆୟୋଜନ ହୋଇଥିବା ବେଳେ ସ୍କୁଲ ପିଲାଙ୍କ ବ୍ୟାଣ୍ଡ ତାଳରେ ଲୋକଉତ୍ସଵର ସଚେତନତା ଶୋଭାଯାତ୍ରା !

ଭେଂଟିଲେଟରରୁ ବାହାରିଲା ଜଗା , କାଳିଆର ଭଲ ହେବାକୁ ଅପେକ୍ଷା 

  ଦିଲ୍ଲୀ ଯାଇ ଅବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ. ଭୁବନେଶ୍ୱର : ଜଗାବଳିଆଙ୍କ ସ୍ୱାସ୍ଥ୍ୟ ପାଇଁ ରାଜ୍ୟବ୍ୟାପୀ ପ୍ରଦୀପ ପ୍ରଜ୍ଜ୍ୱଳନ ଚାଲିଥିବା ବେଳେ ରାଜ୍ୟ ସରକାର ବିଶେଷଜ୍ଞଙ୍କ ସହ ଲଗାତାର ଯୋଗାଯୋଗରେ ରହି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମନିଟର କରୁଛନ୍ତି  । ସବୁଠାରୁ…

ଯୁବ ବିଜେଡି : କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା କମିଟି ପୁନର୍ଗଠିତ

  ଭୁବନେଶ୍ୱର:  ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲା କମିଟି ଓ ବ୍ଲକ କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି…

ଢେ଼ଙ୍କାନାଳ ଏବଂ ଅନୁଗୁଳ ଠାରେ ଇନ୍ଦିରା ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର ତା ୦୧.୧୧- ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଇନ୍ଦିରା ଜ୍ୟୋତି ଯାତ୍ରାର ଦ୍ୱିତୀୟ ଦିବସରେ ଇନ୍ଦିରା ଜ୍ୟୋତିକୁ ଆଜି ଢେ଼ଙ୍କାନାଳ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଢେ଼ଙ୍କାନାଳ ଜିଲା କଂଗ୍ରେସ କମିଟି ଇନ୍ଦିରା ଜ୍ୟୋତିକୁ ଏକ ଶୋଭାଯାତ୍ରାରେ ବାଇପାସ ସ୍ୱାଗତକରି ଢେ଼ଙ୍କାନାଳ…