ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

0

 

Gajpati/Balakrishna panigrahi : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ୬୯ ତମ  ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସଂମିନିତ ପ୍ୟାରେଡ଼ ଅଭିବାଦନ ଗ୍ରହଣକରିବା ସଙ୍ଗେ ସଙ୍ଗେ ସମବେତ ଜନତାଙ୍କୁ ଉଦ୍ ବୋଧନ ଦେଇଥିଲେ। ପରେ ବିଭିନ୍ନ ବିଦ୍ୟାଳୟର  ଛାତ୍ରଛାତ୍ରୀ ମାନଙ୍କ ଦ ଦ୍ବାରା ନୃତ୍ୟ ,ଡ୍ରିଲ ଓ କୋୖତୁକ ବେଶ ଷୋଷାକ ପ୍ରତିଯୋଗିତା ହୋଇଥିଲା।ପ୍ୟାରେଡ଼ରେ ଶ୍ରେଷ୍ଟ ବିବେଚିତ ଦଳକୁ ମୁଖ୍ୟଅତିଥି ସିଲ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.