ମୁଖ୍ୟମନ୍ତ୍ରୀ ଶିଶୁଦିବସରେ କହିଲେ, ଆସ ପଢ଼ିବା…ଆମେ ବଢିବା :  ବଢିବା ନା ଛେନାଗୁଡ଼ା !!!!!!!!

0

 

କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ: ପଛମାରି ଖାଉଛନ୍ତି  ଶିକ୍ଷକ । ନିଦାବିଷୄୁ ପାଲଟିଛି ଜିଲ୍ଲା ଶିକ୍ଷା ବିଭାଗ  ! ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ରାଧାନଗର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଜି ତା ୧୭.୧୧.୨୦୧୭ ରିଖ ଲଘୁଚାପ ବର୍ଷାପାଇଁ ବିଦ୍ୟାଳୟକୁ ଶିକ୍ଷକ ଆସିନାହାଁନ୍ତି ନା ଛାତ୍ରଛାତ୍ରୀ ଆସିନାହାଁନ୍ତି ! ରୋଷେଇ ର ନାଗନ୍ଧ ନାହିଁ, ମାଷ୍ଟ୍ର ଯେତେବେଳେ ଆଦୀନାହାନ୍ତି ଆଉ ପିଲା  ବି ଆସିନାହାନ୍ତି, ସେତେବେଳେ ସରକାରୀ ତଥ୍ୟ ରେ ଆଜି ମଧ୍ୟାହ୍ନ ଭୋଜନ ରୋଷେଇ ହେଲା କେତେବେଳେ, ଆଉ ମଧ୍ୟାହ୍ନ ଭୋଜନ ୯ ଜଣ ଛାତ୍ରଛାତ୍ରୀ ଖାଇଲେ କେତେବେଳେ ! ଆହେ ମୁଖ୍ୟମନ୍ତ୍ରୀ, ଏମିତି ପଢ଼େଇ, ଆମ ପିଲାଙ୍କୁ ଏମିତି ବଢେଇବ ଆପଣଙ୍କ କାଢ଼ୁଆ ଗଣଶିକ୍ଷା ବିଭାଗ  !!!!!!

Leave A Reply

Your email address will not be published.