Browsing Category

Recent News

ଖଣ୍ଡଗିରି ମହୋତ୍ସବରେ  ଓଡ଼ିଶାର ଲୋକ କଳା, ନୃତ୍ୟ ଓ ସଙ୍ଗୀତର ଵିପଣୀ 

   ଭୁବନେଶ୍ୱର/ ଚକ୍ରଧର ମାଝି - ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଥିଲା ଦ୍ୱିତୀୟ ସନ୍ଧ୍ୟା । ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଗୁମ୍ଫା ଭାରତର ଏକ ଅନନ୍ୟ ଇତିହାସ ଭାବେ…

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

  Gajpati/Balakrishna panigrahi : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ୬୯ ତମ  ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସଂମିନିତ…

ସମ୍ୱିଧାନ ପ୍ରତ୍ୟେକ ଦେଶର ଅମୂଲ୍ୟ ସମ୍ପଦ : ଏହାର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ – ମନ୍ତ୍ରୀ ଶ୍ରୀ ଆରୁଖ ।

ଯାଜପୁରରୁ ଜୟଶଙ୍କର ଦାଶ  :ସମ୍ୱିଧାନ ପ୍ରତ୍ୟେକ ଦେଶର ଅମୂଲ୍ୟ  ସମ୍ପଦ ।  ଏହାକୁ ପ୍ରତ୍ୟେକ ନାଗରିକ ସମ୍ମାନ ଜଣାଇବା ସହ ଅକ୍ଷୂର୍ଣ୍ଣ ରଖିବାକୁ  ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ  ଆହ୍ୱାନ ଦେଇଚ୍ଥନ୍ତି ।  ଶୁକ୍ରବାର କୁସୁମା ପୋଖରୀ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ୬୯ ତମ ଜିଲ୍ଲା ସ୍ତରୀୟ…

ପୁରୀ  ଓ ଭୁବନେଶ୍ୱରରୁ କୋଣାର୍କ-ଅସ୍ତରଙ୍ଗକୁ ନୂଆ ରେଲ ଲାଇନ ପାଇଁ ଦାବୀ 

   ଭୁବନେଶ୍ୱର: ପ୍ରାଚୀ  ସାଂସ୍କୃତିକ ସମିତି, ଭୁବନେଶ୍ୱରର ସଭାପତି, ଇଂ ଜଗବନ୍ଧୁ ଷଡ଼ଙ୍ଗୀ ଏକ ଦାବି ପତ୍ର ନିମ୍ନୋକ୍ତ ୨ଟି ରେଳ ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରୀ ଓ ଅଧ୍ୟକ୍ଷ ରେଲୱେ ବୋର୍ଡକୁ  ପଠାଇଛନ୍ତି  । ପ୍ରସ୍ତାବିତ ଦୁଇଟି ରେଳପଥ ହେଲା ୧. ପୁରୀ-କୋଣାର୍କ-ଅସ୍ତରଙ୍ଗ…

ପାଟକୁରା ରେ ମଦ ବିରୋଧୀ ଆଂଦୋଲନ 

         ପାଟକୁରା/Prafulla Malla : ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଗୋତିରବିଲ ଗ୍ରାମରେ ଚୋରା ଦେଶୀ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗ୍ରାମର ଶତାଧିକ ମହିଳା ଆନ୍ଦୋଳନ କରୁଥିଲେ |ଗୋଟିଏ ପଟେ ଗତ କାଲି ତାଳସଂଗା ଛକରୁ ଦେଶୀ ଓ ବିଦେଶୀ ମଦ ସହ ଜବତ ହୋଇଥିବା…

ବିଜେପିର ଛତିଶଗଡ଼କୁ ସମର୍ଥନ, ଦୋମୁହାଁ ନୀତି ଓ ଓଡ଼ିଶା ବିରୋଧୀ ମନୋଭାବ ପଦାରେ ପଡିଲା: ବିଜୁ ଜନତା ଦଳ

  ଭୁବନେଶ୍ୱର/chakradhar majhi: ସୁପ୍ରିମକୋର୍ଟ ଆଜି ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଆନ୍ତଃରାଜ୍ୟ ଜଳ ବିବାଦ ଓ ମହାନଦୀ ଉପର ମୁଣ୍ଡରେ ନିର୍ମାଣାଧୀନ ବେଆଇନ୍‍ ବ୍ୟାରେଜ୍‍ ଜନିତ ସମସ୍ୟାର ସମାଧାନ ପାଇଁ ଟ୍ରିବୁ୍ୟନାଲ୍‍ ଗଠନ କରିବାକୁ କେନ୍ଦ୍ରକୁ ନିଦେ୍ର୍ଧଶ…

ପୁଣି ଚର୍ଚ୍ଚା କୁ ଆସିଲା କେନ୍ଦ୍ରାପଡା ଶିକ୍ଷା ବିଭାଗ

      କେନ୍ଦ୍ରାପଡା ରୁ ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ପୁର ଅଞ୍ଚଳରେ ଏକ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।ମଧ୍ୟାନ ଭୋଜନ ଖାଇସାରିବା ପରେ ଛୋଟ ଛୋଟ   କୋମଳ ମତି ଶିଶୁ ମାନଙ୍କ ହାତରେ ମଜା ଯାଉଛି…

ଅସୁସ୍ଥ ନଥାଇ ମିଛ କହିଲେ ଡିଆର୍‍ଏମ୍‍

ଏମ୍‍ଓୟୁ: ଖୋର୍ଦ୍ଧାରୋଡ୍‍ ଡିଆର୍‍ଏମ୍‍ ଅନୁପସ୍ଥିତ ରହିବା, ରାଜନୀତି ଦ୍ୱାରା ପ୍ରେରିତ ନୁହେଁ ତ? ଭୁବନେଶ୍ୱର,୨୦/୧/୨୦୧୮: ଗତ କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନ୍‍କୁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଗସ୍ତ କରି ଘୋଷଣା କରିଥିଲେ ଯେ ଭୁବନେଶ୍ୱର ରେଳ ଷ୍ଟେସନ୍‍କୁ ଆଧୁନିକୀକରଣ ପାଇଁ…

ରାଜ୍ୟର ସର୍ବାଧିକ ଧାନ ସଂଗ୍ରହକାରୀ ୧୨ଟି ଜିଲ୍ଲାରେ ବିଜେଡିର ଗଣବିକ୍ଷୋଭ ଜାରି

  ଭୁବନେଶ୍ୱର/chakradhar majhi : ସ୍ୱାମୀନାଥନ ରିପୋର୍ଟ ଗାଧୋଇ ଗଲା । କୃଷକଙ୍କ ସ୍ୱାର୍ଥ ରକ୍ଷା ପ୍ରସଂଗ କେନ୍ଦ୍ର କୃଷି ମନ୍ତ୍ରୀ କେବଳ ଭାଷଣବାଜି ମଧ୍ୟରେ ସୀମିତ ରଖିଲେ । ଚକଡ଼ା ପୋକ ଯୋଗୁ ୧ଲକ୍ଷ ହେକ୍ଟରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୭୧୯ କୋଟି ଟଙ୍କାର କେନ୍ଦ୍ରୀୟ…