କାକଟପୁର/ ପ୍ରକାଶ ଦାଶ : ଜଣେ ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କୋର୍ଟଚାଲାଣ କରିଛି କାକଟପୁର ପୋଲିସ୍ | ଯୁବକର ନାମ ଗୁଡୁ (ବଣ୍ଟି ) ଦଳାଇ | ବଣ୍ଟିର ଘର ଗୋପ ବ୍ଲକ ଜହ୍ନିବାଲିଆ ନିକଟ ପୋଦନା ଗ୍ରାମରେ | କାକଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ପରେ ଅନୈତିକ ଫୋଟୋ ଓ ଭିଡ଼ିଓ ଭାଇରାଲ କରିବା ଅଭିଯୋଗ ହୋଇଥିଲା |
Sign in
Sign in
Recover your password.
A password will be e-mailed to you.
Prev Post