Browsing Category

Recent News

ମାଓବାଦୀଙ୍କ ପୋଷ୍ଟର ଲାଗିଲା ତହସିଲ କାର୍ଯ୍ୟାଳୟ ପାଚେରୀରେ

  କଲ୍ୟାଣସିଂହପୁର/ରାୟଗଡ଼ାରୁ ସରୋଜ ସାହୁ  : ଆଗରୁ ଏମିତି ଅନେକ ପୋଷ୍ଟର ଲାଗିଥିବା ବେଳେ ଏବେ ରବିବାର ଦିନ ସକାଳୁ ରାୟଗଡାର ବିଭିନ୍ନ ସ୍ଥାନ ସର୍ବୋପରି ତହସିଲ କାର୍ଯ୍ୟାଳୟ ପାଚେରୀ ରେ ଲାଗିଛି ମାଓବାଦୀଙ୍କ ସଂକ୍ଷିପ୍ତ ପୋଷ୍ଟର ! ପ୍ରଥମ ଥର ପାଇଁ ତହସିଲ ଅଂଶ କାର୍ଯ୍ୟାଳୟ ପାଚେରୀରେ…

 କ୍ଷମା ମାଗନ୍ତୁ ଦାମୋଦର: ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ରଙ୍କ ଦାବି

ମନ୍ତ୍ରୀ ଦାମୋଦର ରାଉତ ମହାନ ସଂଗ୍ରାମୀ ସହୀଦ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି କହିବା ଦୁଃଖଦାୟକ, ସେ ସର୍ବସାଧାରଣରେ କ୍ଷମା ମାଗନ୍ତୁ ! 

ଜାତୀୟ ‘ହୋସଲା-୨୦୧୭’ରେ ବ୍ରୋଞ୍ଜ ପଦକ ବଜୟିନୀଙ୍କୁ ସମ୍ବର୍ଦ୍ଧନା

  ବାଲେଶ୍ୱର/Ujjwal Kar : ଜାତୀୟସ୍ତରୀୟ ପ୍ରତିଯୋଗିତା “ହୋସଲା-୨୦୧୭”ରେ ଭାଗ ନେଇ କୃତିତ୍ୱର ସହ ବ୍ରୋଞ୍ଜ ପଦକ ଲାଭ କରିଥିବା ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମର ୪ଜଣ ଅନ୍ତେବାସିନୀଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳଙ୍କ…

ମତ୍ସ୍ୟଜୀବୀଙ୍କୁ ଏକାଠି କରି ସେମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ଜୋରଦାର କରିବା କଂଗ୍ରେସ

  ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିଶ୍ୱ ମତ୍ସ୍ୟଚାଷ ଦିବସ ପାଳନ ଭୁବନେଶ୍ୱର/Dinabandhu Nayak – ବିଶ୍ୱ ମତ୍ସ୍ୟଚାଷ ସପ୍ତାହ ପାଳନ ଅବସରରେ ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର, ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଶ୍ରୀ ହଳଧର ସେଠୀଙ୍କ…

ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ 

    ପିଆଇଓ ଠାରୁ ଏପିଲେଟ ପର୍ଯ୍ୟନ୍ତ ସବୁ ଗୋଟେ ଭାଡ଼ିରେ ପାରା ସୂଚନା ଅଧିକାର ଆଇନକୁ ଫୁ, ଆବେଦନକାରୀଙ୍କୁ ମିଳୁନି ସଠିକ୍ ସୂଚନା  ବାରିପଦା/Dillip Mohanty - ଶାସନରେ ସ୍ୱଚ୍ଛତା ଓ ସାଧାରଣ ନାଗରିକମାନେ ସରକାରଙ୍କ ସମସ୍ତ କାର୍ଯ୍ୟଗୁଡ଼ିକର ସୂଚନା ପାଇପାରିଲେ ହିଁ ସେମାନେ ତାଙ୍କର…

