ଯୁବ ବିଜେଡି : କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା କମିଟି ପୁନର୍ଗଠିତ

0

 

ଭୁବନେଶ୍ୱର:  ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲା କମିଟି ଓ ବ୍ଲକ କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି ।
ଏକ ମିଳିତ ପ୍ରେସ୍‍ ଇସ୍ତାହାରେ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା, ବଲାଙ୍ଗୀର ଜୋନ୍‍ ସଭାପତି ଅଶୋକ ସାହୁ କମିଟି ବିଷୟରେ ଘୋଷଣା କରିଛନ୍ତି। 

କଟକ ଜିଲ୍ଲା
ଉପ-ସଭାପତି ଭାବେ ମନୋରଞ୍ଜନ ଭୂୟାଁ, ପ୍ରମୋଦ କୁମାର ରଣା, ଇମ୍ରାନ୍‍ ଖାଁ, ରଞ୍ଜିତ ରାଉତ, ସିଦ୍ଧାର୍ଥ ରାୟ, ସାଧାରଣ ସଂପାଦକ ଭାବେ ମନୋଜ ବେହେରା, ଅଶୋକ ମିଶ୍ର, ଜ୍ୟୋତିରଞ୍ଜନ ସାହୁ, ଚିରଞ୍ଜିବ ପ୍ରଧାନ, ସଂପାଦକ ଭାବେ କାଳିଚରଣ ପାଣିଗ୍ରାହୀ, ଶିଳ୍ପା ରଥ, ଆଶୁତୋଷ ମହାପାତ୍ର, ଦେବାଶିଷ ସିଂହ, ଅର୍ଜୁନ ପଣ୍ଡା, ଜନ୍ମେଜୟ ଖିଲାର, ଦୀପକ ଆଚାର୍ଯ୍ୟ, ଅସିତ କୁମାର ଜେନା, ତରୁଣ କୁମାର ମହାପାତ୍ର, କିଶୋର ହରି, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ଦେବାଶିଷ ମହାପାତ୍ର, ନିର୍ବାଚନ ମଣ୍ଡଳୀ ସଭାପତି ଭାବେ କଟକ-ସଦରରେ ହିମାଂଶୁ ଶେଖର ଦାସ, ଆଠଗଡ଼ରେ ପ୍ରଦୀପ କୁମାର ଦାସ, ବାଙ୍କୀରେ ସନ୍ତୋଷ କୁମାର ରଣା, ନିଆଳିରେ ବିପିନ ଚନ୍ଦ୍ର ବେହେରା, ବ୍ଲକ ଓ ଏନ୍‍ଏସି ସଭାପତି ଭାବେ ସଦର ବ୍ଲକରେ ଚିତ୍ତରଞ୍ଜନ ବେହେରା, ନିଶ୍ଚିନ୍ତକୋଇଲି ବ୍ଲକରେ ମିହିର ମିଶ୍ର, ମାହାଙ୍ଗା ବ୍ଲକରେ ଶରତ କୁମାର ମହାପାତ୍ର, ସାଲେପୁର ବ୍ଲକରେ ସଂଜିତ କୁମାର ଦାଶ, ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ତାପସ କୁମାର ସାହୁ, ବାଙ୍କୀ-ଡମପଡ଼ା ବ୍ଲକରେ ବିଭୂ ପ୍ରସାଦ ସାମଲ, ବାଙ୍କୀ ବ୍ଲକରେ ସଂଜୟ ପାତ୍ର, ବାଙ୍କୀ ଏନ୍‍ଏସିରେ ଶ୍ରୀନିବାସ ବେହେରା, ବାରଙ୍ଗ ବ୍ଲକରେ ବିପ୍ଳବ ଯାଦବ, କଣ୍ଟାପଡ଼ା ବ୍ଲକରେ ବିମାନ ଚନ୍ଦ୍ର ବେହେରା, ନିଆଳି ବ୍ଲକରେ ରନôାକର ନାୟକ, ଆଠଗଡ଼ ବ୍ଲକରେ ଅଶୋକ ରାଉତ, ଆଠଗଡ଼ ଏନ୍‍ଏସିରେ ରାକେଶ ଦାଶ, ତିଗିରିଆ ବ୍ଲକରେ ମହେନ୍ଦ୍ର କୁଣ୍ଡୁଙ୍କୁ ମନୋନୀତ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲା
ଉପ-ସଭାପତି ଭାବେ କିଶୋର କୁମାର ସାହୁ, ଅନୀଲ ସାଗର, ସଂଜୀବ କୁମାର ସ୍ୱାଇଁ, ସୁମନ୍ତ କୁମାର ସାହୁ, ଜର୍ଜ ଆନନ୍ଦ, ସାଧାରଣ ସଂପାଦକ ଭାବେ ଉମେଶ କୁମାର ଶର୍ମା, ସଂଜିତ୍‍ ସିଂହ, ଶରତ ଚନ୍ଦ୍ର ତନ୍ତୀ, ଅଶୋକ କୁମାର ନାୟକ, ମୁକେଶ କୁମାର ପୁରୋହିତ, ସଂପାଦକ ଭାବେ ସଂଗ୍ରାମ ମହାନ୍ତି, ପ୍ରିୟବ୍ରତ ଭଞ୍ଜ, ଦୁଷ୍ମନ୍ତ ପାତ୍ର, ଶଙ୍କର