ପ୍ରତାରକ ସାଜିଛି ପୋଲିସ, ଚେଇଁ ଶୋଇଛନ୍ତି ସରକାର 

0

  ରିପୋର୍ଟ ପ୍ରଫୁଲ କୁମାର ମଲ

ରାଜ୍ୟ ସରକାର ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି ! କୋବ୍ରା ପୋଲିସ ଦ୍ୱାରା ଧର୍ଷିତା ହୋଇଥିବା ପୀଡିତା ଅଭିଯୋଗ କରିଥିବା ବେଳେ ପ୍ରଥମରୁ ଘଟଣାରେ ପୋଲିସ ର ସମ୍ପୃକ୍ତି ଛୁପାଇବାକୁ ସରକାର ଆଉ ପୋଲିସ କହିଚାଲିଛନ୍ତି ! ଜଣେ ଭଦ୍ର ଆଉ ଅନେଷ୍ଟ ପୋଲିସ ଅଫିସର ଭାବେ ଜଣା ପୋଲିସ ମହାନିର୍ଦ୍ଦେଶକା ବି ପୋଲିସ ଓ ସରକାରଙ୍କ କଥା କୁ ନିଜ ମୁହଁରେ କହିଲେ ! ହେଲେ ବୁଝି ହେଲାନି ଡିଜି ମହାଶୟ କହିଲେ ପୀଡ଼ିତାକୁ ଧର୍ଷଣ ହୋଇନାହିଁ ଯାହା କହିଲେ, ତାହାଯଦି ସତ, ତେବେ ଏତେ ଦିନ ହେଲା ପୀଡିତ କି ଟ୍ରିଟମେଣ୍ଟ ଚାଲିଛି ? ଏହାର ପ୍ରତିବାଦରେ  କୁନ୍ଦୁଲି ପୀଡିତାଙ୍କ ଉପରେ ଡିସିପିଓଙ୍କ ମିଥ୍ଯାବୟାନ ଉପରେ କାର୍ଯାନୁଷ୍ଠାନ ଓ ପିଡିତାଙ୍କୁ ହସପିଟାଲରୁ ପରିବାରବର୍ଗଙ୍କୁ ଦେବାପାଇଁ ଆଜି SCB Medical ଆଗରେ ପିଡ଼ିତା ର ପରିବାରଵର୍ଗ  କୋରାପୁଟର ପୃବତନ ସାଂସଦ ପ୍ରଦୀପ ମାଝୀ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତିଙ୍କ  ସହିତ ଧାରଣା !  ଏକ ଛତ୍ରବାଦୀ ସରକାର ବିଜୁ ଜନତାଦଳ  ଚିର ନିଦ୍ରାରେ ସୋଇଛିବୋଲି ସାଧାରଣ ରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.