Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୃତ୍ରିମ ବୁଦ୍ଧିମତା ହିଁ ସାଂପତ୍ରିକ ଭାରତର ଆହ୍ୱାନ: ପ୍ରଫେସର ସୁଧିନ୍ଦ୍ର ନାଥ ପଣ୍ଡା
ସୋଆରେ ବିଂଶତମ ଏମ ଏସ ସ୍ୱାମୀନାଥନ ସ୍ମାରକୀ ବକ୍ତୃତା ମାଳା
ଭୁବନେଶ୍ୱର, ଜୁଲାଇ ୨୭: କୃଷିର ଆଧୁନିକୀକରଣରେ ଯେଉଁ କେତୋଟି ଦିଗ ବାସ୍ତବିକ କୃଷି ବିଜ୍ଞାନର ଦିଗବଳୟକୁ ପରିବର୍ତିତ କରିଛି ସେଥିମଧ୍ୟରୁ କୃତ୍ରିମ ବୁଦ୍ଧିମତା ଓ ସ୍ମାର୍ଟ ଏଗ୍ରିକଲଚର ପ୍ରମୁଖ । ଜୀବନ ଓ ଜୀବିକା ସହିତ!-->!-->!-->!-->!-->…
ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, ଜୁଲାଇ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସଏସ୍) ଶାଖା ତରଫରୁ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ (ଆଇଭିଏସ୍ଏଏଚ୍) ପରିସରରେ ଶନିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବୃକ୍ଷ ହିଁ ଜୀବନ ।!-->…
ଗଭୀର ଅବପାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ସମୀକ୍ଷା; ୨୪ ଘଣ୍ଟିଆ ସତର୍କତା ଓ ତ୍ୱରିତ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ
ସମସ୍ତ ପ୍ରମୁଖ ନଦୀ ବିପଦ ସ୍ତର ତଳେ ; ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ
ଭୁବନେଶ୍ୱର, ୨୭ ଜୁଲାଇ, ୨୦୨୬ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା!-->!-->!-->!-->!-->!-->!-->!-->!-->…
ଅଶ୍ରୁଳ ଶ୍ରଦ୍ଧାଞ୍ଜଳିରେ ବିଦାୟ ନେଲେ ନୃତ୍ୟଗୁରୁ ସସ୍ମିତା ପଣ୍ଡା; ଭାବବିହ୍ୱଳ ପରିବେଶରେ ଝରିଲା ଅଶ୍ରୁ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଅକାଳରେ ନିଭିଯାଇଥିବା ନୃତ୍ୟଗୁରୁ ସ୍ୱର୍ଗତ ସସ୍ମିତା ପଣ୍ଡାଙ୍କ ସ୍ମୃତିରେ ରବିବାର ସ୍ଥାନୀୟ ଶିଶୁ ମନ୍ଦିର ସଭାଗୃହରେ ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ, କଳାପ୍ରେମୀ,!-->!-->!-->…
ବିଧାନସଭା ସ୍ଥାୟୀ କମିଟି ପେପର ଲେଡ ବୈଠକରେ ଗଜପତି ର ବିଭିନ୍ନ ଐତିହ ପ୍ରସଙ୍ଗ ଉଠାଇଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର "କମିଟି ଅନ୍ ପେପର୍ସ ଲେଡ୍ ଅନ୍ ଦ ଟେବୁଲ୍"ର ଦ୍ୱିତୀୟ ବୈଠକ ସୋମବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୫ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଏହି!-->…
ନୀଟପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା ଓ ଦିଲ୍ଲୀ ଠାରେ ଛାତ୍ର ଛାତ୍ରୀଙ୍କ ପ୍ରତି ପୋଲିସ ପ୍ରଶାସନର ଅମାନୁଷିକ ଲାଠି…
ବିରୋଧ ସହ ପ୍ରାଣ ହରାଇଥିବା ଛାତ୍ର ଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ନବରଙ୍ଗପୁର, 27/07/2026,ନବରଙ୍ଗପୁର ସହର ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା କଂଗ୍ରେସ ସଭାପତି ସୁଶ୍ରୀ ଲିପିକା ମାଝୀ ଙ୍କ ନେତୃତ୍ୱରେ!-->!-->!-->!-->!-->…
ଶ୍ରାବଣ ସୋମବାର: ହଜାର ହଜାର କାଉଡିଆଙ୍କ ସମାଗମ।
ନୀଳଗିରି, ୨୭/୦୭,: ଶ୍ରାବଣ ସୋମବାର ଅବସରରେ ହଜାର ହଜାର କାଉଡିଆଙ୍କ ବୋଲ ବମ୍ ହର୍ ହର୍ ବମ୍, ଭୋଲା ବାବା ପାର୍ କରେଗା…ଧ୍ୱନିରେ ପ୍ରକମ୍ପିତ ହେବା ସହ ଉତ୍ସବମୁଖର ହୋଇଉଠିଲା ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ପଞ୍ଚଲିଙ୍ଗେଶ୍ଵର । ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର!-->…
ଡେରାବିଶରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି: ୫୫ଟି ଅଭିଯୋଗ ପଞ୍ଜୀକୃତ ।
କେନ୍ଦ୍ରାପଡା:27/07 (ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି।ଆଜିର!-->!-->!-->…
ଲଗାଇ ଦେ ତୋ ଡୋରୀ
🔹🔹🔹🔹🔹🔹🔹
ତୋ ଡୋରୀ ଲଗେଇ ନୀଳାଚଳ ଧାମନେଇ ଯାଆ ଥରେ କାଳିଆ ମୋତେମନମୋହନରେ କଳାବଦନରେଜୀବନଠୁ ଭଲ ପାଏ ମୁଁ ତୋତେ ।।
ତୋହରି ଭକତ ଦାସିଆ ବାଉରୀପଦଧୂଳିକି ମୁଁ ନୁହଁଇଟି ସରିଭକତିରେ ଦେଲା ଆମ୍ବ ନାରିକେଳଶ୍ରୀ ନୀଳଚକ୍ରରୁ ନେଲୁ ହାତେ ଧରିଭକତ ବତ୍ସଳ ତୁହିରେ କାଳିଆଭକତି ଟିକିଏ ଦେ ତୁ!-->!-->!-->!-->!-->…
ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ବେଦୀକୁ ଯାଇଛନ୍ତି।
!-->!-->!-->…