ପାଟକୁରା/Prafulla Malla : ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଗୋତିରବିଲ ଗ୍ରାମରେ ଚୋରା ଦେଶୀ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗ୍ରାମର ଶତାଧିକ ମହିଳା ଆନ୍ଦୋଳନ କରୁଥିଲେ |ଗୋଟିଏ ପଟେ ଗତ କାଲି ତାଳସଂଗା ଛକରୁ ଦେଶୀ ଓ ବିଦେଶୀ ମଦ ସହ ଜବତ ହୋଇଥିବା ବେଳେ ଉକ୍ତ ଚୋରା ମଦ ଚାଲାଣକାରୀକୁ ଗତ ରାତିରେ ପୋଲିସ ମୂଲଚାଲ କରି ଛାଡି ଦେଇଥିଲେ କିନ୍ତୁ ଜଣେ ଗରିବ ଦୋକାନୀକୁ କୋର୍ଟ ଚାଲାଣ କରିଥିବାର ସୂଚନା |
Sign in
Sign in
Recover your password.
A password will be e-mailed to you.
Prev Post