ପୁଣି ଚର୍ଚ୍ଚା କୁ ଆସିଲା କେନ୍ଦ୍ରାପଡା ଶିକ୍ଷା ବିଭାଗ

0

 

 

 
କେନ୍ଦ୍ରାପଡା ରୁ ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ପୁର ଅଞ୍ଚଳରେ ଏକ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।ମଧ୍ୟାନ ଭୋଜନ ଖାଇସାରିବା ପରେ ଛୋଟ ଛୋଟ 
 କୋମଳ ମତି ଶିଶୁ ମାନଙ୍କ ହାତରେ ମଜା ଯାଉଛି ବାସନ ।ଏନେଇ ଆମେ  ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ ସେ କହିଲେ ଯେ ତମର ଯାହା କରିବାର ଅଛି କର ।ଆଉ ସେ ବିଇଓ କି ଡିଇଓ ସେ ବି କଣ କରିପାରିବେ ମୁ ଜାଣିଛି ।ଆହୁରି ମଧ୍ୟ କହିଲେ ପ୍ରଧାନ ଶିକ୍ଷୟତ୍ରୀ ଜାଣିଛନ୍ତି ଜିଲ୍ଳା ଶିକ୍ଷା ଅଧିକାରୀ କିଏ ??
କେତେ ଆଗରେ ଆମ ଜିଲ୍ଲା ଶିକ୍ଷା ବିଭାଗ ଆଉ କେତେ ଆଗେଇଛି ଆମ ସର୍ବଶିକ୍ଷା ଅଭିଯାନ ଏହାକୁ ନେଇ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ  ଅସୋନ୍ତଷ ପ୍ରକାଶ ପାଇଛି ।
 
 
Leave A Reply

Your email address will not be published.