ତିର୍କୀ, ଜ୍ୟୋତିରଞ୍ଜନ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା, ଗୌତମ ମହାରଥୀ, ତାପସ କୁମାର ପଣ୍ଡା, ମାନସ ରଞ୍ଜନ ସାହୁ, କର୍ମବୀର ଦାସ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ପ୍ରଭାତରଶ୍ମୀ ସାହୁ, ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ବଣେଇ ପାଇଁ ଅତୁଲ୍ୟ ସାମଲ, ରାଜଗାଙ୍ଗପୁରରେ ରୋସନ ବରାଳ, ତଳସରାରେ ଅକ୍ଷୟ କୁମାର ନାଏକ, ବୀରମିତ୍ରପୁରରେ ରୋହିତ ତନ୍ତୀ, ରାଉରକେଲାରେ ସୁବାଷ ସ୍ୱାଇଁ, ସୁନ୍ଦରଗଡ଼ ସଦରରେ ପ୍ରଣବ ଭୈସେଲ୍‍, ରଘୁନାଥପାଲ୍ଲୀରେ ସତ୍ୟ ନାରାୟଣ ପ୍ରଧାନ, ବ୍ଲକ ଓ ନଗର ସଭାପତି ଭାବେ ବାଲିଶଙ୍କରା ବ୍ଲକରେ ଜିତେନ୍ଦ୍ର ନାଏକ, ବଡ଼ଗାଁ ବ୍ଲକରେ ଗଣେଶ ସାହୁ, ସବ୍‍ଡେଗା ବ୍ଲକରେ ଦିଲ୍ଲୀପ ଟେଟେ, ଲେଫ୍ରିପଡ଼ା ବ୍ଲକରେ ସୁମନ୍ତ ପୂଜାରୀ, ବଣାଇ ବ୍ଲକରେ ରୋହିତସ୍ୱ ମିଶ୍ର, ଲହୁଣିପଡ଼ା ବ୍ଲକରେ କଣ୍ଡ୍ରୁ କିଶାନ, କୋଇଡ଼ା ବ୍ଲକରେ କାଳେଶ୍ୱର ସିଂହ, ଗୁରୁଣ୍ଡିଆ ବ୍ଲକରେ ସୁଶାନ୍ତ ଶେଖର ବୁଦ, ରାଜଗାଙ୍ଗପୁର ବ୍ଲକରେ ରାମନାଥ କିଶପଟ୍ଟା, କୁତୁରା ବ୍ଲକରେ କୌସ୍ତଭ ହୋତା, ଲାଠିକଟା ବ୍ଲକରେ ୱିଲ୍‍ଫ୍ରେଡ୍‍ ଜଗଦିଶ ଏକ୍କା, କୁଆଁରମୁଣ୍ଡା ବ୍ଲକରେ ଓସ୍କାର କିଣ୍ଡୋ, ନୂଆଗାଁ ବ୍ଲକରେ ଶଙ୍କର ଗଞ୍ଜୁ, ବିସ୍ରା ବ୍ଲକରେ ମଞ୍ଜୁଶ ମାହାତୋ, ସୁନ୍ଦରଗଡ଼ ସଦର ବ୍ଲକରେ ଅମିତ ପଟେଲ, ଟାଙ୍ଗରପାଲି ବ୍ଲକରେ ଅଜୟ ନାୟକ, ହେମଗିରି ବ୍ଲକରେ ମହେଶ ଶତପଥୀ, ରାଜଗାଙ୍ଗପୁର ନଗର ସଭାପତି ଭାବେ ସପନ ମୁଖାର୍ଜୀ, ବୀରମିତ୍ରପୁର ନଗର ସଭାପତି ଭାବେ ଚନ୍ଦନ ବିଶ୍ୱକର୍ମା, ସୁନ୍ଦରଗଡ଼ ନଗର ସଭାପତି ଭାବେ ଆଶିଷ ରଞ୍ଜନ ପୁରୋହିତ, ରାଉରକେଲା ନଗର ସଭାପତି ଭାବେ ସୁବାଷ ଚନ୍ଦ୍ର ସ୍ୱାଇଁଙ୍କୁ ମନୋନୀତ କରାଯାଇଛି ।
 କଳାହାଣ୍ଡି ଜିଲ୍ଲା
ଉପ-ସଭାପତି ଭାବେ ଫକୀର ମାଝୀ, କ୍ଷୀରସିନ୍ଧୁ ନାଏକ, ଚିନ୍ମୟ ମିଶ୍ର, ଅମିତ ଯାଦବ, ଅଜୟ ମହାନ୍ତି, ସାଧାରଣ ସଂପାଦକ ଭାବେ ଶିବ ସାହୁ, ମଦନ ନାଏକ, ରବି ପଟ୍ଟନାୟକ, ଗୋବିନ୍ଦ ପ୍ରଧାନୀ, ମନିନ୍ଦର ମହାନ୍ତି, ସଂପାଦକ ଭାବେ ନୀଲ୍‍ ସିଂହଦେଓ, ଅର୍ଜୁନ ପ୍ରଧାନ, ମନୀଷ ସାହୁ, ଭବେଶ ଗନ୍ତିଆ, ଦୀନେଶ ରାଉତ, ମହେଶ ଗୁପ୍ତା, ଯଶୋବନ୍ତ ନାଏକ,  ହସ୍ତିନୀ ନାୟକ, ଶଙ୍କର ପ୍ରସାଦ ନାଏକ, ଲବଣୀଧର ମହାନନ୍ଦ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ଦୀନେଶ ବଗର୍ତ୍ତୀଙ୍କୁ ମନୋନୀତ କରାଯାଇଛି । କଟକ ଜିଲ୍ଳା ସଭାପତି ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ, କଳାହାଣ୍ଡି ଜିଲ୍ଲା ସଭାପତି ଆଦିତ୍ୟ ନନ୍ଦ ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.