Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଧିବାମନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବାଲ୍ ଵୈଜ୍ଞାନିକ ପ୍ରଦର୍ଶନୀ ୨୦୨୫-୨୬ ଅନୁଷ୍ଠିତ
ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଧିନ ରେ ଥିବା ଦଧିବାମନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଛାତ୍ର ଛାତ୍ରୀଙ୍କୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ…
ଯୁବତୀଙ୍କୁ ବ୍ଲାକମେଲ ଅଭିଯୋଗରେ ଯୁବକ ଗିରଫ
କାକଟପୁର/ ପ୍ରକାଶ ଦାଶ : ଜଣେ ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କୋର୍ଟଚାଲାଣ କରିଛି କାକଟପୁର ପୋଲିସ୍ | ଯୁବକର ନାମ ଗୁଡୁ (ବଣ୍ଟି ) ଦଳାଇ | ବଣ୍ଟିର ଘର ଗୋପ ବ୍ଲକ ଜହ୍ନିବାଲିଆ ନିକଟ ପୋଦନା ଗ୍ରାମରେ | କାକଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ…
ବିଦ୍ୟାଳୟ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ।
ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର ସହରର ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଙ୍କ ତତ୍ୱାବଧାନ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଉପାଲି ଅପରାଜିତା ଙ୍କ ସଂଯୋଜନା ରେ…
ନୋଡାଲ ଜି. ଟି.ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସ୍ଥିତ ପି .ଏମ. ଶ୍ରୀ ନୋଡାଲ ଘୁମୁସର ବୈଷୟିକ .ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ…
ଆଦର୍ଶ ବିଦ୍ୟାଳୟ ରେ ଖାଦ୍ୟ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୧୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଡଙ୍ଗରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଖାଦ୍ୟ ମେଳା ଓ ଚିତ୍ର କଳା ପ୍ରଦର୍ଶନୀ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ…
ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ; ୧୧୦ ଅଭିଯୋଗ ଶୁଣିଲା ପ୍ରଶାସନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗଂଜାମ ଜିଲ୍ଳାପାଳଙ୍କ ଅଭିନବ ପ୍ରୟାସରେ ବର୍ତ୍ତମାନ ଗଂଜାମ ଜିଲ୍ଲାର ସମସ୍ତ ପଂଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ଗୋବରା ପଂଚାୟତ କାର୍ଯ୍ୟାଳୟ ପରିସରରେ…
ୟୁନିୟନ୍ ବ୍ୟାଙ୍କ୍ ଗୋବରା ଶାଖା ତରଫରୁ ୧୦୭ ବର୍ଷ ପୂର୍ତ୍ତି ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଳକ୍ ଗୋବରା ଠାରେ ଅବସ୍ଥିତ ୟୁନିୟନ୍ ବ୍ୟାଙ୍କ୍ ଶାଖା ତରଫରୁ ବ୍ୟାଙ୍କ୍ ର ୧୦୭ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି I ବ୍ୟାଙ୍କ୍ ଶାଖା ପରିଚାଳକ ଅନୂପ ସିଲ୍ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଡେପୁଟି ବ୍ୟାଙ୍କ୍…
ଫସଲ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ
ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ବନ ଅଧିକାରୀଙ୍କ ପ୍ରତିଶ୍ରୁତି
୪୫ ଦିନ ଭିତରେ ରାସ୍ତାର ଦୁଇପାର୍ଶ୍ବ ସଫେଇ ଓ ଉନ୍ନତମାନର କରାନଗଲେ ଆନ୍ଦୋଳନର ଚେତାବନୀ
ସମ୍ବଲପୁର(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ବଡରମା ରେଞ୍ଜ ଅଧିନ କୁତବ ଗ୍ରାମର ଦୁଇଜଣ…
ବଡ଼ବିଲରେ ଅବୈଧ ନିର୍ମାଣ ଉଛେଦ : ଚାଲିଲା ବୁଲଡୋଜର
ବଡ଼ବିଲ (ଶାସକ ପ୍ରଶାସକ):ବଡବିଲ ସହରରେ କ୍ରମାଗତ ଭାବେ ବିଭିନ୍ନ ଅପରାଧୂକ କାର୍ଯ୍ୟକଳାପରେ ଲିପ୍ତ ଥୂବା ୪ ଜଣଙ୍କର ବେଆଇନ ନିର୍ମାଣକୁ ବୁଲଡୋଜର ଲଗାଇ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି। ବଡବିଲ ପୌରଞ୍ଚଳ ୮ ନମ୍ବର ୱାର୍ଡ ଅନ୍ତର୍ଗତ ବରକତ ନଗରର ସହାଦତ୍ ଖାନ୍, ଆଜାଦ ବସ୍ତିର ଏମ.ଡି.ରାଜା,…
ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ଏଏମ୍ /ଏନ୍ଏସ୍ ଇଣ୍ଡିଆର ଆକର୍ଷଣୀୟ ଷ୍ଟଲ
ପାରାଦ୍ୱୀପ, ୧୧ ନଭେମ୍ବର ୨୦୨୫: ଅତି ନିକଟରେ ସମାପ୍ତ ହୋଇଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) ପାରାଦ୍ୱୀପର ବିଜୁ ମଇଦାନରେ ଏକ ଆକର୍ଷଣୀୟ ଷ୍ଟଲ୍ ସହିତ ଏହାର ଉପସ୍ଥିତି ଜାହିର କରିଛି । ଜଗତସିଂହପୁର ଅତିରିକ୍ତ…