Sign in
Sign in
Recover your password.
A password will be e-mailed to you.
Browsing Category
Recent News
ବଡ ମଣିଷ ହେବା ଅପେକ୍ଷା ଭଲ ବା ମଣିଷ ପଣିଆ ଥିବା ମଣିଷ ହୋଇପାରିବା ଜରୁରୀ
ଭଲ ପଢି ଭଲ ମଣିଷ ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ।
ଯାଜପୁର : ଚ୍ଥାତ୍ର ଚ୍ଥାତ୍ରୀ ମାନେ ନିଜ ଜ୍ଞାନ ଓ ପ୍ରତିଭାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରନ୍ତୁ । ତାହାହିଁ ସେମାନଙ୍କୁ ଭଲ ମଣିଷଟିଏ କରି ଗଢି ତୋଳିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର…
ମୁଖ୍ୟମନ୍ତ୍ରୀ ଶିଶୁଦିବସରେ କହିଲେ, ଆସ ପଢ଼ିବା…ଆମେ ବଢିବା : ବଢିବା ନା ଛେନାଗୁଡ଼ା !!!!!!!!
କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ: ପଛମାରି ଖାଉଛନ୍ତି ଶିକ୍ଷକ । ନିଦାବିଷୄୁ ପାଲଟିଛି ଜିଲ୍ଲା ଶିକ୍ଷା ବିଭାଗ ! ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ରାଧାନଗର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଜି ତା ୧୭.୧୧.୨୦୧୭ ରିଖ ଲଘୁଚାପ ବର୍ଷାପାଇଁ ବିଦ୍ୟାଳୟକୁ ଶିକ୍ଷକ ଆସିନାହାଁନ୍ତି ନା…
ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସହିତ ଆଲୋଚନା
ଭୁବନେଶ୍ୱର : ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ସଚିବାଳୟରେ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହିତ ତିନିଦଫା ଦାବୀ ବିଷୟରେ ପୁଙ୍ଖାନୁପୁଙ୍ଖ…
ଲଗାଣ ବର୍ଷା ଜାରି, ବର୍ଷା ପାଣିରେ ଶୋଇଛି ପାଚିଲା ଧାନଗଛ
କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାରେ ଲଗାଣ ବର୍ଷା ଜାରି । ଆଜି ସର୍ବାଧିକ ୩୬୬ ମିଲିମିଟର ବର୍ଷିଲା । ରାଜନଗର ବ୍ଲକରେ ସର୍ବାଧିକ ୭୫ ମିଲିମିଟର ଓ ମହାକାଳପଡା ବ୍ଲକରେ ସର୍ବ ନିମ୍ନ ୩୦ ମିଲିମିଟର ବର୍ଷା ରେକର୍ଡ । ଖାଲୁଆ ଜମିରେ ପାଚିଲା ଧାନ ଓ ବିରି ଫସଲ ନଷ୍ଟ…
ବିଶ୍ୱର ପ୍ରଥମ ସମ୍ବାଦପତ୍ର ଓଡ଼ିଶାର ଚୌଦ୍ୱାରରୁ ପ୍ରକାଶ ପାଇଥିଲା : ଜିଲ୍ଲାପାଳ
ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ।
ଜିଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଯାଜପୁରରେ ପାଳିତ
ଯାଜପୁର/Jayashankar dash - ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ସମାଜ ପାଇଁ ସର୍ବଦା ମଙ୍ଗଳକର । ତେଣୁ ଗଣମାଧ୍ୟମ ପ୍ରତିନିଧି ମାନେ…
ଲୋକଙ୍କ ସହ ଜନସମ୍ପର୍କ ସାରିବା ପରେ ଏବେ ଯୁବ ଛାତ୍ର ସମ୍ପର୍କ
ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିବା ବିଜେଡି
୧୮ରୁ ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ-ଛାତ୍ର ବ୍ରିଗେଡ
ଭୁବନେଶ୍ୱର/chakradhar majhi : ଆଗକୁ କଣ କେତେବେଳେ ହେବ ତାହା କିଏ କହିବା, ତେଣୁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଲୋକଙ୍କ ଭିତରେ ଆଉ ଲୋକଙ୍କ ଚର୍ଚାରେ ରହିବା ପାଇଁ ନିଷ୍ପତ୍ତି…
ଗଣଶିକ୍ଷା ବିଭାଗର ମୂଷିକ ପ୍ରସବ
ପିଲା ଓ ଅଭିଭାବକଙ୍କ ଭାବପ୍ରବଣତା ସହ ଖେଳୁଛି ଦାଇତ୍ୱହୀନ ଶିକ୍ଷା ବିଭାଗ
ବାରିପଦାରୁ ଦିଲ୍ଲୀପ ମହାନ୍ତି : ନଭେମ୍ବର ୧୪ ପବିତ୍ର ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ନିଜର ମନର କଥା କହି ପାଳନ କରିଥିଲେ ଶିଶୁ ଦିବସ । ଏଥିରେ …
ସୋସିଆଲ ମିଡ଼ିଆରେ ନାବାଳିକାର ଆପତ୍ତି ଜନକ ଫଟୋ ଭାଇରାଲ , ୩ ଯୁବକ ଗିରଫ
ବାରିପଦା : ସୋସିଆଲ ମିଡ଼ିଆରେ ଜଣେ ନାବାଳିକାର ଆପତ୍ତିଜନକ ଫଟୋ ଭାଇରାଲ କରାଇଥିବା ଅଭିଯୋଗରେ ବାରିପଦା ସଦର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସଂଗେସଂଗେ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜନୈକ ନାବାଳିକା…