ଖଣ୍ଡାହତାରେ ‘ଉଜ୍ଜ୍ୱଳା ଯୋଜନା’ରେ ଗ୍ୟାସ ବଂଟନ 

  ବ୍ୟାସନଗର/Jayshankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ତରଫରୁ ବ୍ୟାସନଗର ମ୍ୟୁନିସପାଲିଟିର ୨୬ ନଂ. ୱାର୍ଡ ଖଣ୍ଡାହତାଠାରେ ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ୱଳା ଯୋଜନା’ରେ ମାଗଣାରେ ତା. ୨୫/୧୧/୧୭ରେ ଗ୍ୟାସ ବଂଟନ କରାଯାଇଛି । କୋରେଇର ପୁର୍ବତନ ବିଧାୟିକା ସଂଚିତା…

କଥା ଦେଇଥିଲେ, କଥା ରଖିଲେ

  ନେତା-ପ୍ରଶାସକ ମିଶି ସଫା କଲେ ବାଳାଶ୍ରମ ପଡିଆ  ଯାଜପୁର/ Jayashankar Dash : ଯାଜପୁର ସହର ସ୍ଥିତ ବାଳାଶ୍ରମ ପଡିଆକୁ ଶନିବାର ପୂର୍ବାହ୍ନରେ ସାମୂହିକ ସଫେଇ କରାଯାଇଚ୍ଥି । ଏହି ସପେଂଇରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ  ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ…

ପ୍ରତାରକ ସାଜିଛି ପୋଲିସ, ଚେଇଁ ଶୋଇଛନ୍ତି ସରକାର 

  ରିପୋର୍ଟ ପ୍ରଫୁଲ କୁମାର ମଲ ରାଜ୍ୟ ସରକାର ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି ! କୋବ୍ରା ପୋଲିସ ଦ୍ୱାରା ଧର୍ଷିତା ହୋଇଥିବା ପୀଡିତା ଅଭିଯୋଗ କରିଥିବା ବେଳେ ପ୍ରଥମରୁ ଘଟଣାରେ ପୋଲିସ ର ସମ୍ପୃକ୍ତି ଛୁପାଇବାକୁ ସରକାର ଆଉ ପୋଲିସ କହିଚାଲିଛନ୍ତି ! ଜଣେ ଭଦ୍ର ଆଉ ଅନେଷ୍ଟ…

ଜବାବ ଭୁଲି ଯାଇଛନ୍ତି ମୋଦି ସରକାର ,ଚାଷୀ ନୁହନ୍ତି ମୋଦିଙ୍କ ପ୍ରାଥମିକତା

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଅନୁରୋଧକୁ କରୁଛନ୍ତି ବିରୋଧ ୨୭ରେ ବିଜେଡି କୃଷକ ସାମ୍ମୁଖ୍ୟର ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ଭୁବନେଶ୍ୱର/ CHAKRADHAR MAJHI : ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ…

୧୫ତମ ଜାତୀୟ ଆନ୍ତ-ଜିଲା ଜୁନିୟର ଆଥେଲେଟିକ୍ ମିଟ

ମୟୂରଭଞ୍ଜରୁ ୧୧ ଜଣିଆ ଟିମ ବିଶାଖାପାଟଣା ଗସ୍ତ ବାରିପଦା- ଭାରତୀୟ ଆଥେଲେଟିକ୍ ଆସୋସିଏସନ ଦ୍ୱାରା  ବିଶାପାଟଣାଠାରେ ଆୟୋଜିତ ହେବାକୁ ଯାଉଥିବା  ୧୫ତମ ଜାତୀୟ ଆନ୍ତଃ-ଜିଲା ଜୁନିୟର ଆଥେଲେଟିକ୍ ମିଟରେ ଅଂଶ ଗ୍ରହଣ କରିବା ନିମନ୍ତେ ମୟୂରଭଞ୍ଜ ଜିଲାରୁ ୧୧ ଜଣିଆ ଟିମ ଶୁକ୍ରବାର ପୂର୍ବାହ୍ନରେ…